କ୍ୟାଲ୍‌ସିଅମ

ଉଇକିପିଡ଼ିଆ ରୁ


Calcium
20Ca
Mg

Ca

Sr
potassiumcalciumscandium
ଭୌତିକ ରୁପ
dull gray, silver


Spectral lines of calcium
ସାଧାରଣ ଧର୍ମ
ନାମ, ପ୍ରତୀକ,
ପରମାଣୁ କ୍ରମାଙ୍କ
calcium, Ca,
20
ଉଚ୍ଚାରଣ /ˈkælsiəm/ kal-see-əm
ମୌଳିକ ପ୍ରକାର alkaline earth metal
ଶ୍ରେଣୀ, ପର୍ଯ୍ୟାୟ, ବ୍ଲକ୍ 2 (alkaline earth metals), 4, s
ମାନକ ପରମାଣବିକ ଓଜନ 40.078(4)
ଇଲେକ୍‌ଟ୍ରୋନ୍ ବିନ୍ୟାସ [Ar] 4s2
2, 8, 8, 2
Electron shells of calcium (2, 8, 8, 2)
ଇତିହାସ
ଆବିଷ୍କାର Humphry Davy (1808)
First isolation Humphry Davy (1808)
ଭୌତିକ ଧର୍ମ
ଅବସ୍ଥା solid
(ରୁମ୍ ଟେମ୍ପରେଚର୍‌ରେ ଘନତା) 1.55 g·cm−3
Liquid density at m.p. 1.378 g·cm−3
ଗଳନାଙ୍କ 1115 K, 842 °C, 1548 °F
ସ୍ଫୁଟନାଙ୍କ 1757 K, 1484 °C, 2703 °F
Heat of fusion 8.54 kJ·mol−1
Heat of vaporization 154.7 kJ·mol−1
Molar heat capacity 25.929 J·mol−1·K−1
Vapor pressure
P (Pa) 1 10 100 1 k 10 k 100 k
at T (K) 864 956 1071 1227 1443 1755
Atomic properties
Oxidation states +2, +1[୧]
(strongly basic oxide)
Electronegativity 1.00 (Pauling scale)
Ionization energies
(more)
1st: 589.8 kJ·mol−1
2nd: 1145.4 kJ·mol−1
3rd: 4912.4 kJ·mol−1
Atomic radius 197 pm
Covalent radius 176±10 pm
Van der Waals radius 231 pm
Miscellanea
Crystal structure face-centered cubic
Magnetic ordering diamagnetic
Electrical resistivity (20 °C) 33.6 nΩ·m
Thermal conductivity 201 W·m−1·K−1
Thermal expansion (25 °C) 22.3 µm·m−1·K−1
Speed of sound (thin rod) (20 °C) 3810 m·s−1
Young's modulus 20 GPa
Shear modulus 7.4 GPa
Bulk modulus 17 GPa
Poisson ratio 0.31
Mohs hardness 1.75
Brinell hardness 167 MPa
CAS registry number 7440-70-2
Most stable isotopes
Main article: Isotopes of calcium
iso NA half-life DM DE (MeV) DP
40Ca 96.941% >5.9×1021 y β+β+ 0.194 40Ar
41Ca trace 1.03×105 y ε - 41K
42Ca 0.647% 42Ca is stable with 22 neutrons
43Ca 0.135% 43Ca is stable with 23 neutrons
44Ca 2.086% 44Ca is stable with 24 neutrons
45Ca syn 162.7 d β 0.258 45Sc
46Ca 0.004% >2.8×1015 y ββ 0.988 46Ti
47Ca syn 4.536 d β 0.694, 1.99 47Sc
γ 1.297 -
48Ca 0.187% 4.3×1019 y ββ 4.274 48Ti
β
(not observed)
0.0058 48Sc
· r

କ୍ୟାଲ୍‌ସିଅମ ହେଉଛି ଏକ ରାସାୟନିକ ମୌଳିକ ଯାହାର ପ୍ରତୀକ Caପରମାଣୁ କ୍ରମାଙ୍କ ୨୦ ଅଟେ । ଏହା ଭୂପୃଷ୍ଠର ପଞ୍ଚମ ସର୍ବାଧିକ ଉପଲବ୍ଧ ମୌଳିକ ଓ ଏକ ନରମ ଆଲ୍‌କାଲାଇନ୍ ଧାତୁ ଅଟେ । ସମୁଦ୍ର ଜଳରେ ଏହା ଦ୍ରବିଭୁତ ହେଉଥିବା ପଞ୍ଚମ ଆୟନ[୨]

ସଜୀବ ପ୍ରାଣୀର କୋଷତତ୍ତ୍ଵ ନିମନ୍ତେ ଏହା ଏକ ଅତ୍ୟାବଶ୍ୟକ ପଦାର୍ଥ । ଏହା ଜୀବକୋଷ ଭିତରକୁ ଓ ବାହାରକୁ ଯିବା ଆସିବା କରୁଥାଏ । ହାଡ଼ ଓ ଦାନ୍ତ ଗଠନରେ ଏହା ଶକ୍ତି ପ୍ରଦାନ କରେ । ଶରୀରରେ ଧାତୁମାନଙ୍କ ମଧ୍ୟରେ ଏହା ସର୍ବାଧିକ ପରିମାଣରେ ଥାଏ । ଗୃହ ଉପକରଣ ଭାବରେ ଚୂନ ରୁପରେ ଏହା ପ୍ରାଗ ଐତିହାସିକ ଯୁଗରୁ (୭୦୦୦ ରୁ ୧୪୦୦୦ ଖ୍ରୀ.ପୂ.) ବ୍ୟବହୃତ ହୋଇଆସୁଅଛି[୩] । ଖାପାଜା ମେସୋପଟାମିଆରେ ( Khafajah mesopotamia) ୨୫୦୦ ଖ୍ରୀ.ପୂ ରେ ଚୂନ ଭାଟିରେ ପ୍ରସ୍ତୁତ ହେବା ପ୍ରମାଣ ଅଛି[୪] । ୯୭୫ ମସିହାରେ ଏହା ପ୍ଲାସ୍ଟର ଅଫ୍ ପ୍ୟାରିସ୍ ଆକାରରେ ହାଡ଼ ଭଙ୍ଗା ଚିକିତ୍ସାରେ ବ୍ୟବହୃତ ହେଉଥିଲା ।

ଧର୍ମ[ସମ୍ପାଦନା]

ଉପସ୍ଥିତି[ସମ୍ପାଦନା]

ଗଠନ[ସମ୍ପାଦନା]

ଉତ୍ପାଦନ[ସମ୍ପାଦନା]

ସମସ୍ଥାନିକ[ସମ୍ପାଦନା]

ବ୍ୟବହାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. Krieck, Sven; Görls, Helmar; Westerhausen, Matthias (2010). "Mechanistic Elucidation of the Formation of the Inverse Ca(I) Sandwich Complex [(thf)3Ca(μ-C6H3-1,3,5-Ph3)Ca(thf)3] and Stability of Aryl-Substituted Phenylcalcium Complexes". Journal of the American Chemical Society 132 (35): 100818110534020. doi:10.1021/ja105534w. PMID 20718434. 
  2. Dickson, A. G. and Goyet, C. (1994). "5". Handbook of method for the analysis of the various parameters of the carbon dioxide system in sea water, version 2. ORNL/CDIAC-74. http://cdiac.esd.ornl.gov/ftp/cdiac74/chapter5.pdf. 
  3. Miller, M. Michael. "Commodity report:Lime". United States Geological Survey. http://minerals.usgs.gov/minerals/pubs/commodity/lime/390498.pdf. Retrieved 2012-03-06. 
  4. Williams, Richard (2004). Lime Kilns and Lime Burning. ପୃଷ୍ଠା. 4. ISBN 978-0-7478-0596-0. http://books.google.com/?id=ryap1yyEGAgC&pg=PA4. 

ଆହୁରି ପଢନ୍ତୁ[ସମ୍ପାଦନା]

  • Rebecca J. Donatelle. Health, The Basics. 6th ed. San Francisco: Pearson Education, Inc. 2005.

ବାହାର ଲିଙ୍କ[ସମ୍ପାଦନା]