ଚନ୍ଦ୍ରଶେଖର ଭେଙ୍କଟ ରମଣ

ଉଇକିପିଡ଼ିଆ ରୁ
(ସି. ଭି. ରମଣ ରୁ ଲେଉଟି ଆସିଛି)
Jump to navigation Jump to search
ଚନ୍ଦ୍ରଶେଖର ଭେଙ୍କଟ ରମଣ
Sir CV Raman.JPG
ମୂଳ ନାମ
சந்திரசேகர வெங்கட ராமன்
ଜନ୍ମ ଓ ଜନ୍ମସ୍ଥାନ୭ ନଭେମ୍ବର ୧୮୮୮(1888-11-07)
ମୃତ୍ୟୁ୨୧ ନଭେମ୍ବର ୧୯୭୦ (୮୨ ବର୍ଷ)
ଜାତୀୟତାIndian
ଶିକ୍ଷାନୁଷ୍ଠାନUniversity of Madras
ପ୍ରସିଦ୍ଧିରମଣ ପ୍ରଭାବ
ଜୀବନସାଥିLokasundari Ammal (1907–1970)
ପୁରସ୍କାରKnight Bachelor (1929)
Nobel Prize in Physics (1930)
Bharat Ratna (1954)
Lenin Peace Prize (1957)

Fellow of the Royal Society
ବିଜ୍ଞାନୀ ଜୀବନ
କ୍ଷେତ୍ରPhysics
କର୍ମାନୁଷ୍ଠାନIndian Finance Department[୧]
University of Calcutta
Indian Association for the Cultivation of Science
Indian Institute of Science
Central College, Bangalore University
Raman Research Institute
ଡକ୍ଟରୀ ଛାତ୍ରG. N. Ramachandran
Vikram Ambalal Sarabhai

ସାର୍ ଚନ୍ଦ୍ରଶେଖର ଭେଙ୍କଟ ରମଣ (୭ ନଭେମ୍ବର ୧୮୮୮ - ୨୧ ନଭେମ୍ବର ୧୯୭୦) ଜଣେ ଭାରତୀୟ ପଦାର୍ଥ ବିଜ୍ଞାନୀ ଥିଲେ । ୧୯୩୦ ମସିହାରେ ଆଲୋକ ପ୍ରତିସରଣ ଉପରେ ଗବେଷଣା ‍‌(ରମଣ ପ୍ରଭାବ) ପାଇଁ ନୋବେଲ ପୁରସ୍କାର ପ୍ରଦାନ କରଯାଇଥିଲା । ସେ ଆବିଷ୍କାର କରିଥିଲେ ଯେ ଆଲୋକ ରଶ୍ମି ଯେତେବେଳେ ଗୋଟିଏ ସ୍ଵଚ୍ଛ ପଦାର୍ଥ ଦେଇ ଅତିିିିକ୍ରମ କରେ , କିଛି ଆଲୋକ ରଶ୍ମି ବିଚ୍ଛୁରିତ ହୋଇଯାନ୍ତି ଏବଂ ତାଙ୍କର ଦୈର୍ଘ୍ୟ ଓ ବିସ୍ତୃତି ରେ ପରିବର୍ତ୍ତନ ହୁଏ ।ଏହି ପ୍ରତ୍ୟକ୍ଷ ଭାବେ ପରିପ୍ରକାଶ ଘଟଣା କୁ ରମଣ ବିିିିଚ୍ଛୁରଣ କୁହାଯାଏ, ଯାହାକି ରମଣ ପ୍ରଭାବ ଦ୍ଵାରା ହୋଇଥାଏ । ୧୯୫୪ ରେ ଭାରତ ସରକାର ତାଙ୍କୁ ଭାରତ ରତ୍ନ ସମ୍ମାନ ରେ ସମ୍ମାନିତ କରିଥିଲେ ।

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା[ସମ୍ପାଦନା]

ସି.ଭି ରମଣ ତିରୁଚିରାପଲ୍ଲୀ, ତାମିଲନାଡୁ ର ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଚନ୍ଦ୍ରଶେଖର ରାମନାଥନ୍ ଅୟର ଗଣିତ ଓ ଭୌତିକ ବିଜ୍ଞାନ ର ଅଧ୍ୟାପକ ଥିଲେ ।ତାଙ୍କ ମା ପାର୍ବତୀ ଅମ୍ବଳ ଜଣେ ସଂସ୍କୃତ ପରିବାର ର ମହିଳା ଥିଲେ।

ତାଙ୍କ ପିତା ୧୮୯୨ ରେ ଶ୍ରୀମତୀ ଏ ବି ଏନ୍ କଲେଜ, ବିଶାଖାପଟନମ୍ ରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ ,ତେଣୁ ତାଙ୍କର ପ୍ରାରମ୍ଭିକ ଶିକ୍ଷା ସେଠାକାର ଏସ୍ ଏ ଏଙ୍ଗ୍ଲୋ ଇଣ୍ଡିଆନ ଉଚ୍ଚ ବିଦ୍ୟାଳୟ ରେ ହୋଇଥିଲା ।

ମାତ୍ର ୧୨ ବର୍ଷ ବୟସରେ ସେ ମାଟ୍ରିକ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ୧୪ ବର୍ଷ ବୟସରେ ଯୁକ୍ତ ଦୁଇ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଥିଲେ । ୧୯୦୨ ରେ ସେ ମାଡ୍ରାସର ପ୍ରେସିଡେନ୍ସି କଲେଜରେ ଯୋଗ ଦେଲେ । ପରେ ସେ ମାଡ୍ରାସ ବିଶ୍ୱବିଦ୍ୟାଳୟରେ ପଢି ସେଠାରୁ ବି ଏ ଡିଗ୍ରୀ ହାସଲ କଲେ ।ସେଠାରେ ସେ ଭୌତିକ ବିଜ୍ଞାନ ରେ ପ୍ରଥମ ହେଲେ ଏବଂ ତାଙ୍କୁ ସୁନା ପଦକ ଦିଆଗଲା । ୧୯୦୭ ରେ ସେ ମାଡ୍ରାସ ବିଶ୍ୱବିଦ୍ୟାଳୟ ରୁ ଏମ୍ ଏସ୍ ସି ଡିଗ୍ରୀ ହାସଲ କଲେ ।

କର୍ମମୟ ଜୀବନ[ସମ୍ପାଦନା]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. The Nobel Prize in Physics 1930 Sir Venkata Raman, Official Nobel prize biography, nobelprize.org

ଆହୁରି ପଢ଼ନ୍ତୁ[ସମ୍ପାଦନା]

  • Miller, Foil A. (1989). "C. V. Raman and the Discovery of the Raman effect". Journal of Chemical Education. 66 (10): 795–801. Bibcode:1989JChEd..66..795M. doi:10.1021/ed066p795. Unknown parameter |coauthors= ignored (|author= suggested) (help)
  • Ramaseshan S: C.V.Raman. Journal of Madras University, section B, Sept.1983, 46(1): 1–16.
  • Scientific Papers of CV Raman, Ed. S Ramaseshan, Indian Academy of Sciences, Bangalore 1988.
  • Sri Kantha S: The discovery of the Raman Effect and its impact in Biological Sciences. European Spectroscopy News, Aug/Sept. 1988, no.80, 20, 22, 24 & 26.
  • Sri Kantha S: Raman's prize. Nature, 1989; 340: 672.
  • Fabelinski I,L. Priority and the Raman Effect. Nature, 1990; 343: 686.
  • "CV Raman centennial issue". Journal of the Indian Institute of Science. 68 (11–12). 1988.

ବାହାର ଲିଙ୍କ[ସମ୍ପାଦନା]