ହେମନ୍ତ କୁମାର ଦାସ

ଉଇକିପିଡ଼ିଆ‌ରୁ
(Hemant Kumar Dasରୁ ଲେଉଟି ଆସିଛି)
ହେମନ୍ତ କୁମାର ଦାସ
Born
ହେମନ୍ତ କୁମାର ଦାସ

(1937-02-08)୮ ଫେବୃଆରୀ ୧୯୩୭
ବୋଧପୁର, କନ୍ଦରପୁର, ସୁବର୍ଣ୍ଣପୁର
Died୯ ଜୁଲାଇ ୨୦୧୭(2017-07-09) (ବୟସ ୮୦)
Nationality ଭାରତୀୟ
Educationସ୍ନାତକୋତ୍ତର(ସଂସ୍କୃତ ଓ ଓଡ଼ିଆ)
Alma materଉତ୍କଳ ବିଶ୍ୱବିଦ୍ୟାଳୟ
Known forସାହିତ୍ୟିକ, ଶିକ୍ଷାବିତ

ହେମନ୍ତ କୁମାର ଦାସ (୮ ଫେବୃଆରୀ ୧୯୩୭ - ୯ ଜୁଲାଇ ୨୦୧୭) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ ଥିଲେ । ଗଳ୍ପ, ଏକାଙ୍କିକା, ଶିଶୁ ସାହିତ୍ୟ, ନାଟକ, ସମୀକ୍ଷା ଆଦି ସାହିତ୍ୟବିଧାରେ ସେ ନିଜ ଲେଖନି ଚାଳନା କରିଥିଲେ ।[୧]

ଜୀବନୀ[ସମ୍ପାଦନା]

ହେମନ୍ତ କୁମାର ଦାସ, ୧୯୩୭ ମସିହା ଫେବୃଆରୀ ୮ତାରିଖରେ କଟକ ଜିଲ୍ଲାର କନ୍ଦରପୁର ବ୍ଳକ ଅନ୍ତର୍ଗତ ବୋଧପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୨] ଉତ୍କଳ ବିଶ୍ୱବିଦ୍ୟାଳୟରୁ ସେ ଉଭୟ ସଂସ୍କୃତ ଓ ଓଡ଼ିଆରେ ସ୍ନାତକୋତ୍ତର ଥିଲେ । ଅଧ୍ୟାପନା ବୃତ୍ତିରେ ଥାଇ,[୩] ସେ ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟକ୍ଷ[୪] ଓ ଶିକ୍ଷାବିଭାଗରେ ଉପନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ।

ରଚନାବଳୀ[ସମ୍ପାଦନା]

ନାଟକ[ସମ୍ପାଦନା]

  • ମରୁତୀର୍ଥ - ୧୯୬୪
  • ଏ ପୃଥିବୀ ଶରସଜ୍ୟା - ୧୯୬୭
  • ନଚିକେତା ସମ୍ବାଦ - ୧୯୬୮
  • ଜୟ ଜୟନ୍ତୀ - ୧୯୮୦
  • ଋତୁର ନାମ ପ୍ରିୟମ୍ବଦା - ୧୯୮୧
  • ଦୁନିଆ - ୧୯୯୨

ସମୀକ୍ଷା[ସମ୍ପାଦନା]

  • ଓଡ଼ିଆ ନାଟକର ବିକାଶଧାରା
  • ଓଡ଼ିଆ ଲୋକନାଟକ
  • ଓଡ଼ିଆ ମଞ୍ଚ ପରିକ୍ରମା

ଅନ୍ୟାନ୍ୟ[ସମ୍ପାଦନା]

  • ଅଶ୍ୱିନୀ କୁମାର ଘୋଷ[୫]
  • ବୈଷ୍ଣବ ପାଣି[୬]
  • ଓଡ଼ିଆ ନାଟକକୋଷ

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୯୩(ଦୁନିଆ ନାଟକ ପାଇଁ)
  • ଝଙ୍କାର ବିଷୁବ ପୁରସ୍କାର - ୧୯୮୫
  • ଜୀବନରଙ୍ଗ ପୁରସ୍କାର - ୧୯୯୪
  • ଗୌରୀଶଙ୍କର ପୁରସ୍କାର - ୧୯୯୯
  • ଏକାମ୍ର ସମ୍ମାନ - ୨୦୦୧(କେଦାରନାଥ ଗବେଷଣା ପ୍ରତିଷ୍ଠାନ ପ୍ରଦତ୍ତ)
  • ଗଙ୍ଗାଧର ପୁରସ୍କାର - ୨୦୦୯[୭]

ଆଧାର[ସମ୍ପାଦନା]

  1. Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 275–. ISBN 978-81-260-0873-5.
  2. Orissa (India). Orissa District Gazetteers: Sambalpur. Superintendent, Orissa Government Press.
  3. Bimal Mukherjee; Chidananda Das Gupta; Ananda Lal (1995). Rasa: Theatre and cinema. Anamika Kala Sangam.
  4. Ananda Lal (2004). The Oxford Companion to Indian Theatre. Oxford University Press. ISBN 978-0-19-564446-3.
  5. Hemanta Kumāra Dāsa (1998). Aswini Kumar Ghose. Sahitya Akademi. pp. 9–. ISBN 978-81-260-0491-1.
  6. D. S. Rao (2004). Five Decades: The National Academy of Letters, India : a Short History of Sahitya Akademi. Sahitya Akademi. pp. 30–. ISBN 978-81-260-2060-7.
  7. ଧରିତ୍ରୀ ସାହିତ୍ୟାୟନ ଜୁଲାଇ ୨୨- ଅଗଷ୍ଟ ୪ ପୃଷ୍ଠା ୪ http://www.dharitri.com/sahityayan/220717/p4-5.htm. Retrieved 3 August 2017. {{cite news}}: Missing or empty |title= (help)