କଷାଫଳ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

କଷାଫଳ
ଗାଆଁ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲାବାଲେଶ୍ୱର ଜିଲ୍ଲା
Time zoneIST (+୫.୩୦)
Area code+୦୬୭୮୨
ଯାନବାହାନ ପଞ୍ଚୀକରଣOD/01

କଷାଫଳ ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ଥିବା ଏକ ଗାଆଁ ବେଳାଭୂମି ।

ବିଶେଷତା[ସମ୍ପାଦନା]

କଷାଫଳ ମୁହାଣଠାରେ ଏକ ସୁନ୍ଦର ବେଳାଭୂମି ମଧ୍ୟ ରହିଛି । ଏହା ପ୍ରଧାନତଃ ମାଛଧରା ପାଇଁ ବ୍ୟବହାର କରାଯାଇଥାଏ । ଡୁବୁଡୁବି ଓ ପଞ୍ଚୁପାଲୀଠାରେ ନଉକା ଚାଳନାର ସୁବିଧା ମଧ୍ୟ ଅଛି । ଏହା ନିକଟରେ ବାହାବଳପୁର ବନ୍ଦର ମଧ୍ୟ ଅଛି । ଏହା ଏକ ସୁନ୍ଦର ପ୍ରାକୃତିକ ବେଳାଭୂମି । ସମୁଦ୍ରକୂଳେ କୁଳେ ଝାଉଁ ବଣ ସବୁ ରହିଛି l

ଭୌଗୋଳିକ ଅବସ୍ଥାନ[ସମ୍ପାଦନା]

ଏହାର ଅକ୍ଷାଂଶ ୨୧° ୩୨′ ୧୩.୫″ ଉତ୍ତର ଓ ଦ୍ରାଘିମା ୮୭° ୮′ ୨୫.୯୮″ ପୂର୍ବ । ଏହା ବାଲେଶ୍ୱରଠାରୁ ୬୦ କି.ମି. ଦୂରରେ ଓ ରାଜଧାନୀ ଭୁବନେଶ୍ୱରଠାରୁ ୨୫୮ କି.ମି. ଦୂରରେ ଅବସ୍ଥିତ । ଏହାର ନିକଟତମ ରେଳ ଷ୍ଟେସନ ବସ୍ତା (୩୧.୬ କି.ମି.) ।

ପାଖ ଗାଆଁ[ସମ୍ପାଦନା]

ପାଖ ଦର୍ଶନୀୟ ସ୍ଥାନ[ସମ୍ପାଦନା]

ଦ୍ରଷ୍ଟବ୍ୟ[ସମ୍ପାଦନା]