ବାଜି
ବାଜି | |
---|---|
ନିର୍ଦ୍ଦେଶକ | ଅଶୋକ ପତି |
ପ୍ରଯୋଜକ | ନମିତା ଦାସ, ସସ୍ମିତା ଦାସ |
ସଂଳାପ | ବିଜୟ ମଲ୍ଲ |
ଚିତ୍ରନାଟ୍ୟ | ଅଶୋକ ପତି |
କାହାଣୀ | ଅଶୋକ ପତି |
କଳାକାର | ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ବର୍ଷା ପ୍ରିୟଦର୍ଶିନୀ, ଶ୍ରୀତମ ଦାସ, ବିଜୟ ମହାନ୍ତି, ମିହିର ଦାସ, ଅନିତା ଦାସ |
ସଙ୍ଗୀତ | ମଳୟ ମିଶ୍ର |
ଚିତ୍ରଗ୍ରହଣ | ଶାମ୍ବା ଶିବ ରାଓ |
ସମ୍ପାଦକ | ଚନ୍ଦ୍ରଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୨୦୦୫ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ବାଜି, ୨୦୦୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନମିତା ଦାସ ଏବଂ ସସ୍ମିତା ଦାସ । ବିଜୟ ମଲ୍ଲ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅଶୋକ ପତି ଏହି କଥାଚିତ୍ରଟିର କାହାଣୀ ଏବଂ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ବର୍ଷା ପ୍ରିୟଦର୍ଶିନୀ, ଶ୍ରୀତମ ଦାସ । ବିଜୟ ମହାନ୍ତି, ମିହିର ଦାସ, ଅନିତ ଦାସ, ଉତ୍ତମ ମହାନ୍ତି, ଅଶ୍ରୁମୋଚନ ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରରେ ପ୍ରଥମେ ସିଦ୍ଧାନ୍ତ ସହ ଅନୁଭବ ମହାନ୍ତିଙ୍କୁ ଚୟନ କରାଯାଇଥିଲା, ମାତ୍ର ଅନୁଭବଙ୍କ ହାତରେ ସମୟ ନଥିବାରୁ ପରେ ଶ୍ରୀତମଙ୍କୁ ନିଆଯାଇଥିଲା ।[୨]
ଅଭିନୟ
[ସମ୍ପାଦନା]- ସିଦ୍ଧାନ୍ତ ମହାପାତ୍ର[୩]
- ଅନୁ ଚୌଧୁରୀ
- ବର୍ଷା ପ୍ରିୟଦର୍ଶିନୀ[୪]
- ଶ୍ରୀତମ ଦାସ[୫]
- ବିଜୟ ମହାନ୍ତି
- ମିହିର ଦାସ[୬]
- ଅନିତା ଦାସ
- ଉତ୍ତମ ମହାନ୍ତି
- ଅଶ୍ରୁମୋଚନ ମହାନ୍ତି
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର । ଦେବଦାସ ଛୋଟରାୟ, ନିମାଇଁ ମହାନ୍ତି ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ମହମଦ ଅଜିଜ୍, ଇରା ମହାନ୍ତି, ଉଦିତ ନାରାୟଣ, ନିଜାମ୍ ଶିବା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ଆଖିରେ ତୋର ଶାମୁକା" | |
2. | "ଛମ୍ ଛମ୍ କହେ ତୁମ" | |
3. | "ଡାକରା ଆସିଛି ଆଜି" | |
4. | "ଦୁନିଆ ଆମ ଦୁନିଆ" | |
5. | "ଏମିତି ଏକ ଚେହେରା" | |
6. | "ସେଇ ଚିହ୍ନା ମୁହଁ" |
ଆଧାର
[ସମ୍ପାଦନା]- ↑ "Ollywood Stars Anu & Sritam To Recreate Magic In 'Maa Ra Mamata'". Odisha Bytes. 1 August 2021. Archived from the original on 2 August 2021. Retrieved 7 December 2021.
- ↑ "'ବାଜି' ମାରିନେଇଥିଲେ ଶ୍ରୀତମ୍ | Sambad". Sambad. 28 November 2018. Archived from the original on 2 December 2018. Retrieved 2 December 2018.
- ↑ "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.
- ↑ "ଏ ବର୍ଷ ଗୋଟିଏ ସିନେମାରେ ବର୍ଷା ପ୍ରିୟଦର୍ଶିନୀ | Sambad". Sambad. 15 October 2017. Archived from the original on 31 August 2018. Retrieved 2 September 2018.
- ↑ Palit, Ashok (28 July 2021). "Odia film 'Maa ra Mamata' is all set to release soon". Odisha News Times. Archived from the original on 7 December 2021. Retrieved 7 December 2021.
- ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ବାଜି