କାଠଯୋଡ଼ି ନଦୀ
ଦେଖଣା
କାଠଯୋଡ଼ି ଓଡ଼ିଶାର କଟକ ଜିଲ୍ଲାରେ ଥିବା ମହାନଦୀର ଏକ ଶାଖାନଦୀ । [୧]ଏହା ନରାଜଠାରେ ବିଭାଜିତ ହୋଇଛି । ଏହାର ଦକ୍ଷିଣ ଶାଖା କୁଆଖାଇ ନାମରେ ଜଣା ଓ ପୁରୀ ଜିଲ୍ଲା ଆଡ଼କୁ ବହିଯାଇଛି । ତେଣୁ ବନ୍ୟା ସମୟ ବ୍ୟତୀତ ବାକି ସମୟରେ କିଛି ଜଳ ବହିଯାଇଥାଏ । ଏଠାରେ ୨୦୦୮ ପରଠାରୁ କାଠଯୋଡ଼ି ମହୋତ୍ସବ ପାଳିତ ହୋଇଆସୁଅଛି ।[୨]
ଅବସ୍ଥାନ
[ସମ୍ପାଦନା]ଏହା କଟକ ସହରରେ ଅବସ୍ଥିତ ।
ଆଧାର
[ସମ୍ପାଦନା]- ↑ Prosun Bhattacharya (2008). Groundwater for sustainable development: problems, perspectives and challenges. Taylor & Francis. p. 45. ISBN 9780415407762.
- ↑ Sharma, VikasFolk beats at Kathajodi fest. The Telegraph. April 4 , 2011