"ପଞ୍ଚଲିଙ୍ଗେଶ୍ୱର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ Robot: Interwiki standardization; cosmetic changes |
ଟିକେNo edit summary |
||
୨୭ କ ଧାଡ଼ି: | ୨୭ କ ଧାଡ଼ି: | ||
|country = [[ଭାରତ]] |
|country = [[ଭାରତ]] |
||
|state/province = [[ଓଡ଼ିଶା]] |
|state/province = [[ଓଡ଼ିଶା]] |
||
|district = [[ବାଲେଶ୍ଵର |
|district = [[ବାଲେଶ୍ଵର ଜିଲ୍ଲା|ବାଲେଶ୍ଵର]] |
||
|locale = [[ପଞ୍ଚଲିଙ୍ଗେଶ୍ଵର]] |
|locale = [[ପଞ୍ଚଲିଙ୍ଗେଶ୍ଵର]] |
||
|elevation_m = |
|elevation_m = |
||
୫୩ କ ଧାଡ଼ି: | ୫୩ କ ଧାଡ଼ି: | ||
[[ଫାଇଲ:Pancalingeswara Temple Nilagiri.JPG|thumb|center|650px|ପାହାଡ଼ି ଝରଣା ଭିତରେ ବାବା ପଞ୍ଚଲିଙ୍ଗେଶ୍ଵର]] |
[[ଫାଇଲ:Pancalingeswara Temple Nilagiri.JPG|thumb|center|650px|ପାହାଡ଼ି ଝରଣା ଭିତରେ ବାବା ପଞ୍ଚଲିଙ୍ଗେଶ୍ଵର]] |
||
{{ହିନ୍ଦୁ ମନ୍ଦିର}} |
|||
{{Hindu temples in Orissa}} |
|||
{{ବାଲେଶ୍ଵର}} |
{{ବାଲେଶ୍ଵର}} |
||
୨୨:୦୭, ୧୪ ଅକ୍ଟୋବର ୨୦୧୧ ଅନୁସାରେ କରାଯାଇଥିବା ବଦଳ
ପଞ୍ଚଲିଙ୍ଗେଶ୍ଵର ଶିବ ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | ବାଲେଶ୍ଵର |
Location | |
ସ୍ଥାନ | ପଞ୍ଚଲିଙ୍ଗେଶ୍ଵର |
Country | ଭାରତ |
ପଞ୍ଚଲିଙ୍ଗେଶ୍ଵର ଶିବ ମନ୍ଦିର ଓଡ଼ିଶାର ବାଲେଶ୍ଵର ଜିଲାର ନୀଳଗିରି ପାଖରେ ଥିବା ପଞ୍ଚଲିଙ୍ଗେଶ୍ଵରରେ ଅବସ୍ଥିତ । ଏହି ଲିଙ୍ଗଗୁଡ଼ିକର ଦର୍ଶନ କରିବା ପାଇଁ ଜଣକୁ ପାହାଡ଼ି ଚଟାଣ ଭିତରେ ବହିଯାଇଥିବା ଝରଣା ପାଣି ଦେଇ ହାତରେ ଛୁଇଁ ଜାଣିବାକୁ ପଡ଼ିବ । ଏଠାରେ ପାହାଡ଼ୀ ଝରଣା ଭିତରେ ପାଞ୍ଚୋଟି ଶିବଲିଙ୍ଗ ପୂଜାପାଉଛନ୍ତି ଯାହାଙ୍କ ନାଆଁ ଅନୁସାରେ ଏହି ଜାଗାର ନାଆଁ ପଞ୍ଚଲିଙ୍ଗେଶ୍ଵର ହୋଇଅଛି ।[୧]
ଗମନାଗମନ
ଏହା ନୀଳଗିରିଠାରୁ ୮ କିମି, ବାଲେଶ୍ଵର ଠାରୁ ୩୦ କିମି ଓ ବାରିପଦା ଠାରୁ ୮୫ କିମି ଦୂରତାରେ ରହିଅଛି। ଏହି ଦୁଇ ସହର ଠାରୁ ବସଯୋଗେ ଗମନାଗମନର ସୁବିଧା ଅଛି । ଏଠାରେ ଏକ ସରକାରୀ ପାନ୍ଥଶାଳା ଅଛି ।