Jump to content

ଜୟ ଜଗନ୍ନାଥ

ଉଇକିପିଡ଼ିଆ‌ରୁ
ଜୟ ଜଗନ୍ନାଥ
ନିର୍ଦ୍ଦେଶକସବ୍ୟସାଚୀ ମହାପାତ୍ର
ପ୍ରଯୋଜକବି. ଚିଣ୍ଟୁ ମହାପାତ୍ର
ସଂଳାପରଜନୀ ରଞ୍ଜନ[]
ଚିତ୍ରନାଟ୍ୟସବ୍ୟସାଚୀ ମହାପାତ୍ର
କଳାକାରଶ୍ରୀତମ ଦାସ, ଜ୍ୟୋତି ମିଶ୍ର, ପିଣ୍ଟୁ ନନ୍ଦ, ସାଧୁ ମେହେର, ଗୁନା ମହାପାତ୍ର, ଶରତ ପୂଜାରୀ
ବର୍ଣ୍ଣନାଅନୁରାଗ ଶର୍ମା
ସଙ୍ଗୀତଅକ୍ଷୟ ମହାନ୍ତି
ଚିତ୍ରଗ୍ରହଣନିରଞ୍ଜନ ଦାସ, ସଞ୍ଜୟ ଧରଙ୍କର
ସମ୍ପାଦକରାଜେନ୍ଦ୍ର ମହାପାତ୍ର
ମୁକ୍ତିଲାଭ ତାରିଖ
୧୩ ଜୁଲାଇ ୨୦୦୭
କଥାଚିତ୍ରର ସମୟ
୧୨୭ ମିନଟ
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୨୮କୋଟି

ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶନାରେ[] ନିର୍ମିତ ବହୁଭାଷି କଥାଚିତ୍ର ଜୟ ଜଗନ୍ନାଥ ୨୦୦୭ ମସିହା ରଥଯାତ୍ରା ଅବସରରେ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ରଟି ଓଡ଼ିଆହିନ୍ଦୀ ଭାଷାରେ ତିଆରି କରାଯାଇଥିଲା । ପରେ ଏହାକୁ ଇଂରାଜୀ ସମେତ ୧୩ଟି ଆଞ୍ଚଳିକ ଭାଷାରେ ଅନୁଦିତ କରାଯାଇ ଥିଲା ।[][]

ସାରା°ଶ

[ସମ୍ପାଦନା]

ଏହି ଚଳଚ୍ଚିତ୍ର ପୁରାତନ ଗ୍ରନ୍ଥ ଲକ୍ଷ୍ମୀ ପୁରାଣ ଉପରେ ଆଧାରିତ । ସେହି ସମୟରେ ଅଛୁଆଁ ଲୋକମାନେ ଭଗବାନଙ୍କୁ ପୂଜା, ପ୍ରାର୍ଥନା କିମ୍ବା ଜଣାଣ କରିବାର ଅନୁମତି ନ ଥିଲା । ଶ୍ରିୟା, ଏହି ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ର, ପୂଜା କରିବା ପାଇଁ ଚେଷ୍ଟା କରୁଛି ଆଉ ମାତା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରୁଛି । ପ୍ରଭୁ ଜଗନ୍ନାଥ ବଡ଼ ଭାଇ ବଳଭଦ୍ରଙ୍କ କଥା ମାନି ମାତାଙ୍କୁ ଘରୁ ବିତାଡିତ କରୁଛନ୍ତି ।

ଅଭିନୟ

[ସମ୍ପାଦନା]

ଗୀତ ଓ ସଙ୍ଗୀତ

[ସମ୍ପାଦନା]

ପୁରସ୍କାର

[ସମ୍ପାଦନା]

ସ୍ୱତନ୍ତ୍ର ଜୁରୀ ଓ ଶ୍ରେଷ୍ଠ ସମ୍ପାଦକ ପାଇଁ ଏହି ଚଳଚ୍ଚିତ୍ରକୁ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା ।[]

  1. "ରଜନୀଙ୍କ ଶତକୀୟ ପାଳି". ସମ୍ବାଦ. No. ରବିବାର. 24 September 2023. p. 8. Archived from the original on 28 September 2023. Retrieved 28 September 2023.
  2. "ଏହି ପପୁଲାର ନିର୍ଦ୍ଦେଶକଙ୍କ ସହ କାମ କରିନାହାନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ". OdishaLIVE. 31 May 2018. Archived from the original on 27 March 2020. Retrieved 27 August 2018.
  3. "୧୦ଟି ଭାଷାରେ ଓଏ ଅଞ୍ଜଳି". ସମ୍ବାଦ (ରବିବାର). 26 February 2023. p. 8. Archived from the original on 20 March 2023. Retrieved 20 March 2023.
  4. "Oriya film 'Jai Jagannath' creates history - Bollywood News". Bharatwaves.com. Archived from the original on 2011-07-23. Retrieved 23 January 2016.
  5. "Sisir Mishra and Surendra Sahoo are recipients of Jayadev Puraskar "Jai Jagannath" gets the special jury award". Hinduonnet.com. 2008-02-26. Archived from the original on 2013-01-25. Retrieved 23 January 2016.

ବାହାର ତଥ୍ୟ

[ସମ୍ପାଦନା]