ବିଜୟ ମଲ୍ଲ

ଉଇକିପିଡ଼ିଆ ରୁ
Jump to navigation Jump to search
ବିଜୟ ମଲ୍ଲ
Bijay Malla (cropped).jpg
ଜନ୍ମ ଓ ଜନ୍ମସ୍ଥାନଫେବୃଆରୀ ୮, ୧୯୭୨ (1972-02-08) (୪୭ ବର୍ଷ) [୧]
ଜାତୀୟତାଭାରତୀୟ
ଜୀବିକାଗୀତିକାର
ଦସ୍ତଖତ
Bijaya Malla Autograph (or).png

ବିଜୟ ମଲ୍ଲ (ଜନ୍ମ: ୮ ଫେବୃଆରୀ ୧୯୬୨) ଜଣେ ଜଣାଶୁଣା ଓଡ଼ିଆ ଗୀତିକାର[୨], ଲେଖକ ଓ ଅଭିନେତା । ସେ ଦୂରଦର୍ଶନ ଭୁବନେଶ୍ୱରର ଏକାଧିକ କାର୍ଯ୍ୟକ୍ରମରେ (ରାଗ ଅନୁରାଗ, ଛାନ୍ଦଧାରା, ଆଦି) ପ୍ରସିଦ୍ଧ ସଙ୍ଗୀତ ଶିଳ୍ପୀମାନଙ୍କ ସଙ୍ଗେ ସାକ୍ଷାତକାର କରନ୍ତି ।

୨୦୧୮ ମସିହାରେ ଦ୍ୱାଦଶ ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍‌-୨୦୧୮ରେ ରାନୀ ଧାରାବାହିକର ସଂଳାପ ନିମନ୍ତେ ତାଙ୍କୁ ପୁରସ୍କୃତ କରାଯାଇଥିଲା ।[୩]

ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ୨୦୧୨ରେ ନଈ ସେପାରି କନକ ଗୋରୀ ଚଳଚ୍ଚିତ୍ରରେ 'ଜହ୍ନକୁ ପଚାର ଏଇ ତାରାକୁ ପଚାର' ଗୀତ ନିମନ୍ତେ ବିଜୟ ମଲ୍ଲଙ୍କୁ ଶ୍ରେଷ୍ଠ ଓଡ଼ିଆ ଗୀତିକାର ଭାବେ ସମ୍ମାନିତ କରିଥିଲା । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅରବିନ୍ଦ ପାଢ଼ୀ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।[୪]

୨୦୧୬ ମସିହାରେ ବିଜୟ ମଲ୍ଲଙ୍କ ଲିଖିତ ଛୁଟି ନାମକ ଗୀତିସଙ୍ଗ୍ରହ ଓମପ୍ରକାଶ ମହାନ୍ତିଙ୍କଦ୍ୱାରା ସଂଯୋଜିତ ହୋଇ ନମ୍ରତା ମହାନ୍ତିଙ୍କ କଣ୍ଠସ୍ୱରରେ ରେକର୍ଡ଼ କରାଯାଇଥିଲା ।[୫]

ଆଧାର[ସମ୍ପାଦନା]

  1. "ଆଜି ଏହି ଦୁଇ ଓଲିଉଡର ବହୁମୁଖୀ ପ୍ରତିଭାସଂପନ୍ନ ସେଲିବ୍ରିଟିଙ୍କର ଜନ୍ମ ଦିନ". sambad.in. 8 February 2018. Retrieved 17 February 2018.
  2. "ଓଡ଼ିଆ ଉଇକି ପାଠାଗାରର ଜନ୍ମ ଦିବସ". ସମ୍ବାଦ. ୪ ଡିସେମ୍ବର ୨୦୧୭. Retrieved 9 April 2018. Check date values in: |date= (help)
  3. "ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍‌: ଶ୍ରେଷ୍ଠ ନାୟକ ଅରିନ୍ଦମ, ନାୟିକା ଏଲିନା". ଧରିତ୍ରୀ. ୫ ଫେବୃଆରୀ ୨୦୧୮. Retrieved 9 April 2018. Check date values in: |date= (help)
  4. Bijay Malla Best Lyricist Odisha State Film Awards 2012, Uploaded by OdishaLive, YouTube.
  5. Now you can listen to Nazrul Geeti in Odia, Sunday, 02 August 2015, Viraj Shukla (Cuttack), The Daily Pioneer (Bhubaneswar edition).

ବାହାର ଆଧାର[ସମ୍ପାଦନା]