ଲୁହା

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
Iron,  26Fe
A rough wedge of silvery metal
Iron Spectrum.jpg
ସାଧାରଣ ଗୁଣ
ନାମ, ପ୍ରତୀକ iron, Fe
Appearance lustrous metallic with a grayish tinge
ଉଚ୍ଚାରଣ /ˈ.ərn/
Iron in the periodic table
Hydrogen (other non-metal)
Helium (noble gas)
Lithium (alkali metal)
Beryllium (alkaline earth metal)
Boron (metalloid)
Carbon (other non-metal)
Nitrogen (other non-metal)
Oxygen (other non-metal)
Fluorine (halogen)
Neon (noble gas)
Sodium (alkali metal)
Magnesium (alkaline earth metal)
Aluminium (post-transition metal)
Silicon (metalloid)
Phosphorus (other non-metal)
Sulfur (other non-metal)
Chlorine (halogen)
Argon (noble gas)
Potassium (alkali metal)
Calcium (alkaline earth metal)
Scandium (transition metal)
Titanium (transition metal)
Vanadium (transition metal)
Chromium (transition metal)
Manganese (transition metal)
Iron (transition metal)
Cobalt (transition metal)
Nickel (transition metal)
Copper (transition metal)
Zinc (transition metal)
Gallium (post-transition metal)
Germanium (metalloid)
Arsenic (metalloid)
Selenium (other non-metal)
Bromine (halogen)
Krypton (noble gas)
Rubidium (alkali metal)
Strontium (alkaline earth metal)
Yttrium (transition metal)
Zirconium (transition metal)
Niobium (transition metal)
Molybdenum (transition metal)
Technetium (transition metal)
Ruthenium (transition metal)
Rhodium (transition metal)
Palladium (transition metal)
Silver (transition metal)
Cadmium (transition metal)
Indium (post-transition metal)
Tin (post-transition metal)
Antimony (metalloid)
Tellurium (metalloid)
Iodine (halogen)
Xenon (noble gas)
Caesium (alkali metal)
Barium (alkaline earth metal)
Lanthanum (lanthanoid)
Cerium (lanthanoid)
Praseodymium (lanthanoid)
Neodymium (lanthanoid)
Promethium (lanthanoid)
Samarium (lanthanoid)
Europium (lanthanoid)
Gadolinium (lanthanoid)
Terbium (lanthanoid)
Dysprosium (lanthanoid)
Holmium (lanthanoid)
Erbium (lanthanoid)
Thulium (lanthanoid)
Ytterbium (lanthanoid)
Lutetium (lanthanoid)
Hafnium (transition metal)
Tantalum (transition metal)
Tungsten (transition metal)
Rhenium (transition metal)
Osmium (transition metal)
Iridium (transition metal)
Platinum (transition metal)
Gold (transition metal)
Mercury (transition metal)
Thallium (post-transition metal)
Lead (post-transition metal)
Bismuth (post-transition metal)
Polonium (post-transition metal)
Astatine (halogen)
Radon (noble gas)
Francium (alkali metal)
Radium (alkaline earth metal)
Actinium (actinoid)
Thorium (actinoid)
Protactinium (actinoid)
Uranium (actinoid)
Neptunium (actinoid)
Plutonium (actinoid)
Americium (actinoid)
Curium (actinoid)
Berkelium (actinoid)
Californium (actinoid)
Einsteinium (actinoid)
Fermium (actinoid)
Mendelevium (actinoid)
Nobelium (actinoid)
Lawrencium (actinoid)
Rutherfordium (transition metal)
Dubnium (transition metal)
Seaborgium (transition metal)
Bohrium (transition metal)
Hassium (transition metal)
Meitnerium (unknown chemical properties)
Darmstadtium (unknown chemical properties)
Roentgenium (unknown chemical properties)
Copernicium (transition metal)
Ununtrium (unknown chemical properties)
Flerovium (unknown chemical properties)
Ununpentium (unknown chemical properties)
Livermorium (unknown chemical properties)
Ununseptium (unknown chemical properties)
Ununoctium (unknown chemical properties)
-

Fe

Ru
manganeseironcobalt
ପରମାଣୁ କ୍ରମାଙ୍କ (Z) 26
ଶ୍ରେଣୀ, ବ୍ଳକ group 8, d-block
ପର୍ଯ୍ୟାୟ period 4
ମୌଳିକ ପ୍ରକାର   transition metal
ମାନକ ପରମାଣବିକ ଓଜନ (±) (Ar) 55.845(2)
ଇଲେକ୍‌ଟ୍ରୋନ୍ ବିନ୍ୟାସ [Ar] 3d6 4s2
per shell
2, 8, 14, 2
ଭୌତିକ ଗୁଣ
ଅବସ୍ଥା solid
ଗଳନାଙ୍କ 1811 K ​(1538 °C, ​2800 °F)
ସ୍ଫୁଟନାଙ୍କ 3134 K ​(2862 °C, ​5182 °F)
Density near r.t. 7.874 g/cm3
when liquid, at m.p. 6.98 g/cm3
Heat of fusion 13.81 kJ/mol
Heat of 340 kJ/mol
Molar heat capacity 25.10 J/(mol·K)
 pressure
P (Pa) 1 10 100 1 k 10 k 100 k
at T (K) 1728 1890 2091 2346 2679 3132
Atomic properties
Oxidation states 6, 5,[୧] 4, 3, 2, 1[୨], -1, -2amphoteric oxide
Electronegativity Pauling scale: 1.83
energies
(more)
Atomic radius empirical: 126 pm
Covalent radius 132±3 (low spin), 152±6 (high spin) pm
Miscellanea
Crystal structure body-centered cubic (bcc)
Body-centered cubic crystal structure for iron

a=286.65 pm;
Speed of sound thin rod (electrolytic)
5120 m/s (at r.t.)
Thermal expansion 11.8 µm/(m·K) (at 25 °C)
Thermal conductivity 80.4 W/(m·K)
Electrical resistivity 96.1 n Ω·m (at 20 °C)
Magnetic ordering ferromagnetic
Young's modulus 211 GPa
Shear modulus 82 GPa
Bulk modulus 170 GPa
Poisson ratio 0.29
Mohs hardness 4
Vickers hardness 608 MPa
Brinell hardness 490 MPa
CAS Number 7439-89-6
ଇତିହାସ
ଆବିଷ୍କାର before 5000 BC
Most stable isotopes of iron
iso NA half-life DM DE (MeV) DP
54Fe 5.8% >3.1×1022 y β+β+ 0.6800 54Cr
55Fe syn 2.73 y ε 0.231 55Mn
56Fe 91.72% 56Fe is stable with 30 neutrons
57Fe 2.2% 57Fe is stable with 31 neutrons
58Fe 0.28% 58Fe is stable with 32 neutrons
59Fe syn 44.503 d β 1.565 59Co
60Fe syn 2.6×106 y β 3.978 60Co
| references
ଲୌହ ଗୁଣ୍ଡ

ଲୁହା (ଇଂରାଜୀ: Iron;ଆଇରନ୍) ପୃଥିବୀର ଅତି ସାଧାରଣ ଧାତୁ ଅଟେ । ଏହା ପର୍ଯ୍ୟାୟ ସାରଣୀର ୮ମ ସ୍ତମ୍ଭରେ ଥିବା ଏକ ରାସାୟନିକ ମୌଳିକ ଓ ଏହାର ପ୍ରତୀକ ହେଉଛି Fe ଯାହା ଲାଟିନ୍ ଶବ୍ଦ ଫେରମ୍‌ରୁ (ferrum) ଆସିଛି । ଏହାର ପରମାଣୁ କ୍ରମାଙ୍କ ୨୬ ଓ ବସ୍ତୁତ୍ୱ ସଂଖ୍ୟା ହେଉଛି ୫୫.୮୫ ।

ଦୃଢ ଓ ଶସ୍ତା ହୋଇଥିବାରୁ ଏହାର ପ୍ରଚୁର ବ୍ୟବହାର ହୁଏ । ଇସ୍ପାତ୍ ତିଆରି କରିବା ପାଇଁ ଲୁହା ହେଉଛି ମୁଖ୍ୟ ବସ୍ତୁ । ଯେହେତୁ ଚୁମ୍ବକୀୟ, ଏହା ଚୁମ୍ବକ ତିଆରିରେ ବ୍ୟବହୃତ ହୁଏ ।

ଗୁଣ[ସମ୍ପାଦନା]

ଭୌତିକ ଗୁଣ[ସମ୍ପାଦନା]

ଲୁହା ଏକ ଧୂଷର ରଙ୍ଗର ଧାତୁ । ଏହା ଚୁମ୍ବକୀୟ ଅଟେ । ଅତି ମଜବୁତ୍ ହୋଇଥିବାରୁ ଏହା ଅନେକ କାମରେ ଲାଗେ । ବିଶୁଦ୍ଧ ଲୁହା ନମନୀୟ, କିନ୍ତୁ ଇସ୍ପାତ୍ (ଲୁହା ଏବଂ ଅଳ୍ପ ଅଙ୍ଗାରକର ମିଶ୍ରଧାତୁ) ଅଧିକ ମଜବୁତ୍ । ଅଙ୍ଗାରକର ଅଧିକ ମାତ୍ରା ଲୌହକୁ ଦୃଢ କରେ, ହେଲେ ଅତ୍ୟଧିକ ଅଙ୍ଗାରକ ଭଙ୍ଗୁର କରିଦିଏ ।

ରାସାୟନିକ ଗୁଣ[ସମ୍ପାଦନା]

ଲୁହା ଅତିମାତ୍ରାରେ ପ୍ରତିକ୍ରିୟାଶୀଳ । ସଲ୍‌ଫ୍ୟୁରିକ୍ ଅମ୍ଳ ପରି ଅଧିକାଂଶ ଅମ୍ଳ ସହିତ ଏହା ପ୍ରତିକ୍ରିୟା କରେ । ସଲ୍‌ଫ୍ୟୁରିକ୍ ଅମ୍ଳ ସହିତ ମିଶି ଏହା ଫେରସ୍ ସଲ୍‌ଫେଟ୍ ତିଆରି କରେ । ଏହି ପ୍ରତିକ୍ରିୟା ଧାତୁ ସଫା କରିବା ପାଇଁ ବ୍ୟବହୃତ ହୁଏ ।

ଲୁହା, ବାୟୁ ଓ ଜଳ ସହିତ ପ୍ରତିକ୍ରିୟା କରି କଳଙ୍କି ସୃଷ୍ଟି କରେ । କଳଙ୍କି ଲୁହାରୁ ଅଧିକ କଳଙ୍କି ସୃଷ୍ଟି କରେ । ଶେଷରେ, ସମ୍ପୂର୍ଣ ଲୌହଖଣ୍ଡଟି କଳଙ୍କିରେ ପରିଣତ ହୁଏ । ଆଲୁମିନିଅମ୍ ପରି ଧାତୁରେ କଳଙ୍କି ଲାଗେ ନାହିଁ । ଲୁହା, କ୍ରୋମିଅମ୍ ଓ ଅଙ୍ଗାରକ ସହ ମିଶି ଇସ୍ପାତ୍ ସୃଷ୍ଟି କରେ, ଯାହା ସାଧାରଣତଃ କଳଙ୍କି ଧରେ ନାହିଁ ।

ଲୌହଗୁଣ୍ଡ ସଲ୍‌ଫର୍ ସହ ମିଶି ଲୌହ ସଲ୍‌ଫାଇଡ୍ ନାମକ ଏକ କଳା କଠିନ ସୃଷ୍ଟି କରେ । ଲୌହ କ୍ଲୋରିନ୍ ସହ ମିଶି ଲୌହ କ୍ଲୋରାଇଡ୍ ମଧ୍ୟ ତିଆରି କରେ ।

ରାସାୟନିକ ଯୌଗିକ[ସମ୍ପାଦନା]

ଏହି ଧାତୁ ଅନ୍ୟାନ୍ୟ ମୌଳିକ ସହ ମିଶି ଲୌହ-ଯୌଗିକ ତିଆରି କରେ । ସାଧାରଣତଃ ଲୌହ ଜାରିତ ହୁଏ । ଲୁହା, ଦୁଇ କିମ୍ବା ତିନୋଟି ଇଲେକ୍‌ଟ୍ରୋନ୍ ତ୍ୟାଗ କରେ । ଦୁଇଟି ଇଲେକ୍‌ଟ୍ରୋନ୍ ତ୍ୟାଗ କରିଥିବା ଯୌଗିକକୁ ଫେରସ୍ ଯୌଗିକ କୁହାଯାଏ ଓ ତିନୋଟି ଇଲେକ୍‌ଟ୍ରୋନ୍ ତ୍ୟାଗ କରିଥିବା ଯୌଗିକକୁ ଫେରିକ୍ ଯୌଗିକ କୁହାଯାଏ ।

ମୃତ୍ତିକାରେ ଲୌହ[ସମ୍ପାଦନା]

ଲୌହ ମୃତ୍ତିକାରେ କ୍ୱଚିତ୍ ମିଳେ । ମାଟି ତଳେ ସାଧାରଣତଃ ହେମାଟାଇଟ୍ ମିଳେ । ହେମାଟାଇଟ୍‌ରୁ ଲୌହ ନିଷ୍କାସନ କରାଯାଏ । ମାଂସରେ ମଧ୍ୟ କିଛି ଲୌହ ମିଳେ । ରକ୍ତର ହିମୋଗ୍ଲୋବିନ୍‌ରେ ମଧ୍ୟ ଲୌହ ମିଳେ , କିନ୍ତୁ, ସବୁ ରକ୍ତରେ ହିମୋଗ୍ଲୋବିନ୍ ନଥାଏ ।

ଲୁହା ତିଆରି[ସମ୍ପାଦନା]

ବୃହତ୍ ଚୂଲା

ବଡ଼ କାରଖାନା ମାନଙ୍କରେ ହେମାଟାଇଟ୍‌କୁ କୋକ୍ ସହ ତରଳାଇ ଲୌହ ତିଆରି କରାଯାଏ ।

ବ୍ୟବହାର[ସମ୍ପାଦନା]

ଧାତୁ ଭାବରେ[ସମ୍ପାଦନା]

ଲୌହ ନିର୍ମିତ ପୋଲ

ଲୌହ ଅନ୍ୟ ଧାତୁମାନଙ୍କ ତୁଳନାରେ ସର୍ବାଧିକ ବ୍ୟବହୃତ ହୁଏ । କାରଣ ଏହା ମଜବୁତ୍ ଓ ଶସ୍ତା । ଲୌହ ଘର, ପୋଲ, କଣ୍ଟା, ପେଞ୍ଚ, ନଳ ଇତ୍ୟାଦି ତିଆରିରେ ବ୍ୟବହୃତ ହୁଏ । ଚୁମ୍ବକୀୟ ହୋଇଥିବାରୁ ଅନେକ ଚୁମ୍ବକରେ ମଧ୍ୟ ବ୍ୟବହୃତ ହୁଏ ।

ଯୌଗିକ ଭାବରେ[ସମ୍ପାଦନା]

ଲୌହ ଯୌଗିକମାନେ ଅନେକ କାମରେ ଲାଗନ୍ତି । ଲୌହ କ୍ଲୋରାଇଡ୍ ଜଳକୁ ସଫା କରେ । ଲୌହ ସଲ୍‌ଫେଟ୍ ସିମେଣ୍ଟରେ ବ୍ୟବହୃତ ହୁଏ ।

ଖାଦ୍ୟରେ ବ୍ୟବହାର[ସମ୍ପାଦନା]

ଅମ୍ଳଜାନକୁ ମାଂସପେଶୀରେ ପହଞ୍ଚାଇବା ପାଇଁ ଆମେ ଲୌହ ଲୋଡୁ, କାରଣ ଲୌହରେ ନିର୍ମିତ ହିମୋଗ୍ଲୋବିନ୍ ହିଁ ଅମ୍ଳଜାନ ବହନ କରିଥାଏ ୤।

ସୁରକ୍ଷା[ସମ୍ପାଦନା]

ଲୌହର ମାତ୍ରା ବଢିଲେ ଏହା ଶରୀର ପାଇଁ କ୍ଷତିକାରକ । ଲୌହ ଥିବା ଜୀବସାର ଅଧିକ ମାତ୍ରାରେ ଖାଇଲେ, ଆମେ ଅସୁସ୍ଥ ହୋଇ ପଡୁ ‌‌।

ଅନ୍ୟାନ୍ୟ ପୃଷ୍ଟା[ସମ୍ପାଦନା]

  • ଲୌହ ଯୌଗିକ

ଟୀକା[ସମ୍ପାଦନା]

  1. Demazeau, G.; Buffat, B.; Pouchard, M.; Hagenmuller, P. (1982). "Recent developments in the field of high oxidation states of transition elements in oxides stabilization of Six-coordinated Iron(V)". Zeitschrift für anorganische und allgemeine Chemie 491: 60. doi:10.1002/zaac.19824910109. 
  2. Ram, R. S. and Bernath, P. F. (2003). "Fourier transform emission spectroscopy of the g4Δ-a4Δ system of FeCl" (PDF). Journal of Molecular Spectroscopy 221 (2): 261. Bibcode:2003JMoSp.221..261R. doi:10.1016/S0022-2852(03)00225-X. 

ଆଧାର[ସମ୍ପାଦନା]

  • Weeks, Mary Elvira; Leichester, Henry M. (1968). "Elements Known to the Ancients". Discovery of the Elements. Easton, PA: Journal of Chemical Education. pp. 29–40. ISBN 0-7661-3872-0. LCCN 68-15217. 

ଆହୁରି ପଢନ୍ତୁ[ସମ୍ପାଦନା]

  • H. R. Schubert, History of the British Iron and Steel Industry… to 1775 AD (Routledge, London, 1957)
  • R. F. Tylecote, History of Metallurgy (Institute of Materials, London 1992).
  • R. F. Tylecote, "Iron in the Industrial Revolution" in J. Day and R. F. Tylecote, The Industrial Revolution in Metals (Institute of Materials 1991), 200–60.

ବାହାର ଲିଙ୍କ[ସମ୍ପାଦନା]