ଖରସ୍ରୋତା ନଦୀ

ଉଇକିପିଡ଼ିଆ‌ରୁ
ଖରସ୍ରୋତା ନଦୀ
ଖରସ୍ରୋତା ନଦୀ is located in Odisha
ଖରସ୍ରୋତା ନଦୀ
Country ଭାରତ
Stateଓଡ଼ିଶା
Basin
River mouth20°39′47″N 86°44′53″E / 20.663°N 86.748°E / 20.663; 86.748

ଖରସ୍ରୋତା (ଖରସୁଆଁ) ନଦୀ ଓଡ଼ିଶାର ଯାଜପୁର ଜିଲ୍ଲାରେ ପ୍ରବାହିତ ହୁଏ । ଏହା ଓଡ଼ିଶାର ଦ୍ୱିତୀୟ ବୃହତମ ନଦୀ ବ୍ରାହ୍ମଣୀ ନଦୀର ଏକ ଶାଖା ନଦୀ । ଖରସ୍ରୋତା ନଦୀ ଯାଜପୁର ଜିଲ୍ଲାର ବରୁଆଁ ଅଂଚଳ ପାଖ ପାଖି ବ୍ରାହ୍ମଣୀ ନଦୀଠାରୁ ଉତ୍ପତି ହେଇଛି । ଖରସ୍ରୋତା ନଦୀ ଜଳ ଉପରେ ଯାଜପୁର ଜିଲାର ଚାଷ ଜଳସେଚନ ମଧ୍ୟ ନିର୍ଭର କରେ । ଖରସ୍ରୋତା ନଦୀର ଖରା ଜଳ ସ୍ରୋତ ପ୍ରବାହ ପାଇଁ ଏହାକୁ ଆଞ୍ଚଳିକ ଲୋକ ଖରସୁଆଁ ନଦୀ ଭାବରେ ମଧ୍ୟ ଜାଣନ୍ତି ।[୧]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "The Journal of Academy of Indian Numismatics & Sigillography: Volumes 19-20," Academy of Indian Numismatics and Sigillography, 2005, ... the river Kharasrota, a tributary of the Brahmani. The combined river of Kharasrota and Brahmani also meets the river Baitarani down stream near Dhamra, which is adjacent to the mouth of the sea the Bay of Bengal ...