ପହିଲି ରଜ
ପହିଲି ରଜ | |
---|---|
ନିର୍ଦ୍ଦେଶକ | ତାପସ ସରଘରିଆ |
ପ୍ରଯୋଜକ | ନିରଞ୍ଜନ ରଣା |
ସଂଳାପ | ରଜନୀ ରଞ୍ଜନ |
ଚିତ୍ରନାଟ୍ୟ | ଡଃ ରଜନୀ ରଞ୍ଜନ |
କାହାଣୀ | ଗୀତାଞ୍ଜଳୀ ରଣା |
କଳାକାର | ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ମିହିର ଦାସ, ପ୍ରିୟଙ୍କା ମହାପାତ୍ର, ମୀନକେତନ, ଦେବୁ ବୋଷ |
ସଙ୍ଗୀତ | ରବିନାରାୟଣ ନନ୍ଦ |
ମୁକ୍ତିଲାଭ ତାରିଖ | ୭ ଜୁଲାଇ ୨୦୧୦ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ପହିଲି ରଜ, ୨୦୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନିରଞ୍ଜନ ରଣା ।[୧] ଗୀତାଞ୍ଜଳୀ ରଣା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଡଃ ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ଏବଂ ଚିତ୍ରନାଟ୍ୟ ରଚନା କରିଥିଲେ । ତାପସ ସରଘରିଆ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର ଏବଂ ଅନୁ ଚୌଧୁରୀ । ମିହିର ଦାସ, ପ୍ରିୟଙ୍କା ମହାପାତ୍ର, ମୀନକେତନ, ଦେବୁ ବୋଷ, ସରୋଜ ଦାସ, ହାଡ଼ୁ, ହରିହର ମହାପାତ୍ର, ପିଣ୍ଟୁ ନନ୍ଦ, ଦେବାଶିଷ ପାତ୍ର, ଜୟୀରାମ ସାମଲ, ବ୍ରଜ ସିଂହ, ସୁମନ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ସ୍ୱରାଜ ବାରିକ, ନିକି, ସୀମ୍ରନ୍, ଖୁସି ଆଦି ଶିଶୁ କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ସିଦ୍ଧାନ୍ତ ମହାପାତ୍ର
- ଅନୁ ଚୌଧୁରୀ
- ମିହିର ଦାସ[୩]
- ପ୍ରିୟଙ୍କା ମହାପାତ୍ର
- ମୀନକେତନ
- ଦେବୁ ବୋଷ
- ସରୋଜ ଦାସ
- ହାଡ଼ୁ
- ହରିହର ମହାପାତ୍ର
- ପିଣ୍ଟୁ ନନ୍ଦ
- ଦେବାଶିଷ ପାତ୍ର[୪]
- ଜୟୀରାମ ସାମଲ
- ବ୍ରଜ ସିଂହ
- ସୁମନ ମହାରଣା
ଶିଶୁ କଳାକାର
[ସମ୍ପାଦନା]- ସ୍ୱରାଜ ବାରିକ
- ଶିବାନୀ ସଙ୍ଗୀତା[୫]
- ନିକି
- ସୀମ୍ରନ୍
- ଖୁସି
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ରବିନାରାୟଣ ନନ୍ଦ । ଦେବଦାସ ଛୋଟରାୟ ଏବଂ ପଞ୍ଜାନନ ନାୟକ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । କୁମାର ବାପି, ଗୋବିନ୍ଦ ଚନ୍ଦ୍ର, ପାମେଲା ଜୈନ, ମାମୁନ୍, ତପୁ ମିଶ୍ର, ଉଦିତ ନାରାୟଣ, ମାନସ ପ୍ରୀତମ, ସୁଲଗ୍ନା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "କେମିତ ସଖି ତୁ" | |
2. | "ସପନର ଆର ପାରି ଗାଁ" | |
3. | "ଯୋଡ଼ି ମହୁରୀ ଦିଅ ଲୋ" | |
4. | "ଆଇଲାରେ ପହିଲି ରଜ" | |
5. | "ଆଖି ବୁଜିଲି" |
ଆଧାର
[ସମ୍ପାଦନା]- ↑ "Target odia movie mahurat". Incredible Orissa. 24 December 2012. Retrieved 2 December 2017.
- ↑ "ତାପସଙ୍କ ଫିଲ୍ମରେ ଅନୁ". ନିର୍ଭୟ. 3 September 2022. Archived from the original on 21 August 2023. Retrieved 21 August 2023.
- ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
- ↑ "ଶ୍ରେଷ୍ଠ ଦେବାଶିଷ". No. ଭୁବନେଶ୍ୱର. 4 June 2023. p. ୧୮. Archived from the original on 26 September 2023. Retrieved 26 September 2023.
- ↑ "ଗୁଡ୍ଦୁ ଗ୍ୟାଙ୍ଗ୍ରେ ଗୁଡ୍ଡି". ସମ୍ବାଦ. No. ରବିବାର. 4 June 2023. p. 8. Archived from the original on 28 September 2023. Retrieved 28 September 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ପହିଲି ରଜ