ଅନୁପମ ଭାରତ
Jump to navigation
Jump to search
ମାଲିକ | ଅନୁପମ ମିଡିଆ ଲିମିଟେଡ |
---|---|
ପ୍ରତିଷ୍ଠାତା | କାଳୀଚରଣ ପଣ୍ଡା |
ପ୍ରକାଶକ | ରବୀନ୍ଦ୍ର କୁମାର ପଣ୍ଡା |
ସମ୍ପାଦକ | ରବୀନ୍ଦ୍ର କୁମାର ପଣ୍ଡା |
ଗଠିତ | ୧୯୯୬ |
ଭାଷା | ଓଡ଼ିଆ |
ମୁଖ୍ୟାଳୟ | ଭୁବନେଶ୍ୱର |
ସହ-ଖବର କାଗଜ | ସଚିତ୍ର ବିଜୟା, ସ୍ୱାସ୍ଥ୍ୟଶ୍ରୀ |
ୱେବସାଇଟ | Official website |
ଅନୁପମ ଭାରତ ବ୍ରହ୍ମପୁର, ଭୁବନେଶ୍ୱର ଓ ରାୟଗଡ଼ାରୁ ଏକ ସଙ୍ଗେ ପ୍ରକାଶିତ ହେଉଥିବା ଏକ ଦୈନିକ ଓଡ଼ିଆ ଖବରକାଗଜ । ୧୯୯୬ ମସିହାରେ ଏହି ଖବରକାଗଜ ସ୍ୱର୍ଗତ କାଳୀଚରଣ ପଣ୍ଡାଙ୍କ[୧]ଦ୍ୱାରା ପ୍ରତିଷ୍ଠା କରାଯାଇଥିଲା ଏବଂ ବ୍ରହ୍ମପୁରରୁ ଏହାର ପ୍ରକାଶନ ଆରମ୍ଭ କରାଯାଇଥିଲା । ଏହି ଖବରକାଗଜ ୨୦୧୧ ମସିହାରେ ଓଡ଼ିଶା୩୬୦ ସଂସ୍ଥା ସହ ଏକ ବୁଝାମଣା ହସ୍ତାକ୍ଷର କରି ଇନ୍ଟରନେଟରେ ନିଜର ସ୍ଥିତିକୁ ମଜବୁତ କରିପାରିଛି । [୨]