କଷାଫଳ
ଦେଖଣା
କଷାଫଳ | |
---|---|
ଗାଆଁ | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲା | ବାଲେଶ୍ୱର ଜିଲ୍ଲା |
Time zone | IST (+୫.୩୦) |
Area code | +୦୬୭୮୨ |
ଯାନବାହାନ ପଞ୍ଚୀକରଣ | OD/01 |
କଷାଫଳ ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ଥିବା ଏକ ଗାଆଁ ବେଳାଭୂମି ।
ବିଶେଷତା
[ସମ୍ପାଦନା]କଷାଫଳ ମୁହାଣଠାରେ ଏକ ସୁନ୍ଦର ବେଳାଭୂମି ମଧ୍ୟ ରହିଛି । ଏହା ପ୍ରଧାନତଃ ମାଛଧରା ପାଇଁ ବ୍ୟବହାର କରାଯାଇଥାଏ । ଡୁବୁଡୁବି ଓ ପଞ୍ଚୁପାଲୀଠାରେ ନଉକା ଚାଳନାର ସୁବିଧା ମଧ୍ୟ ଅଛି । ଏହା ନିକଟରେ ବାହାବଳପୁର ବନ୍ଦର ମଧ୍ୟ ଅଛି । ଏହା ଏକ ସୁନ୍ଦର ପ୍ରାକୃତିକ ବେଳାଭୂମି । ସମୁଦ୍ରକୂଳେ କୁଳେ ଝାଉଁ ବଣ ସବୁ ରହିଛି l
ଭୌଗୋଳିକ ଅବସ୍ଥାନ
[ସମ୍ପାଦନା]ଏହାର ଅକ୍ଷାଂଶ ୨୧° ୩୨′ ୧୩.୫″ ଉତ୍ତର ଓ ଦ୍ରାଘିମା ୮୭° ୮′ ୨୫.୯୮″ ପୂର୍ବ । ଏହା ବାଲେଶ୍ୱରଠାରୁ ୬୦ କି.ମି. ଦୂରରେ ଓ ରାଜଧାନୀ ଭୁବନେଶ୍ୱରଠାରୁ ୨୫୮ କି.ମି. ଦୂରରେ ଅବସ୍ଥିତ । ଏହାର ନିକଟତମ ରେଳ ଷ୍ଟେସନ ବସ୍ତା (୩୧.୬ କି.ମି.) ।
ପାଖ ଗାଆଁ
[ସମ୍ପାଦନା]ପାଖ ଦର୍ଶନୀୟ ସ୍ଥାନ
[ସମ୍ପାଦନା]- ଚନ୍ଦନେଶ୍ୱର ମନ୍ଦିର (୮୮.୮ କି.ମି.)
- ଭୂଷଣ୍ଡେଶ୍ୱର ମନ୍ଦିର (୮୮.୧ କି.ମି.)
- ତାଳସାରି ବେଳାଭୂମି
ଦ୍ରଷ୍ଟବ୍ୟ
[ସମ୍ପାଦନା]ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |