ଛଉ ନାଚ
ଦେଖଣା
ଛଉ | |
---|---|
ମାଧ୍ୟମ | ଗୀତ-ନାଟ |
ପ୍ରକାର | ମୟୂରଭଞ୍ଜ (ଓଡ଼ିଶା), ପୁରୁଲିଆ (ପଶ୍ଚିମବଙ୍ଗ), ଷଢ଼େଇକଳା (ଝାଡ଼ଖଣ୍ଡ) |
ସଂସ୍କୃତି | ଓଡ଼ିଆ ଚଳଣି |
ସୃଷ୍ଟି | ଓଡ଼ିଶା, ଭାରତ |
ସମୟ କାଳ | ମଧ୍ୟଯୁଗ |
ଛଉ ନାଚ (ଛଉ ନାଟ) ଏକ ଯୁଦ୍ଧଭିତ୍ତିକ ଭାରତୀୟ ନାଟ ଯାହା ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରୁ ଜନ୍ମଲାଭ କରିଛି ।[୧]
ପ୍ରକାର
[ସମ୍ପାଦନା]ଏହା ମୁଖ୍ୟତଃ ତିନି ପ୍ରକାରର:
- ମୟୂରଭଞ୍ଜ ଛଉ
- ଏହା ମୟୂରଭଞ୍ଜରୁ ଜନ୍ମଲାଭ କରିଛି । ଏଥିରେ ନାଟ ସାଙ୍ଗରେ ତୁରୀ, ମାଦଳ ଓ ଅନ୍ୟାନ୍ୟ ବାଦ୍ୟ ଯନ୍ତ୍ରର ବାଦନକରି ନାଚମାଧ୍ୟମରେ ଯୁଦ୍ଧର ବର୍ଣ୍ଣନା କରାଯାଇଥାଏ ।
- ଷଢ଼େଇକଳା ଛଉ
- ପୁରୁଲିଆ ଛଉ
- ଏହା ପଶ୍ଚିମବଙ୍ଗର ପୁରୁଲିଆଠାରେ ଦେଖିବାକୁ ମିଳେ ।
ଛଉ ଶବ୍ଦର ଜନ୍ମ
[ସମ୍ପାଦନା]ଓଡ଼ିଆ ଭାଷାର ସାହିତ୍ୟିକ ଓ ଗବେଷକ ସୀତାକାନ୍ତ ମହାପାତ୍ରଙ୍କ ଅନୁସାରେ "ଛଉ" ଶବ୍ଦ ଓଡ଼ିଆ ଶବ୍ଦ "ଛାଉଣି"ରୁ ଆସିଅଛି ଯାହାର ଅର୍ଥ ସେନାଛାଉଣି ଓ ଏହା ରାଜାରାଜୁଡ଼ା ସମୟର ସେନାମାନଙ୍କ ଯୁଦ୍ଧକଳାରୁ ଜନ୍ମ ନେଇଛି।[୧][୨]
ଛଉ ନୃତ୍ୟରେ ପୁରସ୍କାରପ୍ରାପ୍ତ ବ୍ୟକ୍ତି ଗଣ
[ସମ୍ପାଦନା]ପଦ୍ମଶ୍ରୀ ପୁରସ୍କାର
[ସମ୍ପାଦନା]- ପଣ୍ଡିତ ଗୋପାଳ ପ୍ରସାଦ ଦୁବେ (୨୦୧୧)(ଝାରଖଣ୍ଡ)
- ମକର ଧ୍ୱଜ ଦାରୋଗା (୨୦୧୧) (ଝାଡ଼ଖଣ୍ଡ)
ସଂଗୀତ ନାଟକ ଏକାଡେମୀ ପୁରସ୍କାର
[ସମ୍ପାଦନା]- ସୁଧେନ୍ଦ୍ର ନାରାୟଣ ସିଂଦେଓ (୧୯୬୩) (ଷଢେଈକଳା ଛଉ)
- ଅନନ୍ତ ଚରଣ ସାଈ (୧୯୭୧)(ମୟୂରଭଞ ଛଉ)
- କୃଷ୍ଣ ଚନ୍ଦ୍ର ନାୟକ (୧୯୭୫) (ମୟୂରଭଞ ଛଉ)
- କେଦାରନାଥ ସାହୁ (୧୯୮୧) (ଷଢେଈକଳା ଛଉ)
- ଗମ୍ଭୀର ସିଂ ମୁରା (୧୯୮୨) (ପୁରୁଲିଆ ଛଉ)
- ମଦନ ମୋହନ ଲେଂକା (୧୯୮୭)(ମୟୂରଭଞ ଛଉ)
- ଶ୍ରୀ ହରି ନାୟକ (୧୯୮୮)(ମୟୂରଭଞ ଛଉ)
- ବିକ୍ରମ କୁମ୍ଭକାର (୧୯୯୦) (ମୟୂରଭଞ ଛଉ)
- ଚନ୍ଦ୍ର୍ ଶେଖର ଭଞ(୧୯୯୧)(ମୟୂରଭଞ ଛଉ)
- ଶଶଧର ଆଚାର୍ଯ୍ୟ (୨୦୦୪) (ଷଢେଇକଳା ଛଉ)[୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Claus, p. 109
- ↑ "The Chhau". Seraikela-Kharsawan district official website. Retrieved 2009-03-15.
- ↑ "Sangeet Natak Akademi Puraskar (Akademi Awards): Music (Vocal)". ସଂଗୀତ ନାଟକ ଅକାଦେମୀ. Retrieved 3 November 2013.