ରାଧାକୃଷ୍ଣ ପାତ୍ର
Jump to navigation
Jump to search
ରାଧାକୃଷ୍ଣ ପାତ୍ର | |
---|---|
ମୁଖ୍ୟ ବିଚାରପତି, ସିକିମ ଉଚ୍ଚ ନ୍ୟାୟାଳୟ | |
In office ୯ ଜୁଲାଇ ୨୦୦୩ – ୨୩ ନଭେମ୍ବର ୨୦୦୪ | |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୪ ନଭେମ୍ବର ୧୯୪୨[୧] ରାଜୁସାହି, ନବରଙ୍ଗପୁର, ଓଡ଼ିଶା |
ମୃତ୍ୟୁ | ୨୮ ଜାନୁଆରୀ ୨୦୧୫ କଟକ | (ବୟସ ୭୨)
ଜାତୀୟତା | ଭାରତୀୟ |
ଶିକ୍ଷା | ବି.ଏ., ଏଲ.ଏଲ.ବି.[୨] |
ରାଧାକୃଷ୍ଣ ପାତ୍ର (୨୪ ନଭେମ୍ବର ୧୯୪୨[୩] - ୨୮ ଜାନୁଆରୀ ୨୦୧୫), ଓଡ଼ିଶା ଏବଂ ସିକିମ ଉଚ୍ଚ ନ୍ୟାୟାଳୟର ଅବସର ପ୍ରାପ୍ତ ମୁଖ୍ୟ ବିଚାରପତି ଥିଲେ । ସେ, ୧୯୯୨ ଜୁନ ୨୨ରୁ ୨୦୦୩ ଜୁଲାଇ ୮ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏବଂ ୨୦୦୩ ଜୁଲାଇ ୯ରୁ ୨୦୦୪ ନଭେମ୍ବର ୨୩ରେ ନିଜ ଅବସର ସମୟ ପର୍ଯ୍ୟନ୍ତ ସିକିମ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବରେ କାର୍ଯ୍ୟ କରିଥିଲେ । ଏହା ପରେ, ସେ ଓଡ଼ିଶା ମାନବିକ ଅଧିକାର ଆୟୋଗ [୪] ତଥା ଓଡ଼ିଶା ରାଜ୍ୟ ଗ୍ରାହକ ଅଧିକାର ସୁରକ୍ଷା ଆୟୋଗ(State Consumer Disputes Redressal Commission) ଅଧ୍ୟକ୍ଷ ରୂପେ ମଧ୍ୟ କାର୍ଯ୍ୟ କରିଥିଲେ । [୫][୬] ୨୦୧୩ ଜୁଲାଇ ୯ରେ ସେ ଓଡ଼ିଶାରେ ଘଟିଥିବା ଚିଟଫଣ୍ଡ ଦୁର୍ନୀତିର ତଦନ୍ତ ପାଇଁ ଗଠିତ ବିଚାର ବିଭାଗୀୟ କମିଶନର ଭାବରେ ଓଡ଼ିଶା ସରକାରଙ୍କଦ୍ୱାରା ନିଯୁକ୍ତ ହୋଇଥିଲେ ।[୭] ଉତ୍କଳ ବିଶ୍ୱବିଦ୍ୟାଳୟ ତରଫରୁ ଜଷ୍ଟିସ ପାତ୍ରଙ୍କୁ ଡକ୍ଟରେଟ ସମ୍ମାନ ପ୍ରଦାନ କରାଯାଇଛି ।[୮][୯][୧୦]
ଆଧାର[ସମ୍ପାଦନା]
- ↑ "Included content". highcourtofsikkim.nic.in. Retrieved 22 April 2013.
Born on November 24, 1942.
- ↑ "SHRI JUSTICE RADHA KRISHNA PATRA". ncdrc.nic.in. 2006. Retrieved 22 April 2013.
Qualification: B.A.,LL.B.
- ↑ "Hon'ble Mr. Justice Radha Kirshna Patra". Orissa High Court. Retrieved 17 January 2021.
- ↑ http://as1.ori.nic.in/ohrc/join.aspx
- ↑ http://www.thehindu.com/todays-paper/tp-national/tp-otherstates/patra-state-hr-panel-chief/article1171058.ece
- ↑ http://www.orissadiary.com/CurrentNews.asp?id=37858
- ↑ ଧରିତ୍ରୀ ୨୯/୦୧/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩
- ↑ http://www.thehindu.com/todays-paper/tp-national/tp-otherstates/varsities-should-make-efforts-to-meet-global-standards-pranab/article4656313.ece
- ↑ http://newindianexpress.com/states/odisha/Chaos-rules-at-rehearsal-for-45th-Utkal-University-convocation/2013/04/25/article1560413.ece
- ↑ http://www.orissadiary.com/CurrentNews.asp?id=40883