ଢଣକୋଇଲା

ଉଇକିପିଡ଼ିଆ‌ରୁ
ବିଖ୍ୟାତ ଗୁରୁ ସୀମାଞ୍ଚଳ ନାହାକଙ୍କଦ୍ୱାରା ଢଣକୋଇଲା ବା ଓଷାକୋଠି ପରିବେଷଣ

ଏହା ବର୍ତ୍ତମାନ ଗାଁ ଗଣ୍ଡାରେ କାଁ ଭାଁ ଦେଖିବାକୁ ମିଳୁଥିବା ଏକ ଲୋକ ସଂସ୍କୃତି । ଶୀତ ରାତିରେ ନିପଟ ମଫସଲ ଗାଁ ଦାଣ୍ଡରେ ଜଣେ ମାତ୍ର କଳାକାର ଏକ ମାଟି ହାଣ୍ଡି ଉପରେ କୁଲା ଓ କଣ୍ଟା ବାଉଁଶରେ ନିର୍ମିତ ଦନ୍ତୁରିତ ଧନୁକୁ ରଖି ପ୍ରସ୍ତୁତ କରିଥାଏ ବାଦ୍ୟଯନ୍ତ୍ର । ଏହି ବାଦ୍ୟଯନ୍ତ୍ରର ସଙ୍ଗୀତ ମୂର୍ଚ୍ଛନାର ତାଳେ ତାଳେ କଳାକାର ଜଣକ ଟୀକା ଗୋବିନ୍ଦ ଚନ୍ଦ୍ର ଓ ତଅପୋଇ ଗୀତ ଗାଇ ଆହୁରି ଶାନ୍ତ କରିଦିଏ ପଲ୍ଲୀ ରାତିକୁ । ଏହା ପ୍ରଥମେ କନ୍ଧମାଳ ଜିଲ୍ଲାର ଅନୁସୂଚୀତ ଜନଜାତିର ଲୋକେ ଜଙ୍ଗଲକୁ ଶିକାର କରିଯିବାରୁ ଆରମ୍ଭ ହେଇଥିଲା ।[୧]

ଆଧାର[ସମ୍ପାଦନା]

  1. "An effort to revive traditional folk dances". The Hindu. Retrieved 22 December 2016.