ଅନୁପମ ଭାରତ
Appearance
ମାଲିକ | ଅନୁପମ ମିଡିଆ ଲିମିଟେଡ |
---|---|
ପ୍ରତିଷ୍ଠାତା | କାଳୀଚରଣ ପଣ୍ଡା |
ପ୍ରକାଶକ | ରବୀନ୍ଦ୍ର କୁମାର ପଣ୍ଡା |
ସମ୍ପାଦକ | ରବୀନ୍ଦ୍ର କୁମାର ପଣ୍ଡା |
ପ୍ରତିଷ୍ଠିତ | ୧୯୯୬ |
ଭାଷା | ଓଡ଼ିଆ |
ମୁଖ୍ୟାଳୟ | ଭୁବନେଶ୍ୱର |
Sister newspapers | ସଚିତ୍ର ବିଜୟା, ସ୍ୱାସ୍ଥ୍ୟଶ୍ରୀ |
ୱେବସାଇଟ | Official website |
ଅନୁପମ ଭାରତ ବ୍ରହ୍ମପୁର, ଭୁବନେଶ୍ୱର ଓ ରାୟଗଡ଼ାରୁ ଏକ ସଙ୍ଗେ ପ୍ରକାଶିତ ହେଉଥିବା ଏକ ଦୈନିକ ଓଡ଼ିଆ ଖବରକାଗଜ । ୧୯୯୬ ମସିହାରେ ଏହି ଖବରକାଗଜ ସ୍ୱର୍ଗତ କାଳୀଚରଣ ପଣ୍ଡାଙ୍କ[୧]ଦ୍ୱାରା ପ୍ରତିଷ୍ଠା କରାଯାଇଥିଲା ଏବଂ ବ୍ରହ୍ମପୁରରୁ ଏହାର ପ୍ରକାଶନ ଆରମ୍ଭ କରାଯାଇଥିଲା । ଏହି ଖବରକାଗଜ ୨୦୧୧ ମସିହାରେ ଓଡ଼ିଶା୩୬୦ ସଂସ୍ଥା ସହ ଏକ ବୁଝାମଣା ହସ୍ତାକ୍ଷର କରି ଇନ୍ଟରନେଟରେ ନିଜର ସ୍ଥିତିକୁ ମଜବୁତ କରିପାରିଛି । [୨]
ଶରତ ମିଶ୍ର ଥିଲେ ଏହି ପତ୍ରିକାର ପ୍ରଥମ ସମ୍ପାଦକ ।[୩][୪]
ଆଧାର
[ସମ୍ପାଦନା]- ↑ http://books.google.co.in/books?id=gFn8wSDfSxEC&pg=PA6&dq=anupama+bharat&hl=en&sa=X&ei=nPUMUJ2ZO4nRrQfBwJTICA&ved=0CDUQ6AEwAA#v=onepage&q=anupama%20bharat&f=false
- ↑ "ଆର୍କାଇଭ୍ କପି". Archived from the original on 2012-05-11. Retrieved 2012-07-23.
{{cite web}}
: Cite has empty unknown parameter:|1=
(help) - ↑ News7, Prameya (2 November 2023). "Sharat Mishra passes away today- prameyanews7". Prameya News7. Retrieved 4 November 2023.
{{cite web}}
: CS1 maint: numeric names: authors list (link) - ↑ The Sakala DPM (2 November 2023). "ପରଲୋକରେ ବର୍ଷିଆନ ସାମ୍ବାଦିକ ଶରତ ମିଶ୍ର". The Sakala. Retrieved 4 November 2023.