ସରୋଜିନୀ ହେମ୍ବ୍ରମ

ଉଇକିପିଡ଼ିଆ‌ରୁ
ସରୋଜିନୀ ହେମ୍ବ୍ରମ
ରାଜ୍ୟସଭା ସଦସ୍ୟ
Assumed office
୩ ଅପ୍ରେଲ୍ ୨୦୧୪
ନିର୍ବାଚନ ମଣ୍ଡଳୀଓଡ଼ିଶା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1959-10-01) ୧ ଅକ୍ଟୋବର ୧୯୫୯ (ବୟସ ୬୪)
ରାଇରଙ୍ଗପୁର, ମୟୁରଭଞ୍ଜ ଓଡ଼ିଶା
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀଭାଗିରଥୀ ନାଏକ
December 9, 2014 ସୁଦ୍ଧା

ସରୋଜିନୀ ହେମ୍ବ୍ରମ (୧ ଅକ୍ଟୋବର ୧୯୫୯) ଓଡ଼ିଶା ରାଜ୍ୟର ଜଣେ ଭାରତୀୟ ରାଜନୀତିଜ୍ଞ । ସେ ବିଜୁ ଜନତା ଦଳର ସଦସ୍ୟ[୧] । ସେ ୨୦୦୯ରେ ଓଡ଼ିଶା ବିଧାନ ସଭାକୁ ବାଙ୍ଗିରୀପୋଷୀ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ଓ ହସ୍ତତନ୍ତ ବିଭାଗର ମନ୍ତ୍ରୀ ହୋଇଥିଲେ । ୨୦୧୪ରେ ରାଦ୍ୟସଭାକୁ ନିର୍ବାଚିତ ହୋଇଥିଲେ । [୨][୩][୪]

ଆଦ୍ୟ ଜୀବନ[ସମ୍ପାଦନା]

ସେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଛନ୍ତି[୫] । ପ୍ରଥମେ କେ ଏନ୍ ଜି ଉଚ୍ଚ ବିଦ୍ୟାଳୟ, ବାରିପଦାରୁ ଶିକ୍ଷା ଗ୍ରହଣ ପରେ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ସ୍ନାତ୍ତକୋତ୍ତର ଲାଭ କରିଥିଲେ[୬]

ରାଜନୈତିକ ଜୀବନ[ସମ୍ପାଦନା]

  • ୨୦୦୯-୧୪ ଓଡ଼ିଶା ବିଧାନ ସଭାର ସଦସ୍ୟ ଥିଲେଆଧାର ଭୁଲ: ଅବୈଧ <ref> ଟ୍ୟାଗ;

କୌଣସି ମଧ୍ୟ ବିଷୟବସ୍ତୁ ନଥିବା ଆଧାରର ଏକ ନାମ ଥିବା ଲୋଡ଼ା ।

  • ୨୦୧୦ରେ ଆଦିବାସୀ ଉପଦେଷ୍ଟା କାଉନସିଲର ସଦସ୍ୟ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ, ପରିବେଶ ଓ ପ୍ରଦୂଷଣ ବିଭାଗର ଗୃହ କମିଟିରେ ଥିଲେ । Amenities of members, ରାଜ୍ୟସ୍ତରୀୟ ଉଚ୍ଚ ଦୁର୍ନୀତି ନିରୋଧି କମିଟି, ସ୍ୱାସ୍ଥ୍ୟ ୨୦୧୧ ଷ୍ଟାଣ୍ଡିଂ କମିଟି, ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ବିଭାଗର ଚୟନ କମିଟିର ସଦସ୍ୟ ଥିଲେଆଧାର ଭୁଲ: ଅବୈଧ <ref> ଟ୍ୟାଗ;

କୌଣସି ମଧ୍ୟ ବିଷୟବସ୍ତୁ ନଥିବା ଆଧାରର ଏକ ନାମ ଥିବା ଲୋଡ଼ା ।

  • ୨୦୧୨-୧୪, ରାଜ୍ୟ ସରକାରଙ୍କ ହସ୍ତତନ୍ତ ବିଭାଗରେ ସ୍ୱାଧୀନ ମନ୍ତ୍ରୀ ଥିଲେଆଧାର ଭୁଲ: ଅବୈଧ <ref> ଟ୍ୟାଗ;

କୌଣସି ମଧ୍ୟ ବିଷୟବସ୍ତୁ ନଥିବା ଆଧାରର ଏକ ନାମ ଥିବା ଲୋଡ଼ା ।

  • ଅପ୍ରେଲ ୨୦୧୪ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।
  • ସେପ୍ଟେମ୍ବର ୨୦୧୪ରେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ କମିଟିର ସଦସ୍ୟ ଥିଲେଆଧାର ଭୁଲ: ଅବୈଧ <ref> ଟ୍ୟାଗ;

କୌଣସି ମଧ୍ୟ ବିଷୟବସ୍ତୁ ନଥିବା ଆଧାରର ଏକ ନାମ ଥିବା ଲୋଡ଼ା ।

  • ମଇ ୨୦୧୫ଠାରୁ ଆଦିବାସୀ ଓ ହରିଜନ କଲ୍ୟାଣ କମିଟିର ସଦସ୍ୟ ଅଛନ୍ତିଆଧାର ଭୁଲ: ଅବୈଧ <ref> ଟ୍ୟାଗ;

କୌଣସି ମଧ୍ୟ ବିଷୟବସ୍ତୁ ନଥିବା ଆଧାରର ଏକ ନାମ ଥିବା ଲୋଡ଼ା ।

ଆଧାର[ସମ୍ପାଦନା]

  1. "Sarojini Hembram Biography". Retrieved 22 February 2018.
  2. "Sarojini Hembram first woman MLA from Odisha elected to RS". The Economic Times. 8 February 2014. Retrieved 9 December 2014.
  3. "Odisha 'focus state' at 33rd India International Trade Fair". Deeptiman Tiwary. The Times of India. 13 November 2013. Retrieved 9 December 2014.
  4. "BJD wins 3 Rajya Sabha seats, Congress gets one". Business Standard. February 7, 2014. Retrieved 9 December 2014.
  5. "Sarojini Hembram". Retrieved 22 February 2018.
  6. "Sarojini Hembram". Retrieved 22 February 2018.

ବାହ୍ୟ ଆଧାର[ସମ୍ପାଦନା]