ସୁଶ୍ରୀ ଦେବୀ

ଉଇକିପିଡ଼ିଆ‌ରୁ
ସୁଶ୍ରୀ ଦେବୀ
ସଭ୍ୟ: ରାଜ୍ୟ ସଭା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1950-10-10) ୧୦ ଅକ୍ଟୋବର ୧୯୫୦ (ବୟସ ୭୩)
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀଶରତ କୁମାର ଦେବ
ସନ୍ତାନପ୍ରତାପ କେଶରୀ ଦେବ

ଶ୍ରୀମତୀ ସୁଶ୍ରୀ ଦେବୀ (ଜନ୍ମ: ୧୦ ଅକ୍ଟୋବର ୧୯୫୦) ବିଜୁ ଜନତା ଦଳର ଜଣେ ରାଜନୀତିଜ୍ଞ ଓ ଓଡ଼ିଶାକୁ ପ୍ରତିନିଧିତ୍ୱ କରୁଥିବା ରାଜ୍ୟସଭାର ଜଣେ ସଦସ୍ୟ ।[୧]

ଆଦ୍ୟ ଜୀବନ[ସମ୍ପାଦନା]

ରାଜନୈତିକ ଜୀବନ[ସମ୍ପାଦନା]

  • ୧୯୭୧ରେ ସେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ[୨]
  • ମଇ ୨୦୦୨ରେ ଶିଳ୍ପ କମିଟିର ସଦସ୍ୟ ଥିଲେ ।
  • ଅଗଷ୍ଟ ୨୦୦୨ରେ ଜଳ ସମ୍ପଦ ମନ୍ତ୍ରଣାଳୟର କନସଲଟେଟିଭ କମିଟିର ସଦସ୍ୟ ଥିଲେ ।
  • ତିନି ବର୍ଷ ପର୍ଯ୍ୟନ୍ତ ଲିଫ୍ଟ୍ ଇରିଗେସନ୍ କର୍ପୋରେସନ, ଓଡ଼ିଶାର ଡିରେକ୍ଟର ଥିଲେ ।
  • ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚ ମାଧ୍ଧ୍ୟମିକ ଶିକ୍ଷା ବିଭାଗରେ ସଦସ୍ୟ ଥିଲେ ।
  • ଚାରି ବର୍ଷ ପର୍ଯ୍ୟନ୍ତ ଟିଏସି ଓଡ଼ିଶାରେ ସଦସ୍ୟ ଥିଲେ ।
  • ଚାରି ବର୍ଷ ପର୍ଯ୍ୟନ୍ତ କନସଲଟେଟିଭ୍ ଜଳସେଚନ କମିଟିର ସଦସ୍ୟ ଥିଲେ ।
  • ଦୁଇ ବର୍ଷ ପର୍ଯ୍ୟନ୍ତ ଶ୍ରୀ ବିହାର ସଂସ୍କୃତ ବିଶ୍ୱବିଦ୍ୟାଳୱ, ପୁରୀ ସହ ଜଡ଼ିତ ଥିଲେ ।
  • ପୂର୍ବରୁ ଜନତା ଦଳ ସହ ଜଡ଼ିତ ଥିଲେ

ଆଧାର[ସମ୍ପାଦନା]

  1. "Sushree Devi". Archived from the original on 20 September 2022. Retrieved 17 February 2018. {{cite web}}: Text "MLA Profile AUL CONSTITUENCY Reservation Type:- General Tenth Assembly (03/03/1990-15/03/1995)" ignored (help)
  2. "Sushree Devi". Archived from the original on 20 September 2022. Retrieved 22 February 2018. {{cite web}}: Text "MLA Profile AUL CONSTITUENCY Reservation Type:- General Tenth Assembly (03/03/1990-15/03/1995)" ignored (help)

ବାହ୍ୟ ଆଧାର[ସମ୍ପାଦନା]