ସୁବର୍ଣ୍ଣରେଖା ନଦୀ

ଉଇକିପିଡ଼ିଆ‌ରୁ

ସୁବର୍ଣରେଖା ନଦୀ ପୂର୍ବ ଭାରତୀୟ ରାଜ୍ୟ ଝାରଖଣ୍ଡ , ଓଡ଼ିଶା ଓ ପଶ୍ଚିମ ବଙ୍ଗ ଦେଇ ପ୍ରବାହିତ ଏକ ଖରସ୍ରୋତା ନଦୀ । 

ଗତିପଥ [ସମ୍ପାଦନା]

ଝାରଖଣ୍ଡ ରାଜ୍ୟର ରାଜଧାନୀ ରାଞ୍ଚି ନିକଟସ୍ଥ ପିସକା/ନାଗରୀ ଅଞ୍ଚଳରୁ ବାହାରି ଥିବା ଏହି ନଦୀ ରାଞ୍ଚି , ସରେଇକେଲା , ଖରସୁଆ , ସିଂହ ଭୂମି ଜିଲ୍ଲା ଦେଇ ପଶ୍ଚି ବଙ୍ଗର ମେଦିନୀପୁରକୁ ପ୍ରବେଶ କରେ । ପଶ୍ଚିମ ବଙ୍ଗରେ ୮୩ କିଲୋମିଟର ପ୍ରବାହିତ ହେଲା ପରେ ଏହା ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ପ୍ରବେଶ କରି ୭୯ କିଲୋମିଟର ଯାତ୍ରା କରି ବଂଗୋପ ସାଗରରେ ବିଲୀନ ହୁଏ । ନଦୀର ସମୁଦାୟ ଦୈର୍ଘ୍ୟ ୩୯୫ କିଲୋମିଟର । (୨୪୫ ମାଇଲ ) 

ବହୁ ରାଜ୍ୟ ଦେଇ ଯାଇଥିବା ଅନେକ ନଦୀ ଅପେକ୍ଷ୍ୟା ସୁବର୍ଣରେଖାର ଜଳ ଆହରଣ ବେସିନ ଅଞ୍ଚଳ କମ ଥିବା ବେଳେ ଏହା ପ୍ରାୟ ୧୮,୯୫୧ ବର୍ଗକିଲୋମିଟର ପରିମିତ ଅଞ୍ଚଳର ବର୍ଷା ଜଳ ଧାରଣ କରେ । 

ଶାଖାନଦୀ [ସମ୍ପାଦନା]

ସୁବର୍ଣରେଖା ଓ ଖରଖାଇ ନଦୀର ଦୋମୁହାଣିଠାରେ ମାଛ ଧରା 

ଏହାର ମୁଖ୍ୟ ଉପନଦୀଗୁଡ଼ିକ ହେଲା ଖାରଖାଇ , ରୋରୋ ,କାଞ୍ଚି ,କାରୁ , ଚିଙ୍ଗୁରୁ ଗୁରମା , ସିଙ୍ଗଦୁବା , କୋଡିଆ ଖାଇଜୋରି ଆଦି । ସୁବର୍ଣରେଖା ଓ ଖାରଖାଇ ଜାମସେଦପୁର ନିକଟସ୍ଥ ସୋନାରୀଠାରେ ମିଲନ ହୁଅନ୍ତି । 

ହୁନ୍ଦୁରୁ ଜଳପ୍ରପାତ[ସମ୍ପାଦନା]

ହୁନ୍ଦୁରୁ ଜଳପ୍ରପାତ 

ବନ୍ୟା [ସମ୍ପାଦନା]

ସୁବର୍ଣରେଖା ବହୁମୂଖୀ ପ୍ରକଳ୍ପ [ସମ୍ପାଦନା]

ଗେଟଳସୁଦ ଜଳଭଣ୍ଡାରରେ ସୂର୍ଯ୍ୟାସ୍ତ
ଚାନ୍ଦିଳ ନଦୀବନ୍ଧ 


କୀର୍ତନିଆ ବନ୍ଦର [ସମ୍ପାଦନା]

କାଞ୍ଚି ନଦୀର ଦଶାମ ଜଳପ୍ରପାତ 

ସୁବରଣରେଖା ଉପରେ ଫିଲ୍ମ [ସମ୍ପାଦନା]

References[ସମ୍ପାଦନା]

ଆଧାର[ସମ୍ପାଦନା]

[୧] [୨] [୩] [୪] [୫]

  1. https://en.wikipedia.org/wiki/Subarnarekha_River
  2. http://www.compositerunoff.sr.unh.edu/html/Polygons/P2854020.html
  3. https://www.researchgate.net/figure/Location-map-of-study-area-showing-Subarnarekha-River-basin-in-India-entire-stretch-of_fig1_273389571
  4. https://www.telegraphindia.com/1130718/jsp/odisha/story_17128296.jsp
  5. http://www.thehindu.com/2000/11/26/stories/13260411.htm