Jump to content

ଅରୁଣ ମହାନ୍ତି

ଉଇକିପିଡ଼ିଆ‌ରୁ
ଅରୁଣ ମହାନ୍ତି
ଜନ୍ମ
ଅରୁଣ ମହାନ୍ତି

ବୃତ୍ତିସମୂହ
  • ଚଳଚ୍ଚିତ୍ର ନିର୍ମାତା
  • ନିର୍ଦ୍ଦେଶକ
  • କାହାଣୀକାର
  • ଚିତ୍ରନାଟ୍ୟ ଲେଖକ
  • ସଂଳାପକାର
  • ଗୀତିକାର
  • ସଙ୍ଗୀତ ନିର୍ଦ୍ଦେଶକ
ସକ୍ରିୟ ବର୍ଷ୧୯୮୮ରୁ-ଏବେଯାଏଁ

ଅରୁଣ ମହାନ୍ତି, ଜଣେ ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା, ନିର୍ଦ୍ଦେଶକ[], କାହାଣୀକାର, ଚିତ୍ରନାଟ୍ୟ ଲେଖକ, ସଂଳାପକାର, ଗୀତିକାର ଏବଂ ସଙ୍ଗୀତକାର ।[] ସେ ୧୯୮୮ ମସିହାରେ ଓଡ଼ିଆ ଚଳଚ୍ଚିତ୍ର କନ୍ୟାଦାନ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।[][] ଏହାପରେ ସେ ଘର ମୋର ସ୍ୱର୍ଗ, ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂର, କଥା କହିବ ମୋ ମଥା ସିନ୍ଦୂର, ପୁଅ ଭାଙ୍ଗିଦେଲା ସୁନା ସଂସାର, ପ୍ରେମ ସବୁଠୁ ବଳବାନ ଆଦି ଚଳଚ୍ଚିତ୍ର ନିର୍ମାଣ କରିଥିଲେ ।[][][]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

କଥାଚିତ୍ର ଜୀବନ

[ସମ୍ପାଦନା]

ଅରୁଣ ୧୯୮୮ ମସିହରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର କନ୍ୟାଦାନର ନିର୍ଦ୍ଦେଶନା ଦେଇଥିଲେ । ତାଙ୍କର ଏହି ପ୍ରଥମ ଚଳଚ୍ଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ, ଗୀତ[], ସଙ୍ଗୀତ ନିର୍ଦ୍ଦେଶନା ସ‌ହ ପ୍ରଯୋଜନା ମଧ୍ୟ ସେ ନିଜେ କରିଥିଲେ ।

ନିର୍ଦ୍ଦେଶନା

[ସମ୍ପାଦନା]
ବର୍ଷଚଳଚ୍ଚିତ୍ର
୧୯୮୮କନ୍ୟାଦାନ
୧୯୯୨ଘର ମୋର ସ୍ୱର୍ଗ
୧୯୯୬ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂର
୧୯୯୮ଏଇ ସଂଘର୍ଷ
୧୯୯୯କଥା କହିବ ମୋ ମଥା ସିନ୍ଦୂର
୨୦୧୩ପ୍ରେମ ସବୁଠୁ ବଳବାନ

ପ୍ରଯୋଜନା

[ସମ୍ପାଦନା]
ବର୍ଷଚଳଚ୍ଚିତ୍ର
୧୯୮୮କନ୍ୟାଦାନ
୧୯୯୨ଘର ମୋର ସ୍ୱର୍ଗ
୧୯୯୯କଥା କହିବ ମୋ ମଥା ସିନ୍ଦୂର

ସଙ୍ଗୀତ ନିର୍ଦ୍ଦେଶନା

[ସମ୍ପାଦନା]
ବର୍ଷଚଳଚ୍ଚିତ୍ର
୧୯୮୮କନ୍ୟାଦାନ
୧୯୯୨ଘର ମୋର ସ୍ୱର୍ଗ
୧୯୯୬ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂର
୧୯୯୯ରାକ୍ଷୀ ଭିଜିଗଲା ଆଖି ଲୁହରେ
୧୯୯୯କଥା କହିବ ମୋ ମଥା ସିନ୍ଦୂର
୨୦୧୩ପ୍ରେମ ସବୁଠୁ ବଳବାନ

ଗୀତିକାର

[ସମ୍ପାଦନା]
ବର୍ଷଚଳଚ୍ଚିତ୍ର
୧୯୮୮କନ୍ୟାଦାନ
୧୯୯୬ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂର
୧୯୯୯ପୁଅ ଭାଙ୍ଗିଦେଲା ସୁନା ସଂସାର

କାହାଣୀ

[ସମ୍ପାଦନା]
ବର୍ଷଚଳଚ୍ଚିତ୍ର
୧୯୮୮କନ୍ୟାଦାନ
୧୯୯୨ଘର ମୋର ସ୍ୱର୍ଗ
୧୯୯୬ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂର
୧୯୯୯ପୁଅ ଭାଙ୍ଗିଦେଲା ସୁନା ସଂସାର
୧୯୯୯କଥା କହିବ ମୋ ମଥା ସିନ୍ଦୂର
୨୦୧୩ପ୍ରେମ ସବୁଠୁ ବଳବାନ
  1. Behera, Naresh Kumar. "Famous Film Directors and Actors from Odisha". Orissa Spider. Archived from the original on 2 September 2017. Retrieved 30 August 2017.
  2. "ଅରିନ୍ଦମ୍‌ ଅଧାରୁ ଛାଡିଥିଲେ ଏହି ସିନେମା!". ସମ୍ବାଦ. 21 July 2017. Archived from the original on 2 September 2017. Retrieved 30 August 2017.
  3. "କେବଳ ଏହି ନିର୍ଦ୍ଦେଶକଙ୍କ ଫିଲ୍ମ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି ବର୍ଷା ପ୍ରିୟଦର୍ଶିନୀ". sambad.in. 25 March 2018. Retrieved 2 April 2018.
  4. "ଅରିନ୍ଦମ୍‌ - ବର୍ଷା ପ୍ରିୟଦର୍ଶିନୀ ଯୋଡିର ପ୍ରଥମ ସିନେମା ହୋଇଥାନ୍ତା ଏହି ସିନେମା!". ସମ୍ବାଦ. 29 August 2017. Archived from the original on 31 August 2017. Retrieved 30 August 2017.
  5. "Arun Mohanty Archieve". Incredible Orissa. Retrieved 30 August 2017.[permanent dead link]
  6. "A List of Oriya Films". OrissaCineama.com. Retrieved 30 August 2017.
  7. "ମହାନାୟକ ହେଲେ, ' ହିରୋ' ହେଲେନି ଅନୁଭବ". ସମ୍ବାଦ. 15 June 2017. Archived from the original on 2 September 2017. Retrieved 30 August 2017.
  8. "Lyricist : Arun Mohanty". Odia Music. Archived from the original on 18 March 2015. Retrieved 30 August 2017.

ବାହାର ଆଧାର

[ସମ୍ପାଦନା]

ଇଣ୍ଟରନେଟ ମୁଭି ଡାଟାବେସରେ ଅରୁଣ ମହାନ୍ତି