ଛାଞ୍ଚ:ପ୍ରସଙ୍ଗ ପଞ୍ଜିକା୧

ଉଇକିପିଡ଼ିଆ‌ରୁ


ମାର୍ଚ୍ଚ

ଜନ୍ମ

ମୃତ୍ୟୁ

  • ୧ – ଜୀବନାନନ୍ଦ ପାଣି, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନୀତ ଅନୁବାଦକ ଓ ଗୀତିକାର (ମୃତ୍ୟୁ: ୧୯୯୮)
  • ୪ – ଅଷ୍ଟାବଧାନୀ ଆଚାର୍ଯ୍ୟ ତାରିଣୀଚରଣ ପାତ୍ର, ଓଡ଼ିଶୀ ସଙ୍ଗୀତ ଗୁରୁ (ମୃତ୍ୟୁ: ୧୯୭୯)
  • ୫ – ରାଜକିଶୋର ପଟ୍ଟନାୟକ, ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ପ୍ରାପ୍ତ ଶାରଳା ପୁରସ୍କାର ସମ୍ମାନିତ ସାହିତ୍ୟିକ (ମୃତ୍ୟୁ: ୧୯୯୭)
  • – କର୍ମବୀର ଗୌରୀଶଙ୍କର ରାୟ, ଓଡ଼ିଆ ଭାଷା ଆନ୍ଦୋଳନକାରୀ, ଲେଖକ ଓ ପ୍ରକାଶକ (ମୃତ୍ୟୁ: ୧୯୧୭)
  • ୭ – କାନନ ମିଶ୍ର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଅନୁବାଦକ (ମୃତ୍ୟୁ୨୦୧୫)
  • ୧୦ – ଶତ୍ରୁଘ୍ନ ନାଥ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ (ମୃତ୍ୟୁ୨୦୦୬)
  • ୧୨ – ଜଗନ୍ନାଥ ମହାନ୍ତି, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଶିଶୁ ସାହିତ୍ୟିକ (ମୃତ୍ୟୁ୨୦୧୧)
  • ୧୫ମାଳତୀ ଚୌଧୁରୀ, ଯମୁନାଲାଲ ବଜାଜ ପୁରସ୍କାର ପ୍ରାପ୍ତ ସ୍ଵାଧୀନତା ସଂଗ୍ରାମୀ (ମୃତ୍ୟୁ: ୧୯୯୮)
  • ୧୫ – ଗଙ୍ଗାଧର ରଥ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଜୀବନୀ ଲେଖକ (ମୃତ୍ୟୁ: ୨୦୦୮)
  • ୧୬ – ଆଦିଗୁରୁ ମଉଡ଼ମଣି ସିଂହାରୀ ଶ୍ୟାମସୁନ୍ଦର କର, ଓଡ଼ିଶୀ ସଙ୍ଗୀତ ଗୁରୁ (ମୃତ୍ୟୁ: ୧୯୭୫)
  • ୧୮ – ଶରତ କୁମାର ମହାନ୍ତି, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ (ମୃତ୍ୟୁ: ୨୦୦୬)
  • ୧୯ଶଶି ଭୂଷଣ ରଥ, ପ୍ରଥମ ଓଡ଼ିଆ ଦୈନିକ ଖବରକାଗଜ 'ଆଶା'ର ପ୍ରକାଶକ (ମୃତ୍ୟୁ: ୧୯୪୩)
  • ୨୯ – ଶହୀଦ ଲକ୍ଷ୍ମଣ ନାୟକ, ସ୍ଵାଧୀନତା ସଂଗ୍ରାମୀ (ମୃତ୍ୟୁ: ୧୯୪୩)
  • ୨୮ – କାଶୀନାଥ ପୂଜାପଣ୍ଡା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଓଡ଼ିଶୀ ସଙ୍ଗୀତଜ୍ଞ ଓ ଗୁରୁ (ମୃତ୍ୟୁ: ୨୦୦୯)
  • ୨୯ – ବସନ୍ତ କୁମାରୀ ପଟ୍ଟନାୟକ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନୀତ ସାହିତ୍ୟିକା (ମୃତ୍ୟୁ: ୨୦୧୩)