Jump to content

"ପଞ୍ଜୁରୀ ଭିତରେ ଶାରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେNo edit summary
ଟିକେNo edit summary
୧ କ ଧାଡ଼ି: ୧ କ ଧାଡ଼ି:
{{ଛୋଟ|Panjuri Bhitare Sari}}
{{Infobox film
{{Infobox film
| name = ପଞ୍ଜୁରୀ ଭିତରେ ଶାରୀ
| name = ପଞ୍ଜୁରୀ ଭିତରେ ଶାରୀ
୧୮ କ ଧାଡ଼ି: ୧୯ କ ଧାଡ଼ି:
| studio =
| studio =
| distributor =
| distributor =
| released = ୧୯୯୨
| released = ୪ ଜୁନ ୧୯୯୨
| runtime = ୧୫୭ ମିନିଟ
| runtime = ୧୫୭ ମିନିଟ
| country = {{flag|ଭାରତ}}
| country = {{flag|ଭାରତ}}
୨୬ କ ଧାଡ଼ି: ୨୭ କ ଧାଡ଼ି:
}}
}}


'''ପଞ୍ଜୁରୀ ଭିତରେ ଶାରୀ''', ୧୯୯୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ରବି ସ୍ୱାଇଁ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ । ଗୋପାଳ ଦେ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅବତାର ସିଂହ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
'''ପଞ୍ଜୁରୀ ଭିତରେ ଶାରୀ''', ୧୯୯୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।<ref>{{cite news |title=ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ |accessdate=9 August 2018 |work=ସିନେ ସମ୍ବାଦ |date=2 August 1997}}</ref> ରବି ସ୍ୱାଇଁ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ । ଗୋପାଳ ଦେ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅବତାର ସିଂହ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।<ref>{{cite news |title=Ollywood Release – Odia Movies Mun Khanti Odia Jhia & Bhairab - EnewsOdia.Com |url=https://enewsodia.com/ollywood-release-odia-movies-mun-khanti-odia-jhia-bhairab/ |accessdate=16 January 2019 |work=https://enewsodia.com/ |publisher=E News ଓଡ଼ିଆ |date=8 September 2017 |archiveurl=http://www.webcitation.org/75TPYkudu |archivedate=16 January 2019 |location=Odisha}}</ref><ref>{{cite web |title=Ollywood Diary |url=http://www.ollywooddiary.com/movies_details.php?id=628 |website=www.ollywooddiary.com |accessdate=16 January 2019}}</ref> ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।


ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବିଜୟ ମହାନ୍ତି, ତନ୍ଦ୍ରା ରାୟ, ମିହିର ଦାସ ଓ ଅପରାଜିତା ମହାନ୍ତି । ହର ପଟ୍ଟନାୟକ, ଦେବୁ ବୋଷ, ଜୟୀରାମ ସାମଲ, କୁନି ମିଶ୍ର, କାନ୍ତ ସିଂହ, ଜୟୀରାମ ସାମଲ, ଗୀତା ଦତ୍ତ, ବ୍ୟୋମକେଶ ତ୍ରିପାଠୀ, ବ୍ରଜ ସିଂହ, ସଞ୍ଜୟ ନାୟକ, ଲିପ୍ସା, ନମ୍ରତା ଦାସ, କ୍ରିଷ୍ଣା ଦାସ, ବୈରାଗୀ ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବିଜୟ ମହାନ୍ତି, ତନ୍ଦ୍ରା ରାୟ, ମିହିର ଦାସ ଓ ଅପରାଜିତା ମହାନ୍ତି । ହର ପଟ୍ଟନାୟକ, ଦେବୁ ବୋଷ, ଜୟୀରାମ ସାମଲ, କୁନି ମିଶ୍ର, କାନ୍ତ ସିଂହ, ଜୟୀରାମ ସାମଲ, ଗୀତା ଦତ୍ତ, ବ୍ୟୋମକେଶ ତ୍ରିପାଠୀ, ବ୍ରଜ ସିଂହ, ସଞ୍ଜୟ ନାୟକ, ଲିପ୍ସା, ନମ୍ରତା ଦାସ, କ୍ରିଷ୍ଣା ଦାସ, ବୈରାଗୀ ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

୨୨:୫୮, ୧୬ ଜାନୁଆରୀ ୨୦୧୯ ଅନୁସାରେ କରାଯାଇଥିବା ବଦଳ

ପଞ୍ଜୁରୀ ଭିତରେ ଶାରୀ
ନିର୍ଦ୍ଦେଶକଅବତାର ସିଂହ
ପ୍ରଯୋଜକରବି ସ୍ୱାଇଁ
ସଂଳାପଗୋପାଳ ଦେ
ଚିତ୍ରନାଟ୍ୟଅବତାର ସିଂହ
କାହାଣୀରବି ସ୍ୱାଇଁ
କଳାକାରବିଜୟ ମହାନ୍ତି
ତନ୍ଦ୍ରା ରାୟ
ମିହିର ଦାସ
ଅପରାଜିତା ମହାନ୍ତି
ହର ପଟ୍ଟନାୟକ
ଦେବୁ ବୋଷ
ଜୟୀରାମ ସାମଲ
ସଙ୍ଗୀତସ୍ୱରୂପ ନାୟକ
ଚିତ୍ରଗ୍ରହଣଶାମ୍ବା ଶିବା ରାଓ
ସମ୍ପାଦକଦେବେନ ମିଶ୍ର
ମୁକ୍ତିଲାଭ ତାରିଖ
୪ ଜୁନ ୧୯୯୨
କଥାଚିତ୍ରର ସମୟ
୧୫୭ ମିନିଟ
ଦେଶ ଭାରତ
ଭାଷାଓଡ଼ିଆ

ପଞ୍ଜୁରୀ ଭିତରେ ଶାରୀ, ୧୯୯୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[] ରବି ସ୍ୱାଇଁ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ । ଗୋପାଳ ଦେ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅବତାର ସିଂହ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[][] ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବିଜୟ ମହାନ୍ତି, ତନ୍ଦ୍ରା ରାୟ, ମିହିର ଦାସ ଓ ଅପରାଜିତା ମହାନ୍ତି । ହର ପଟ୍ଟନାୟକ, ଦେବୁ ବୋଷ, ଜୟୀରାମ ସାମଲ, କୁନି ମିଶ୍ର, କାନ୍ତ ସିଂହ, ଜୟୀରାମ ସାମଲ, ଗୀତା ଦତ୍ତ, ବ୍ୟୋମକେଶ ତ୍ରିପାଠୀ, ବ୍ରଜ ସିଂହ, ସଞ୍ଜୟ ନାୟକ, ଲିପ୍ସା, ନମ୍ରତା ଦାସ, କ୍ରିଷ୍ଣା ଦାସ, ବୈରାଗୀ ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସ୍ୱରୂପ ନାୟକ । ଅଲେଖ ବିଶ୍ୱାଳ, ସତ୍ୟ ମହାନ୍ତି, ସ୍ୱରୂପ ନାୟକ, ଶ୍ରୀକାନ୍ତ ପରିଡ଼ା ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ତୃପ୍ତି ଦାସ, ଶ୍ରୀକାନ୍ତ ଦାସ, ଗୀତା ଦାଶ, ଦୀପ୍ତି ମହାନ୍ତି, ଦେବାଶିଷ ମହାପାତ୍ର, ମହମ୍ମଦ ସାଜିଦ୍ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତସମୟ
1."ହେ ବିଶ୍ୱପ୍ରାଣ ତୋ ପାଇଁ ଆମ ଏ ଜୀବନ" 
2."ନେଇଯିବ ତୋତେ ପାଲିଙ୍କି" 
3."ଗୋଟେ ଥିଲା ଶାରୀ ଶାରୀ ନୁହେଁ ଲାଲ ପରି" 
4."ପଞ୍ଜୁରୀ ଭିତରେ ଶାରୀ" 
5."ଯାଉଛି ଗୁଣ୍ଠୁଣି ହାତୀ" 

ଆଧାର

  1. "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ". ସିନେ ସମ୍ବାଦ. 2 August 1997. {{cite news}}: |access-date= requires |url= (help)
  2. "Ollywood Release – Odia Movies Mun Khanti Odia Jhia & Bhairab - EnewsOdia.Com". https://enewsodia.com/. Odisha: E News ଓଡ଼ିଆ. 8 September 2017. Archived from the original on 16 January 2019. Retrieved 16 January 2019. {{cite news}}: External link in |work= (help)
  3. "Ollywood Diary". www.ollywooddiary.com. Retrieved 16 January 2019.

ବାହାର ଆଧାର