ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ
ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ | |
---|---|
ନିର୍ଦ୍ଦେଶକ | ସଞ୍ଜୟ ନାୟକ |
ପ୍ରଯୋଜକ | ରତିକାନ୍ତ କାନୁନ୍ଗୋ ପ୍ରମୋଦ କୁମାର ସ୍ୱାଇଁ |
ସଂଳାପ | ସଞ୍ଜୟ ନାୟକ |
ଚିତ୍ରନାଟ୍ୟ | ସଞ୍ଜୟ ନାୟକ |
କାହାଣୀ | ସୁଚିସ୍ମିତା କାନୁନ୍ଗୋ |
କଳାକାର | ମିହିର ଦାସ ସିଦ୍ଧାନ୍ତ ମହାପାତ୍ର ଅନୁ ଚୌଧୁରୀ ଅସୀତ ପତି ଉତ୍ତମ ମହାନ୍ତି ମୀନକେତନ ସ୍ନିଗ୍ଧା ମହାନ୍ତି |
ସଙ୍ଗୀତ | ମଳୟ ମିଶ୍ର |
ଚିତ୍ରଗ୍ରହଣ | ରଞ୍ଜନ |
ସମ୍ପାଦକ | ରବି ଶଙ୍କର ପଟ୍ଟନାୟକ |
ମୁକ୍ତିଲାଭ ତାରିଖ | ୨୦୦୬ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ, ୨୦୦୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରତିକାନ୍ତ କାନୁନ୍ଗୋ ଏବଂ ପ୍ରମୋଦ କୁମାର ସ୍ୱାଇଁ ।[୨] ସୁଚିସ୍ମିତା କାନୁନ୍ଗୋ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ସଞ୍ଜୟ ନାୟକ ଏହି କଥାଚିତ୍ରଟି ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨][୩]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ମିହିର ଦାସ, ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ ।[୪] ଅସିତ ପତି, ଉତ୍ତମ ମହାନ୍ତି, ମୀନକେତନ, ସ୍ନିଗ୍ଧା ମହାନ୍ତି, ବୀଣା ମହାରଣା, ଦିପ୍ତି ପଣ୍ଡା, ଅଶୋକ, ଜୟୀରାମ ସାମଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ମିହିର ଦାସ[୨][୫]
- ସିଦ୍ଧାନ୍ତ ମହାପାତ୍ର[୬]
- ଅନୁ ଚୌଧୁରୀ[୨][୭][୮]
- ଅସିତ ପତି
- ଉତ୍ତମ ମହାନ୍ତି
- ମୀନକେତନ
- ସ୍ନିଗ୍ଧା ମହାନ୍ତି
- ବୀଣା ମହାରଣା
- ଦିପ୍ତି ପଣ୍ଡା
- ଅଶୋକ
- ଜୟୀରାମ ସାମଲ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର ।[୯] ଶ୍ରୀକାନ୍ତ ଗୌତମ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ମହମଦ ଅଜିଜ୍, ସୁବାସ ଦାସ, ଅଭୟ ମିଶ୍ର, ଶକ୍ତି ମିଶ୍ର, ଇରା ମହାନ୍ତି, ପ୍ରିତିନନ୍ଦା ରାଉତରାୟ, ଅରବିନ୍ଦ ଷଡ଼ଙ୍ଗୀ, ଶୈଳଭାମା ମହାପାତ୍ର, ବାବୁଲ ସୁପ୍ରିଓ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ଭାଇ ତୋତେ ମୋର ରହିଲା ରାଣ" | |
2. | "ଫୁଲର ପାହାଡ଼" | |
3. | "ରାଖି ପୁନେଇଁରେ" | |
4. | "ଅଳତା ସିନ୍ଦୂର" | |
5. | "ରାଖି ବାନ୍ଧିଲି ମୋ ରଖିବ ମାନ" | |
6. | "ଛୁଇଁ ଦେଇ କହୁଛ" |
ଆଧାର
[ସମ୍ପାଦନା]- ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
- ↑ ୨.୦ ୨.୧ ୨.୨ ୨.୩ "ଓଲିଉଡର ଚର୍ଚ୍ଚିତ ଭାଇ-ଭଉଣୀ, ଯେଉଁମାନେ ପରଦାରେ ଜନପ୍ରିୟ | Sambad". Sambad. 25 August 2018. Archived from the original on 28 August 2018. Retrieved 27 August 2018.
- ↑ "ରୂପେଲି ପରଦାକୁ କେବେ ଆଉ କେମିତି ଆସିଲା ରାକ୍ଷୀ: ପଢନ୍ତୁ ଏଇ କାହାଣୀ | News7". www.prameyanews7.com. Archived from the original on 30 September 2020. Retrieved 27 August 2018.
- ↑ "Ei Rakhi To Raksha Kabacha to be aired on Zee Sarthak Aug 21". OrissaPOST (in English). No. Sunday Post. 14 August 2022. Archived from the original on 6 December 2022. Retrieved 6 December 2022.
{{cite news}}
: CS1 maint: unrecognized language (link) - ↑ "ରୂପେଲୀ ପରଦାରେ ରାକ୍ଷୀ - SamajaLive.in". SamajaLive.in. 25 August 2018. Archived from the original on 28 August 2018. Retrieved 27 August 2018.
- ↑ "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.
- ↑ "ଆଇଟମ୍ ନମ୍ବରରେ ବଲିଉଡଠାରୁ ଓଲିଉଡ ପଛରେ". OdishaLIVE. 7 May 2018. Retrieved 27 August 2018.
- ↑ "ଏହି ଓଲିଉଡ଼୍ ନାୟିକାଙ୍କୁ ମିଳିଥିଲା ପ୍ରଥମ ସିନେମାରେ ବିବାହିତା ମହିଳା ଭୂମିକା | Sambad". Sambad. 27 December 2017. Archived from the original on 29 December 2017. Retrieved 1 September 2018.
- ↑ "ପୁଣି ଯୋଡି ହେଲେ ଓଲିଉଡର ଏହି ଦୁଇ ସେଲିବ୍ରିଟି | Sambad". Sambad. 7 September 2018. Archived from the original on 22 October 2021. Retrieved 7 September 2018.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ