Jump to content

ମମତା ମହନ୍ତ

ଉଇକିପିଡ଼ିଆ‌ରୁ
(Mamata Mohantaରୁ ଲେଉଟି ଆସିଛି)
ମମତା ମହନ୍ତ
ସାଂସଦ: ରାଜ୍ୟ ସଭା
କାର୍ଯ୍ୟକାଳ
ଅପ୍ରେଲ ୨୦୨୦ – ୩୧ ଜୁଲାଇ ୨୦୨୪
ନିର୍ବାଚନ ମଣ୍ଡଳୀଓଡ଼ିଶା
ବ୍ୟକ୍ତିଗତ ସବିଶେଷ
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ବିଜୁ ଜନତା ଦଳ (ଇସ୍ତଫା: ୩୧ ଜୁଲାଇ ୨୦୨୪)
ଜୀବନ ସାଥୀବିଜୟ କୁମାର ମହନ୍ତ[]
ବୃତ୍ତିରାଜନୀତିଜ୍ଞ

ମମତା ମହନ୍ତ ଜଣେ ଭାରତୀୟ ରାଜନୀତିଜ୍ଞା । ସେ ବିଜୁ ଜନତା ଦଳର ସଦସ୍ୟ ଭାବରେ ଭାରତୀୟ ସଂସଦର ଉପର ସଦନରେ ରାଜ୍ୟ ସଭାର ସାଂସଦ ଭାବରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିଥିଲେ । ୩୧ ଜୁଲାଇ ୨୦୨୪ରେ, ସେ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ ।[] ୨୦୨୦ ମସିହାରେ ଓଡ଼ିଶାରେ ୪ ଗୋଟି ରାଜ୍ୟ ସଭା ଆସନ ପାଇଁ ହୋଇଥିବା ନିର୍ବାଚନରେ ସେ ଚାରିଜଣ ପ୍ରାର୍ଥୀଙ୍କ ମଧ୍ୟରୁ ରଜ୍ୟ ସଭାକୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ ।[][][]

ରାଜନୈତିକ ଜୀବନ

[ସମ୍ପାଦନା]

ମମତା ମହନ୍ତ ୨୦୧୨ ମସିହାରେ ରାଜନୀତିରେ ଯୋଗ ଦେଇଥିଲେ । ୨୦୨୪ ମସିହା ଯାଏଁ, ସେ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିଲେ ।[] ରାଜନୀତିର ଆରମ୍ଭରୁ, ସେ ତୃଣମୂଳ ସ୍ତରରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ୨୦୧୨ ମସିହାରେ ବିଶୋଇ ବ୍ଲକ୍‌ର ୩୪ ନମ୍ବର ଜୋନ୍‌ରୁ ଜିଲ୍ଲା ପରିଷଦ ସଦସ୍ୟା ଭାବେ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ମହିଳା ମୋର୍ଚ୍ଚା ସଭାପତି କରାଯାଇଥିଲା ।[] ୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜୁ ଜନତା ଦଳ ପାଇଁ ତାଙ୍କର କୁଦୁମୀ ଆଦିବାସୀ ସମ୍ପ୍ରଦାୟର ଭୋଟ୍ ସଂଗ୍ରହର ମୂଳଭାର ଗ୍ରହଣ କରିଥିଲେ ।[]

  1. "Mamata Mohanta(BJD):(ORISSA) - Affidavit Information of Candidate:". myneta.info. Retrieved 5 September 2021.
  2. Otv, News Desk. "ବିଜେଡି ଛାଡ଼ିଲେ, ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ". ବିଜେଡି ଛାଡ଼ିଲେ, ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ. Retrieved 2024-07-31.
  3. "4 BJD Candidates Set To Be Elected Unopposed To RS". Republic World. 14 March 2020. Retrieved 14 March 2020.
  4. "4 BJD candidates set to be elected unopposed to RS". Outlook. 13 March 2020. Retrieved 14 March 2020.
  5. "ବିଜେଡିର ରାଜ୍ୟସଭା ପ୍ରାର୍ଥୀ : ସୁବାସ ସିଂ, ମୁନ୍ନା ଖାଁ, ମମତା ମହନ୍ତ ଓ ସୁଜିତ କୁମାରଙ୍କ ନାଁରେ ନବୀନଙ୍କ ମୋହର". Prameyanews7. 7 March 2020. Retrieved 5 September 2021.
  6. "Odisha MP Mamata Mohanta quits BJD, resigns from Rajya Sabha seat | Sambad English" (in ଆମେରିକୀୟ ଇଂରାଜୀ). 2024-07-31. Retrieved 2024-07-31.
  7. "କାର୍ଯ୍ୟକାଳ ସରିବା ପୂର୍ବରୁ ଇସ୍ତଫା ଦେଲେ ରାଜ୍ୟସଭା ସାଂସଦ ମମତା ମହାନ୍ତ". Sambad (in ଆମେରିକୀୟ ଇଂରାଜୀ). 2024-07-31. Retrieved 2024-07-31.
  8. "Women, Kudumi community top on Mamata's agenda". The New Indian Express. 8 March 2020. Retrieved 5 September 2021.