"ମୁକ୍ତି ତୀର୍ଥ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Hellohappy (ଆଲୋଚନା | ଅବଦାନ) ଆଧାର |
|||
୨୯ କ ଧାଡ଼ି: | ୨୯ କ ଧାଡ଼ି: | ||
'''ମୁକ୍ତି ତୀର୍ଥ''', ୧୯୯୨ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଗୋପାଳଚନ୍ଦ୍ର ସାହୁ ଏବଂ ହରେନ୍ଦ୍ର ସାହୁ । ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ହିମାଂଶୁ ଦାସ ଏହି କଥାଚିତ୍ରଟିର କାହଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । |
'''ମୁକ୍ତି ତୀର୍ଥ''', ୧୯୯୨ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଗୋପାଳଚନ୍ଦ୍ର ସାହୁ ଏବଂ ହରେନ୍ଦ୍ର ସାହୁ । ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ହିମାଂଶୁ ଦାସ ଏହି କଥାଚିତ୍ରଟିର କାହଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । |
||
ଅସୀମ ବସୁ, ଇସା ବେବର୍ତ୍ତ, ଅନୀଲ ଚାଟାର୍ଜୀ, ଅନୀତା ଦାସ, ହିମାଂଶୁ ଦାସ, ରିଙ୍କୁ ଦତ୍ତ, ଅଜିତ କର, କୁନି ମିଶ୍ର, ଉତ୍ତମ ମହାନ୍ତି, ଦେବିକା ମୁଖାର୍ଜୀ, ରାଧା ପଣ୍ଡା, ହର ପଟ୍ଟନାୟକ, ଶରତ ପୂଜାରୀ, ମହାଶ୍ୱେତା ରାୟ, ଜୟୀରାମ ସାମଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । |
ଅସୀମ ବସୁ,<ref>http://www.odishanewstimes.com/2017/02/01/veteran-artiste-asim-basu-passed-away/</ref> ଇସା ବେବର୍ତ୍ତ, ଅନୀଲ ଚାଟାର୍ଜୀ, ଅନୀତା ଦାସ, ହିମାଂଶୁ ଦାସ, ରିଙ୍କୁ ଦତ୍ତ, ଅଜିତ କର, କୁନି ମିଶ୍ର, ଉତ୍ତମ ମହାନ୍ତି, ଦେବିକା ମୁଖାର୍ଜୀ, ରାଧା ପଣ୍ଡା, ହର ପଟ୍ଟନାୟକ, ଶରତ ପୂଜାରୀ, ମହାଶ୍ୱେତା ରାୟ, ଜୟୀରାମ ସାମଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।<ref name="III2015">{{cite book|author=Harris M. Lentz III|title=Obituaries in the Performing Arts, 2014|url=https://books.google.com/books?id=pV9iCQAAQBAJ&pg=PA278|date=30 April 2015|publisher=McFarland|isbn=978-1-4766-1961-3|pages=278–}}</ref> |
||
==ଅଭିନୟ== |
==ଅଭିନୟ== |
||
୫୧ କ ଧାଡ଼ି: | ୫୧ କ ଧାଡ଼ି: | ||
==ଗୀତ ଏବଂ ସଙ୍ଗୀତ== |
==ଗୀତ ଏବଂ ସଙ୍ଗୀତ== |
||
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ [[ଶାନ୍ତନୁ ମହାପାତ୍ର]] । [[ଦେବଦାସ ଛୋଟରାୟ]], [[ଶୀର୍ଷାନନ୍ଦ ଦାସ କାନୁନ୍ଗୋ]], ବନବିହାରୀ ପଣ୍ଡା ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସୁବାଷ ଦାସ, ଲୋପିତା ମିଶ୍ର, ଦେବାଶିଷ ମହାପାତ୍ର, ଅନୁରାଧା ପଢ଼ୁଆଲ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ । |
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ [[ଶାନ୍ତନୁ ମହାପାତ୍ର]] । [[ଦେବଦାସ ଛୋଟରାୟ]], [[ଶୀର୍ଷାନନ୍ଦ ଦାସ କାନୁନ୍ଗୋ]], [[ଗୁରୁକୃଷ୍ଣ ଗୋସ୍ଵାମୀ]]<ref>{{cite news|title=ବ୍ୟକ୍ତିତ୍ୱ|url=http://odishanewsnitidin.com/index.php?ID=20&PubId=4&schedule=2018-04-14&PageId=36076&PageNum=9|accessdate=18 April 2018|newspaper=ନିତିଦିନ ୧୪/୦୪/୨୦୧୮ ପୃଷ୍ଠା ୯}}</ref> ବନବିହାରୀ ପଣ୍ଡା ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସୁବାଷ ଦାସ, ଲୋପିତା ମିଶ୍ର, ଦେବାଶିଷ ମହାପାତ୍ର, ଅନୁରାଧା ପଢ଼ୁଆଲ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।<ref>https://www.telegraphindia.com/1140603/jsp/odisha/story_18471720.jsp</ref> |
||
===ଗୀତ=== |
===ଗୀତ=== |
୧୨:୧୧, ୯ ଜୁଲାଇ ୨୦୧୮ ଅନୁସାରେ କରାଯାଇଥିବା ବଦଳ
ମୁକ୍ତି ତୀର୍ଥ | |
---|---|
ନିର୍ଦ୍ଦେଶକ | ହିମାଂଶୁ ଦାସ |
ପ୍ରଯୋଜକ | ଗୋପାଳଚନ୍ଦ୍ର ସାହୁ ହରେନ୍ଦ୍ର ସାହୁ |
ସଂଳାପ | (ସଂଳାପ): ସୁବୋଧ ପଟ୍ଟନାୟକ |
ଚିତ୍ରନାଟ୍ୟ | ହିମାଂଶୁ ଦାସ |
କାହାଣୀ | ହିମାଂଶୁ ଦାସ |
କଳାକାର | ଅସୀମ ବସୁ ଉତ୍ତମ ମହାନ୍ତି ମହାଶ୍ୱେତା ରାୟ ଅନୀତା ଦାସ ହର ପଟ୍ଟନାୟକ |
ସଙ୍ଗୀତ | ଶାନ୍ତନୁ ମହାପାତ୍ର |
ଚିତ୍ରଗ୍ରହଣ | ରଞ୍ଜନ କିନାଗୀ |
ସମ୍ପାଦକ | ରବି ପଟ୍ଟନାୟକ |
ମୁକ୍ତିଲାଭ ତାରିଖ | ୫ ମାର୍ଚ୍ଚ ୧୯୯୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ମୁକ୍ତି ତୀର୍ଥ, ୧୯୯୨ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଗୋପାଳଚନ୍ଦ୍ର ସାହୁ ଏବଂ ହରେନ୍ଦ୍ର ସାହୁ । ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ହିମାଂଶୁ ଦାସ ଏହି କଥାଚିତ୍ରଟିର କାହଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
ଅସୀମ ବସୁ,[୧] ଇସା ବେବର୍ତ୍ତ, ଅନୀଲ ଚାଟାର୍ଜୀ, ଅନୀତା ଦାସ, ହିମାଂଶୁ ଦାସ, ରିଙ୍କୁ ଦତ୍ତ, ଅଜିତ କର, କୁନି ମିଶ୍ର, ଉତ୍ତମ ମହାନ୍ତି, ଦେବିକା ମୁଖାର୍ଜୀ, ରାଧା ପଣ୍ଡା, ହର ପଟ୍ଟନାୟକ, ଶରତ ପୂଜାରୀ, ମହାଶ୍ୱେତା ରାୟ, ଜୟୀରାମ ସାମଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨]
ଅଭିନୟ
- ଅସୀମ ବସୁ
- ଇସା ବେବର୍ତ୍ତ
- ଅନୀଲ ଚାଟାର୍ଜୀ
- ଅନୀତା ଦାସ
- ହିମାଂଶୁ ଦାସ
- ରିଙ୍କୁ ଦତ୍ତ
- ଅଜିତ କର
- କୁନି ମିଶ୍ର
- ଉତ୍ତମ ମହାନ୍ତି
- ଦେବିକା ମୁଖାର୍ଜୀ
- ରାଧା ପଣ୍ଡା
- ହର ପଟ୍ଟନାୟକ
- ଶରତ ପୂଜାରୀ
- ମହାଶ୍ୱେତା ରାୟ
- ଜୟୀରାମ ସାମଲ
କାହାଣୀ
ଗୀତ ଏବଂ ସଙ୍ଗୀତ
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତନୁ ମହାପାତ୍ର । ଦେବଦାସ ଛୋଟରାୟ, ଶୀର୍ଷାନନ୍ଦ ଦାସ କାନୁନ୍ଗୋ, ଗୁରୁକୃଷ୍ଣ ଗୋସ୍ଵାମୀ[୩] ବନବିହାରୀ ପଣ୍ଡା ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସୁବାଷ ଦାସ, ଲୋପିତା ମିଶ୍ର, ଦେବାଶିଷ ମହାପାତ୍ର, ଅନୁରାଧା ପଢ଼ୁଆଲ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୪]
ଗୀତ
କ୍ରମ | ଗୀତ | ସମୟ |
---|
ଆଧାର
- ↑ http://www.odishanewstimes.com/2017/02/01/veteran-artiste-asim-basu-passed-away/
- ↑ Harris M. Lentz III (30 April 2015). Obituaries in the Performing Arts, 2014. McFarland. pp. 278–. ISBN 978-1-4766-1961-3.
- ↑ "ବ୍ୟକ୍ତିତ୍ୱ". ନିତିଦିନ ୧୪/୦୪/୨୦୧୮ ପୃଷ୍ଠା ୯. Retrieved 18 April 2018.
- ↑ https://www.telegraphindia.com/1140603/jsp/odisha/story_18471720.jsp
ବାହାର ଆଧାର
ଇଣ୍ଟରନେଟ ମୁଭି ଡାଟାବେସରେ ମୁକ୍ତି ତୀର୍ଥ