ଶଙ୍ଖ ନଦୀ
| ଶଙ୍ଖ ନଦୀ | |
ଶଙ୍ଖ ନଦୀ | |
| ଦେଶ | India |
|---|---|
| ରାଜ୍ୟ | Jharkhand, Chhattisgarh, Odisha |
| Landmarks | Sadni Falls, Mandira Dam |
| Source | Lupungpat village |
| - location | Gumla district, Jharkhand |
| - elevation | ୧,୦୦୦ m (୩,୨୮୧ ft) |
| - coordinates | IN 23°14′N 84°16′E / 23.233°N 84.267°E |
| Mouth | Confluence with Koel River to form Brahmani River |
| Length | ୨୪୦ km (୧୪୯ mi) |
ଶଙ୍ଖ ନଦୀ ପୂର୍ବ- ମଧ୍ୟ ଭାରତୀୟ ରାଜ୍ୟ ଝାରଖଣ୍ଡ , ଓଡ଼ିଶା ଓ ଛତିଶଗଡ଼ ମଧ୍ୟ ଦେଇ ପ୍ରବାହିତ ହୁଏ । ଏହା ମୂଳ ସ୍ରୋତରୁ ପ୍ରାୟ ୨୪୦ କିଲୋମିଟର ପ୍ରବାହିତ ହେଲା ପରେ ଏହା କୋଏଲ ନଦୀ ସହ ସମାର୍ଜିତ ହୋଇଯାଏ ।
ଗତିପଥ
[ସମ୍ପାଦନା]ଶଙ୍ଖ ନଦୀ ସମୁଦ୍ରପତ୍ତନଠାରୁ ୧,୦୦୦ ମିଟର ଉତ୍ଛରେ ଥିବା ଲୁପୁଙ୍ଗପାଟ ଗ୍ରାମ , ଯାହା ଝାରଖଣ୍ଡ ରାଜ୍ୟର ଗୁମଳା ଜିଲ୍ଲାରେ ଅବସ୍ଥିତ ,ରୁ ବାହାରି ସେହି ରାଜ୍ୟ ଦେଇ ୬୭.୫ କିଲୋମିଟର ଦୁରତ୍ୱା ଅତିକ୍ରମ କଳା ପରେ ନିକଟବର୍ତୀ ଛତିଶଗଡ଼ ରାଜ୍ୟରେ ପ୍ରବେଶ କରେ । ଏହା ଛତିଶଗଡ଼ରେ ୫୦ କିଲୋମିଟର ଗଲା ପରେ ପୁଣି ଝାରଖଣ୍ଡ ରାଜ୍ୟରେ ପ୍ରବେଶ କରେ । ସେହିଠାରୁ ରାଜ୍ୟରେ ୭୮ କିଲୋମିଟର ପ୍ରବାହିତ ହେଲା ପରେ ଏହା ଓଡ଼ିଶା ରାଜ୍ୟକୁ ପ୍ରବେଶ କରେ । ଓଡ଼ିଶାରେ ଶଙ୍ଖ ନଦୀ ୪୫ କିଲୋମିଟର ବହି ଯାଇ କୋଏଲ ନଦୀ ସହ ମିଳିତ ହେଇଥାଏ । .[୧] କୋଏଲ ଏବଂ ଶଙ୍ଖ ନଦୀ ରାଉରକେଲା ସହର ପାର୍ଶ୍ୱବର୍ତୀ ବେଦବ୍ୟାସଠାରେ ମିଳିତ ହେଲା ପରେ ତାହା ବ୍ରାହ୍ମଣୀ ନଦୀ ହେଇ ବହି ଯାଏ ।[୨]
ସାଦନୀ ପ୍ରପାତ
[ସମ୍ପାଦନା]ଶଙ୍ଖ ନଦୀରେ ଝାଡ଼ଖଣ୍ଡ ରାଜ୍ୟର ରାଞ୍ଚି ନିକଟରେ ଏକ ୨୦୦ ଫୁଟର ଜଳପ୍ରପାତ ସୃଷ୍ଟି ହେଇଥାଏ । ଏହାକୁ ସ୍କ୍ରାପ ପ୍ରପାତ କୁହା ଯାଏ । [୩]
ଆଧାର
[ସମ୍ପାଦନା]- ↑ Hydrology and Water Resources of India by Sharad K. Jain, Pushpendra K. Agarwal, Vijay P
- ↑ Physical Geography: Hydrosphere By K. Bharatdwaj. Google Books. Retrieved 2010-04-20.
- ↑ Physical Geography: Hydrosphere By K. Bharatdwaj. Google Books. Retrieved 2010-04-20.
| This article related to a river in India is a stub. You can help Wikipedia by expanding it. |