ସୁଶ୍ରୀ ଦେବୀ
Appearance
ସୁଶ୍ରୀ ଦେବୀ | |
---|---|
ସଭ୍ୟ: ରାଜ୍ୟ ସଭା | |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୦ ଅକ୍ଟୋବର ୧୯୫୦ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ଶରତ କୁମାର ଦେବ |
ସନ୍ତାନ | ପ୍ରତାପ କେଶରୀ ଦେବ |
ଶ୍ରୀମତୀ ସୁଶ୍ରୀ ଦେବୀ (ଜନ୍ମ: ୧୦ ଅକ୍ଟୋବର ୧୯୫୦) ବିଜୁ ଜନତା ଦଳର ଜଣେ ରାଜନୀତିଜ୍ଞ ଓ ଓଡ଼ିଶାକୁ ପ୍ରତିନିଧିତ୍ୱ କରୁଥିବା ରାଜ୍ୟସଭାର ଜଣେ ସଦସ୍ୟ ।[୧]
ଆଦ୍ୟ ଜୀବନ
[ସମ୍ପାଦନା]ରାଜନୈତିକ ଜୀବନ
[ସମ୍ପାଦନା]- ୧୯୭୧ରେ ସେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ[୨] ।
- ମଇ ୨୦୦୨ରେ ଶିଳ୍ପ କମିଟିର ସଦସ୍ୟ ଥିଲେ ।
- ଅଗଷ୍ଟ ୨୦୦୨ରେ ଜଳ ସମ୍ପଦ ମନ୍ତ୍ରଣାଳୟର କନସଲଟେଟିଭ କମିଟିର ସଦସ୍ୟ ଥିଲେ ।
- ତିନି ବର୍ଷ ପର୍ଯ୍ୟନ୍ତ ଲିଫ୍ଟ୍ ଇରିଗେସନ୍ କର୍ପୋରେସନ, ଓଡ଼ିଶାର ଡିରେକ୍ଟର ଥିଲେ ।
- ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚ ମାଧ୍ଧ୍ୟମିକ ଶିକ୍ଷା ବିଭାଗରେ ସଦସ୍ୟ ଥିଲେ ।
- ଚାରି ବର୍ଷ ପର୍ଯ୍ୟନ୍ତ ଟିଏସି ଓଡ଼ିଶାରେ ସଦସ୍ୟ ଥିଲେ ।
- ଚାରି ବର୍ଷ ପର୍ଯ୍ୟନ୍ତ କନସଲଟେଟିଭ୍ ଜଳସେଚନ କମିଟିର ସଦସ୍ୟ ଥିଲେ ।
- ଦୁଇ ବର୍ଷ ପର୍ଯ୍ୟନ୍ତ ଶ୍ରୀ ବିହାର ସଂସ୍କୃତ ବିଶ୍ୱବିଦ୍ୟାଳୱ, ପୁରୀ ସହ ଜଡ଼ିତ ଥିଲେ ।
- ପୂର୍ବରୁ ଜନତା ଦଳ ସହ ଜଡ଼ିତ ଥିଲେ
ଆଧାର
[ସମ୍ପାଦନା]- ↑ "Sushree Devi". Archived from the original on 20 September 2022. Retrieved 17 February 2018.
{{cite web}}
: Text "MLA Profile AUL CONSTITUENCY Reservation Type:- General Tenth Assembly (03/03/1990-15/03/1995)" ignored (help) - ↑ "Sushree Devi". Archived from the original on 20 September 2022. Retrieved 22 February 2018.
{{cite web}}
: Text "MLA Profile AUL CONSTITUENCY Reservation Type:- General Tenth Assembly (03/03/1990-15/03/1995)" ignored (help)
ବାହ୍ୟ ଆଧାର
[ସମ୍ପାଦନା]- Profile on Rajya Sabha website Archived 2007-09-30 at the Wayback Machine.