ମମତା ମହନ୍ତ

ଉଇକିପିଡ଼ିଆ‌ରୁ
ମମତା ମହନ୍ତ
ସାଂସଦ: ରାଜ୍ୟ ସଭା
କାର୍ଯ୍ୟକାଳ
୨୦୨୦ – ଏବେଯାଏଁ
ନିର୍ବାଚନ ମଣ୍ଡଳୀଓଡ଼ିଶା
ବ୍ୟକ୍ତିଗତ ସବିଶେଷ
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀବିଜୟ କୁମାର ମହନ୍ତ[୧]
ବୃତ୍ତିରାଜନୀତିଜ୍ଞ

ମମତା ମହନ୍ତ ଜଣେ ଭାରତୀୟ ରାଜନୀତିଜ୍ଞା । ସେ ବିଜୁ ଜନତା ଦଳର ସଦସ୍ୟ ଭାବରେ ଭାରତୀୟ ସଂସଦର ଉପର ସଦନରେ ରାଜ୍ୟ ସଭାର ସାଂସଦ ଭାବରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଛନ୍ତି ।

୨୦୨୦ ମସିହାରେ ଓଡ଼ିଶାରେ ୪ ଗୋଟି ରାଜ୍ୟ ସଭା ଆସନ ପାଇଁ ହୋଇଥିବା ନିର୍ବାଚନରେ ସେ ଚାରିଜଣ ପ୍ରାର୍ଥୀଙ୍କ ମଧ୍ୟରୁ ରଜ୍ୟ ସଭାକୁ ବିନା ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ । [୨][୩][୪]

ରାଜନୈତିକ ଜୀବନ[ସମ୍ପାଦନା]

ମମତା ମହନ୍ତ ୨୦୧୨ ମସିହାରେ ରାଜନୀତିରେ ଯୋଗ ଦେଇଥିଲେ । ସେ ତୃଣମୂଳ ସ୍ତରରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜୁ ଜନତା ଦଳ ପାଇଁ ତାଙ୍କର କୁଦୁମୀ ଆଦିବାସୀ ସମ୍ପ୍ରଦାୟର ଭୋଟ୍ ସଂଗ୍ରହର ମୂଳଭାର ଗ୍ରହଣ କରିଥିଲେ ।[୫]

ଆଧାର[ସମ୍ପାଦନା]

  1. "Mamata Mohanta(BJD):(ORISSA) - Affidavit Information of Candidate:". myneta.info. Retrieved 5 September 2021.
  2. "4 BJD Candidates Set To Be Elected Unopposed To RS". Republic World. 14 March 2020. Retrieved 14 March 2020.
  3. "4 BJD candidates set to be elected unopposed to RS". Outlook. 13 March 2020. Retrieved 14 March 2020.
  4. "ବିଜେଡିର ରାଜ୍ୟସଭା ପ୍ରାର୍ଥୀ : ସୁବାସ ସିଂ, ମୁନ୍ନା ଖାଁ, ମମତା ମହନ୍ତ ଓ ସୁଜିତ କୁମାରଙ୍କ ନାଁରେ ନବୀନଙ୍କ ମୋହର". Prameyanews7. 7 March 2020. Retrieved 5 September 2021.
  5. "Women, Kudumi community top on Mamata's agenda". The New Indian Express. 8 March 2020. Retrieved 5 September 2021.