କଳ୍ପତରୁ ଦାସ
ଦେଖଣା
(Kalpataru Dasରୁ ଲେଉଟି ଆସିଛି)
କଳ୍ପତରୁ ଦାସ | |
|---|---|
| ସଦସ୍ୟ: ରାଜ୍ୟ ସଭା | |
| କାର୍ଯ୍ୟକାଳ ୩ ଅପ୍ରେଲ ୨୦୧୪ – ୨୫ ଜୁଲାଇ ୨୦୧୫ | |
| ସଦସ୍ୟ: ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୯୫ – ୨୦୧୪ | |
| ପୂର୍ବ ଅଧିକାରୀ | ଗୁରୁଚରଣ ତିକାୟତ |
| ପର ଅଧିକାରୀ | ପ୍ରଣବ କୁମାର ବଳବନ୍ତରାୟ |
| ନିର୍ବାଚନ ମଣ୍ଡଳୀ | ଧର୍ମଶାଳା |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୭ ଫେବୃଆରୀ ୧୯୪୮
ଭୋଟକା, ଯାଜପୁର, ଓଡ଼ିଶା, ଭାରତ |
| ମୃତ୍ୟୁ | ୨୫ ଜୁଲାଇ ୨୦୧୫ (ବୟସ ୬୭) ଦିଲ୍ଲୀ, ଭାରତ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ବିଜୁ ଜନତା ଦଳ(୧୯୯୭-୨୦୧୫) |
| ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଜନତା ଦଳ (୧୯୭୭-୧୯୮୦,୧୯୮୫-୧୯୯୭), ଭାଜପା (୧୯୮୦-୧୯୮୫) |
| ଜୀବନ ସାଥୀ | ପ୍ରତିମା ଦାସ |
| ସନ୍ତାନ | ୩ ପୁଅ |
| ବୃତ୍ତି | ରାଜନେତା |
କଳ୍ପତରୁ ଦାସ (୭ ଫେବୃଆରୀ ୧୯୪୮ - ୨୫ ଜୁଲାଇ ୨୦୧୫)[୨][୩][୪] ଜଣେ ପୂର୍ବତନ ଭାରତୀୟ ରାଜନେତା । ସେ ମୃତ୍ୟୁ ପୂର୍ବରୁ ବିଜୁ ଜନତା ଦଳର ସଦସ୍ୟ ଥିଲେ । କଳ୍ପତରୁ ୧୯୯୫ ମସିହାରେ ଯାଜପୁର ଜିଲ୍ଲାର ଧର୍ମଶାଳା ବିଧାସଭା ମଣ୍ଡଳୀରୁ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ୧୯୯୫ରୁ ୨୦୧୪ ଯାଏଁ ବିଧାନ ସଭାର ସଦସ୍ୟ ଥିଲେ ।
୨ ଅଗଷ୍ଟ ୨୦୧୨ରେ କଳ୍ପତରୁ ପଞ୍ଚାୟତିରାଜ ମନ୍ତ୍ରୀ ହୋଇଥିଲେ ।[୫] ୩ ଅପ୍ରେଲ ୨୦୧୪ରୁ ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଓଡ଼ିଶାରୁ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ ।[୬][୭] କଳ୍ପତରୁ ପଞ୍ଚାୟତରାଜ ବିଭାଗ ସହିତ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।[୮] ୨୫ ଜୁଲାଇ ୨୦୧୫ରେ ୬୭ ବର୍ଷ ବୟସରେ କଳ୍ପତରୁ ପ୍ରାଣ ହରାଇଥିଲେ ।[୯] ଯାଜପୁର ଜିଲ୍ଲାରେ ତାଙ୍କ ନିର୍ବାଚନ ମଣ୍ଡଳୀର କୁଆଖିଆ ତହସିଲ ଅନ୍ତର୍ଗତ ଭୋଟକାଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ।[୧୦][୧୧]
ଆଧାର
[ସମ୍ପାଦନା]- ↑ "Kalpataru Das Biography". elections.in. Retrieved 28 July 2015.
- ↑ Odisha: Kalpataru Das cremated with full state honour"Archived copy". Archived from the original on 5 ଅଗଷ୍ଟ 2016. Retrieved 31 ମଇ 2016.
{{cite web}}: CS1 maint: archived copy as title (link) - ↑ Rajya Sabha member Kalpataru Das dead[୧]
- ↑ "Rajya Sabha member Kalpataru Das dies". IndiaToday.in. Retrieved 25 July 2015.
- ↑ "2.1 lakh houses completely damaged in cyclone, floods: State Panchayati Raj Minister Kalpataru Das". Daily News and Analysis. 10 December 2013. Retrieved 18 February 2014.
- ↑ "Orissa Assembly Election 2009 - Constituency: Dharmasala". Archived from the original on 21 February 2014. Retrieved 18 February 2014.
- ↑ "Ghadei, Kalpataru Das: It's all in their families". Indian Express. 15 April 2009. Archived from the original on 3 March 2014. Retrieved 18 February 2014.
- ↑ "BJD leaders hit streets". The Telegraph (Calcutta).
- ↑ "Rajya Sabha member Kalpataru Das dies". IndiaToday.in. Retrieved 25 July 2015.
- ↑ BJD MLA Pranab Balabantaray[୨]
- ↑ Bhotaka village[୩]