ପଞ୍ଜୁରୀ ଭିତରେ ଶାରୀ

ଉଇକିପିଡ଼ିଆ‌ରୁ
(Panjuri Bhitare Sariରୁ ଲେଉଟି ଆସିଛି)
ପଞ୍ଜୁରୀ ଭିତରେ ଶାରୀ
ନିର୍ଦ୍ଦେଶକଅବତାର ସିଂହ
ପ୍ରଯୋଜକରବି ସ୍ୱାଇଁ
ସଂଳାପଗୋପାଳ ଦେ
ଚିତ୍ରନାଟ୍ୟଅବତାର ସିଂହ
କାହାଣୀରବି ସ୍ୱାଇଁ
କଳାକାରବିଜୟ ମହାନ୍ତି
ତନ୍ଦ୍ରା ରାୟ
ମିହିର ଦାସ
ଅପରାଜିତା ମହାନ୍ତି
ହର ପଟ୍ଟନାୟକ
ଦେବୁ ବୋଷ
ଜୟୀରାମ ସାମଲ
ସଙ୍ଗୀତସ୍ୱରୂପ ନାୟକ
ଚିତ୍ରଗ୍ରହଣଶାମ୍ବା ଶିବା ରାଓ
ସମ୍ପାଦକଦେବେନ ମିଶ୍ର[୧][୨]
ମୁକ୍ତିଲାଭ ତାରିଖ
୪ ଜୁନ ୧୯୯୨
କଥାଚିତ୍ରର ସମୟ
୧୫୭ ମିନିଟ
ଦେଶ ଭାରତ
ଭାଷାଓଡ଼ିଆ

ପଞ୍ଜୁରୀ ଭିତରେ ଶାରୀ, ୧୯୯୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୩] ରବି ସ୍ୱାଇଁ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ । ଗୋପାଳ ଦେ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅବତାର ସିଂହ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୪][୫] ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବିଜୟ ମହାନ୍ତି, ତନ୍ଦ୍ରା ରାୟ, ମିହିର ଦାସ ଓ ଅପରାଜିତା ମହାନ୍ତି । ହର ପଟ୍ଟନାୟକ, ଦେବୁ ବୋଷ, ଜୟୀରାମ ସାମଲ, କୁନି ମିଶ୍ର, କାନ୍ତ ସିଂହ, ଜୟୀରାମ ସାମଲ, ଗୀତା ଦତ୍ତ, ବ୍ୟୋମକେଶ ତ୍ରିପାଠୀ, ବ୍ରଜ ସିଂହ, ସଞ୍ଜୟ ନାୟକ, ଲିପ୍ସା, ନମ୍ରତା ଦାସ, କ୍ରିଷ୍ଣା ଦାସ, ବୈରାଗୀ ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସ୍ୱରୂପ ନାୟକ । ଅଲେଖ ବିଶ୍ୱାଳ, ସତ୍ୟ ମହାନ୍ତି, ସ୍ୱରୂପ ନାୟକ, ଶ୍ରୀକାନ୍ତ ପରିଡ଼ା ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ତୃପ୍ତି ଦାସ, ଶ୍ରୀକାନ୍ତ ଦାସ, ଗୀତା ଦାଶ, ଦୀପ୍ତି ମହାନ୍ତି, ଦେବାଶିଷ ମହାପାତ୍ର, ମହମ୍ମଦ ସାଜିଦ୍ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ହେ ବିଶ୍ୱପ୍ରାଣ ତୋ ପାଇଁ ଆମ ଏ ଜୀବନ" 
2."ନେଇଯିବ ତୋତେ ପାଲିଙ୍କି" 
3."ଗୋଟେ ଥିଲା ଶାରୀ ଶାରୀ ନୁହେଁ ଲାଲ ପରି" 
4."ପଞ୍ଜୁରୀ ଭିତରେ ଶାରୀ" 
5."ଯାଉଛି ଗୁଣ୍ଠୁଣି ହାତୀ" 

ଆଧାର[ସମ୍ପାଦନା]

  1. "ଖ୍ୟାତନାମା ଚଳଚ୍ଚିତ୍ର ସମ୍ପାଦକ ଦେବେନ ମିଶ୍ରଙ୍କ ପରଲୋକ | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 16 August 2020. Archived from the original on 3 July 2022. Retrieved 16 August 2020.
  2. "ଫିଲ୍ମ ଏଡିଟର ଦେବେନ ମିଶ୍ରଙ୍କ ପରଲୋକ". Odisha Reporter. ଭୁବନେଶ୍ୱର. 16 August 2020. Archived from the original on 3 July 2022. Retrieved 9 September 2020.
  3. "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.
  4. "Ollywood Release – Odia Movies Mun Khanti Odia Jhia & Bhairab - EnewsOdia.Com". enewsodia.com/. Odisha: E News ଓଡ଼ିଆ. 8 September 2017. Archived from the original on 23 June 2019. Retrieved 16 January 2019.
  5. "Ollywood Diary". www.ollywooddiary.com. Retrieved 16 January 2019.

ବାହାର ଆଧାର[ସମ୍ପାଦନା]