କାଠଯୋଡ଼ି ନଦୀ

ଉଇକିପିଡ଼ିଆ‌ରୁ
କାଠଯୋଡ଼ି ନଦୀ

କାଠଯୋଡ଼ି ଓଡ଼ିଶାର କଟକ ଜିଲ୍ଲାରେ ଥିବା ମହାନଦୀର ଏକ ଶାଖାନଦୀ । [୧]ଏହା ନରାଜଠାରେ ବିଭାଜିତ ହୋଇଛି । ଏହାର ଦକ୍ଷିଣ ଶାଖା କୁଆଖାଇ ନାମରେ ଜଣା ଓ ପୁରୀ ଜିଲ୍ଲା ଆଡ଼କୁ ବହିଯାଇଛି । ତେଣୁ ବନ୍ୟା ସମୟ ବ୍ୟତୀତ ବାକି ସମୟରେ କିଛି ଜଳ ବହିଯାଇଥାଏ । ଏଠାରେ ୨୦୦୮ ପରଠାରୁ କାଠଯୋଡ଼ି ମହୋତ୍ସବ ପାଳିତ ହୋଇଆସୁଅଛି ।[୨]

କାଠଯୋଡ଼ି ନଦୀ
କଟକ ଓ ଭୁବନେଶ୍ୱରକୁ ଯୋଡ଼ୁଥିବା ନୂତନ ନେତାଜୀ ସୁଭାଷ ବୋଷ ସେତୁ

ଅବସ୍ଥାନ[ସମ୍ପାଦନା]

ଏହା କଟକ ସହରରେ ଅବସ୍ଥିତ ।

ଆଧାର[ସମ୍ପାଦନା]

  1. Prosun Bhattacharya (2008). Groundwater for sustainable development: problems, perspectives and challenges. Taylor & Francis. p. 45. ISBN 9780415407762.
  2. Sharma, VikasFolk beats at Kathajodi fest. The Telegraph. April 4 , 2011