ଘର ମୋର ସ୍ୱର୍ଗ
ଦେଖଣା
(Ghara Mora Swargaରୁ ଲେଉଟି ଆସିଛି)
| ଘର ମୋର ସ୍ୱର୍ଗ | |
|---|---|
| ନିର୍ଦ୍ଦେଶକ | ଅରୁଣ ମହାନ୍ତି |
| ପ୍ରଯୋଜକ | ଅରୁଣ ମହାନ୍ତି |
| ସଂଳାପ | ସୁବୋଧ ପଟ୍ଟନାୟକ |
| ଚିତ୍ରନାଟ୍ୟ | ଅରୁଣ ମହାନ୍ତି |
| କାହାଣୀ | ଅରୁଣ ମହାନ୍ତି |
| କଳାକାର | ଶ୍ରୀରାମ ପଣ୍ଡା ମହାଶ୍ୱେତା ରାୟ ମିହିର ଦାସ ତନ୍ଦ୍ରା ରାୟ ହର ପଟ୍ଟନାୟକ ନିହାରିକା ସାହୁ ଜୟୀରାମ ସାମଲ |
| ସଙ୍ଗୀତ | ଅରୁଣ ମହାନ୍ତି |
| ଚିତ୍ରଗ୍ରହଣ | ଶାମ୍ବା ଶିବା ରାଓ କେ.ଭି. ସୁରେଶ |
| ସମ୍ପାଦକ | ରବି ଶଙ୍କର ପଟ୍ଟନାୟକ |
ମୁକ୍ତିଲାଭ ତାରିଖ | ୧୯୯୨ |
| ଦେଶ | |
| ଭାଷା | ଓଡ଼ିଆ |
ଘର ମୋର ସ୍ୱର୍ଗ, ୧୯୯୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଅରୁଣ ମହାନ୍ତି ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ, କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।
ଶ୍ରୀରାମ ପଣ୍ଡା, ମହାଶ୍ୱେତା ରାୟ, ମିହିର ଦାସ, ତନ୍ଦ୍ରା ରାୟ, ହର ପଟ୍ଟନାୟକ, ନିହାରିକା ସାହୁ, ଜୟୀରାମ ସାମଲ, ଅଜିତ ଦାସ, ବ୍ରଜ ସିଂହ, କାନ୍ତ ସିଂହ, ଦୁଃଖିରାମ ସ୍ୱାଇଁ, ଶ୍ରାବନ୍ତି, ବାଙ୍କୁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅରୁଣ ମହାନ୍ତି । ଗୀତିକାର ଦେବଦାସ ଛୋଟରାୟ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ପ୍ରଣବ ପଟ୍ଟନାୟକ, ଇଶା ବେବର୍ତ୍ତ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]| କ୍ରମ | ଗୀତ | ସମୟ |
|---|
ଆଧାର
[ସମ୍ପାଦନା]- ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଘର ମୋର ସ୍ୱର୍ଗ