କୁଶଭଦ୍ରା ନଦୀ
ଦେଖଣା

| କୁଶଭଦ୍ରା ନଦୀ | |
| ନଦୀ | |
| ଦେଶ | ଭାରତ |
|---|---|
| Parts | ଓଡ଼ିଶା |
| Administrative areas |
ଖୋର୍ଦ୍ଧା, ପୁରୀ ଜିଲ୍ଲା |
| Tributaries | |
| - right | ଧନୁଆ ନଦୀ |
| Cities | ବାଲିଅନ୍ତା, ନିମାପଡ଼ା, ଗୋପ |
| Source | |
| - location | ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା, ଭାରତ |
| Mouth | |
| - location | ରାମଚଣ୍ଡୀ ମନ୍ଦିର, ପୁରୀ, ତ୍ରିକୋଣଭୂମୀ, ଓଡ଼ିଶା, ଭାରତ |
| - elevation | ୦ m (୦ ft) |
| Length | ୭୦−୧୦୦ km (୮ mi) |
କୁଶଭଦ୍ରା ନଦୀ, ମହାନଦୀର ଶାଖା ନଦୀଗୁଡ଼ିକର ଜାଲ ମଧ୍ୟରୁ ଏକ ନଦୀ ଅଟେ । ବାଲିଅନ୍ତାଠାରେ କୁଆଖାଇ ନଦୀର ଏକ ଶାଖା ନଦୀ କୁଶଭଦ୍ରା ନଦୀର ରୂପ ନେଇଥାଏ । ନିମାପଡ଼ା ଏବଂ ଗୋପ ଦେଇ ଏହି ନଦୀ ୭୦-୧୦୦ କିଲୋମିଟର ଅତିକ୍ରମ କଲାପରେ ରାମଚଣ୍ଡୀ ମନ୍ଦିର ପାଖରେ ବଙ୍ଗୋପସାଗରରେ ଯାଇ ମିଶିଛି । ଏହି ମୁହାଣଟି ପୁରୀଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ଅବସ୍ଥିତ । [୧][୨]

ଧନୁଆ ନଦୀ ଏହାର ଏକ ଉପନଦୀ ଅଟେ ।