Jump to content

ମୁକ୍ତି ତୀର୍ଥ

ଉଇକିପିଡ଼ିଆ‌ରୁ
ମୁକ୍ତି ତୀର୍ଥ
ନିର୍ଦ୍ଦେଶକହିମାଂଶୁ ଦାସ
ପ୍ରଯୋଜକଗୋପାଳଚନ୍ଦ୍ର ସାହୁ
ହରେନ୍ଦ୍ର ସାହୁ
ସଂଳାପସୁବୋଧ ପଟ୍ଟନାୟକ
ଚିତ୍ରନାଟ୍ୟହିମାଂଶୁ ଦାସ
କାହାଣୀହିମାଂଶୁ ଦାସ
କଳାକାରଅସୀମ ବସୁ
ଉତ୍ତମ ମହାନ୍ତି
ମହାଶ୍ୱେତା ରାୟ
ଅନୀତା ଦାସ
ହର ପଟ୍ଟନାୟକ
ସଙ୍ଗୀତଶାନ୍ତନୁ ମହାପାତ୍ର
ଚିତ୍ରଗ୍ରହଣରଞ୍ଜନ କିନାଗୀ
ସମ୍ପାଦକରବି ଶଙ୍କର ପଟ୍ଟନାୟକ
ମୁକ୍ତିଲାଭ ତାରିଖ
୫ ମାର୍ଚ୍ଚ ୧୯୯୨
ଦେଶ ଭାରତ
ଭାଷାଓଡ଼ିଆ

ମୁକ୍ତି ତୀର୍ଥ, ୧୯୯୨ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଗୋପାଳଚନ୍ଦ୍ର ସାହୁ ଏବଂ ହରେନ୍ଦ୍ର ସାହୁ । ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ହିମାଂଶୁ ଦାସ ଏହି କଥାଚିତ୍ରଟିର କାହଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଅସୀମ ବସୁ,[] ଇସା ବେବର୍ତ୍ତ, ଅନୀଲ ଚାଟାର୍ଜୀ, ଅନୀତା ଦାସ, ହିମାଂଶୁ ଦାସ, ରିଙ୍କୁ ଦତ୍ତ, ଅଜିତ କର, କୁନି ମିଶ୍ର, ଉତ୍ତମ ମହାନ୍ତି, ଦେବିକା ମୁଖାର୍ଜୀ, ରାଧା ପଣ୍ଡା, ହର ପଟ୍ଟନାୟକ, ଶରତ ପୂଜାରୀ, ମହାଶ୍ୱେତା ରାୟ, ଜୟୀରାମ ସାମଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[]

ଅଭିନୟ

[ସମ୍ପାଦନା]

କାହାଣୀ

[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତନୁ ମହାପାତ୍ରଦେବଦାସ ଛୋଟରାୟ, ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ, ଗୁରୁକୃଷ୍ଣ ଗୋସ୍ୱାମୀ[] ବନବିହାରୀ ପଣ୍ଡା ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସୁବାଷ ଦାସ, ଲୋପିତା ମିଶ୍ର, ଦେବାଶିଷ ମହାପାତ୍ର, ଅନୁରାଧା ପୌଡ଼ୱାଲ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[]

କ୍ରମଗୀତସମୟ
  1. "ଆର୍କାଇଭ୍ କପି". Archived from the original on 2021-09-24. Retrieved 2018-07-09. {{cite web}}: Cite has empty unknown parameter: |1= (help)
  2. Harris M. Lentz III (30 April 2015). Obituaries in the Performing Arts, 2014. McFarland. pp. 278–. ISBN 978-1-4766-1961-3.
  3. "ବ୍ୟକ୍ତିତ୍ୱ". ନିତିଦିନ ୧୪/୦୪/୨୦୧୮ ପୃଷ୍ଠା ୯. Retrieved 18 April 2018.[permanent dead link]
  4. https://www.telegraphindia.com/1140603/jsp/odisha/story_18471720.jsp

ବାହାର ଆଧାର

[ସମ୍ପାଦନା]