ଅକ୍ଷି ତୃତୀୟା
ଅକ୍ଷିତୃତୀୟା | |
---|---|
ନିର୍ଦ୍ଦେଶକ | ବାବୁଲାଲ ଦୋଶୀ, ସୁଶିଲ ମୂଖାର୍ଜୀ |
ପ୍ରଯୋଜକ | ବାବୁଲାଲ ଦୋଶୀ[୧] |
ଚିତ୍ରନାଟ୍ୟ | କାର୍ତ୍ତିକ ଚନ୍ଦ୍ର ରଥ |
କଳାକାର | ଉତ୍ତମ ମହାନ୍ତି, ମହାଶ୍ୱେତା ରାୟ, ରାଧା ପଣ୍ଡା, ଦୀପା ସାହୁ |
ସଙ୍ଗୀତ | ରାଖାଲ ମହାନ୍ତି |
ମୁକ୍ତିଲାଭ ତାରିଖ | ୨୩ ଜାନୁଆରୀ ୧୯୮୧[୨] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୨୧ଲକ୍ଷ ୧୦ହଜାର |
ଅକ୍ଷି ତୃତୀୟା ୧୯୮୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବାବୁଲାଲ ଦୋଶୀ । କାର୍ତ୍ତିକ ଚନ୍ଦ୍ର ରଥ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ । ବାବୁଲାଲ ଦୋଶୀ ଓ ସୁଶିଲ ମୂଖାର୍ଜୀଙ୍କ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୩] ଏହି ଚଳଚ୍ଚିତ୍ରଟି ଛାୟାବାଣୀ ପ୍ରତିଷ୍ଠାନଦ୍ୱାରା ନିର୍ମାଣ କରାଯାଇଥିଲା ।[୪][୫] ସଙ୍ଗୀତକାର ରାଖାଲ ମହାନ୍ତି ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଶରତ ପୂଜାରୀ, ଉତ୍ତମ ମହାନ୍ତି, ମହାଶ୍ୱେତା ରାୟ, ନିରଞ୍ଜନ, ରାଧା ପଣ୍ଡା, ପ୍ରଶାନ୍ତି, ଦୀପା ସାହୁ, ଅନିତା ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୬]
ଅଭିନୟ
[ସମ୍ପାଦନା]- ଶରତ ପୂଜାରୀ[୭]
- ଉତ୍ତମ ମହାନ୍ତି
- ମହାଶ୍ୱେତା ରାୟ
- ନିରଞ୍ଜନ
- ରାଧା ପଣ୍ଡା
- ପ୍ରଶାନ୍ତି
- ଦୀପା ସାହୁ
- ଅନିତା ଦାସ[୮]
ଗୀତ ଓ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ରାଖାଲ ମହାନ୍ତି । ଶିବବ୍ରତ ଦାସ, ବୈକୁଣ୍ଠନାଥ ମହାନ୍ତି, ନିଜାମ, କାର୍ତ୍ତିକ ଚନ୍ଦ୍ର ରଥ, ନନ୍ଦ କିଶୋର ସିଂହ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଶ୍ରୀକାନ୍ତ ଦାସ, ସୁବାସ ଦାସ, ନିଳୀମା ମିଶ୍ର, ଗୀତା ପଟ୍ଟନାୟକ, ପ୍ରଣବ ପଟ୍ଟନାୟକ, ତାନସେନ ସିଂହ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଆଧାର
[ସମ୍ପାଦନା]- ↑ Ashish Rajadhyaksha; Paul Willemen (10 July 2014). Encyclopedia of Indian Cinema. Taylor & Francis. pp. 17–. ISBN 978-1-135-94325-7.
- ↑ "ଅକ୍ଷି ତୃତୀୟା". ନଜର୍ (ନିତିଦିନ). Retrieved 27 February 2017.[permanent dead link]
- ↑ "ଅତୀତରୁ". ସମ୍ବାଦ. No. ଭୁବନେଶ୍ୱର. 3 November 2022. p. ୧୫. Archived from the original on 3 November 2022. Retrieved 3 November 2022.
- ↑ Kala Vikash Kendra, Cuttack (1988). Journal.
- ↑ Orissa reference: glimpses of Orissa (in ଇଂରାଜୀ). TechnoCAD Systems. 2001. Retrieved 21 September 2018.
- ↑ "ଅତୀତରୁ". ଧରିତ୍ରୀ. 23 June 2022. p. ୧୩. Archived from the original on 23 June 2022. Retrieved 23 June 2022.
- ↑ "ଆର୍କାଇଭ୍ କପି". Archived from the original on 2015-09-24. Retrieved 2016-01-11.
{{cite web}}
: Cite has empty unknown parameter:|1=
(help) - ↑ "ଏହି ଅଧୁରା ସ୍ୱପ୍ନ ଛାଡି ଚାଲିଗଲେ ଅନୀତା ଦାସ". sambad.in. 12 May 2018. Retrieved 6 June 2018.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଅକ୍ଷି ତୃତୀୟା