କୃଷ୍ଣ ସୁଦାମା
ଦେଖଣା
କୃଷ୍ଣ ସୁଦାମା | |
---|---|
ନିର୍ଦ୍ଦେଶକ | ନିତାଇ ପାଲିତ |
ପ୍ରଯୋଜକ | ଗୋବିନ୍ଦ ତେଜ |
କଳାକାର | ଶାନ୍ତି ସ୍ୱରୂପ ମିଶ୍ର, ଗୋବିନ୍ଦ ତେଜ, ତ୍ରିପୁରା ମିଶ୍ର, ଅନିତା ଦାସ, ଧୀର ବିଶ୍ୱାଳ |
ସଙ୍ଗୀତ | ପ୍ରଫୁଲ୍ଲ କର |
ଚିତ୍ରଗ୍ରହଣ | ଦୀପକ ଦାସ |
ମୁକ୍ତିଲାଭ ତାରିଖ | ୧୩ ମଇ ୧୯୭୬ |
ଦେଶ | ଭାରତ |
ଭାଷା | ଓଡ଼ିଆ |
କୃଷ୍ଣ ସୁଦାମା ୧୯୭୬ ମସିହାରେ ମୁକ୍ତିଲାଭ କରିଥିବା ଏକ 'କଳାଧଳା' ଓଡ଼ିଆ କଥାଚିତ୍ର ।[୧] ନିତାଇ ପାଲିତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି କଥାଚିତ୍ରକୁ ଗୋବିନ୍ଦ ତେଜ ପ୍ରଯୋଜନା କରିବା ସହ ସୁଦାମା ଭୂମିକାରେ ଅଭିନୟ କରିଥିଲେ ।[୨][୩] ଅତିବଡ଼ୀ ଜଗନ୍ନାଥ ଦାସଙ୍କ 'ଭାଗବତ'ର ଦ୍ୱାରକା ଲୀଳା ଆଧାରରେ ଋଷି ସାନ୍ଦିପନୀଙ୍କ ଆଶ୍ରମରେ ଶ୍ରୀକୃଷ୍ଣଙ୍କ ସହପାଠୀ ସୁଦାମା ଚରିତ୍ରକୁ ନେଇ ଏହାର କାହାଣୀ ଗତିଶୀଳ ହୋଇଛି ।[୪]
ଅଭିନୟରେ
[ସମ୍ପାଦନା]ଓଡ଼ିଆ କଥାଚିତ୍ର ‘କୃଷ୍ଣ ସୁଦାମା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
- ଶାନ୍ତି ସ୍ୱରୂପ ମିଶ୍ର
- ଗୋବିନ୍ଦ ତେଜ
- ତ୍ରିପୁରା ମିଶ୍ର
- ଅନୀତା ଦାସ[୫]
- ଧୀର ବିଶ୍ୱାଳ
- ନମ୍ରତା ଦାସ
- ପ୍ରଶାନ୍ତ ନନ୍ଦ
- ଜୟୀରାମ ସାମଲ
- ମାମିନା
- ପ୍ରୀତି ପଟ୍ଟନାୟକ
ଆଧାର
[ସମ୍ପାଦନା]- ↑ "୪୦ବର୍ଷ ତଳକୁ ଫେରିଲେ ଦର୍ଶକ". ନିତିଦିନ. Archived from the original on 2020-10-16. Retrieved 01 December 2016.
{{cite news}}
: Check date values in:|accessdate=
(help) - ↑ "ଶ୍ରୀକୃଷ୍ଣ ଏବଂ ସୁଦାମାଙ୍କ ଉପରେ ତିଆରି ହୋଇଛି ଓଡ଼ିଆ ଛବି , ପୌରାଣିକ ଆଉ ସାମାଜିକ ବି | Sambad". Sambad. ଓଡ଼ିଶା. 2 September 2018. Archived from the original on 3 September 2018. Retrieved 2 September 2018.
- ↑ http://odishasuntimes.com/2015/01/13/odishas-veteran-actor-director-hara-patnaik-no/
- ↑ "ଓଡ଼ିଆ ଫିଲ୍ମର ସୁଦାମା ଚାଲିଗଲେ". ନଜର୍ (ନିତିଦିନ). Archived from the original on 2020-10-14. Retrieved 22 August 2016.
{{cite news}}
:|first=
missing|last=
(help) - ↑ "ଓଡ଼ିଆ ସିନେ ଅଭିନେତ୍ରୀ ଅନିତା ଦାସଙ୍କ ପରଲୋକ". OTV Khabar. 11 May 2018. Archived from the original on 18 July 2018. Retrieved 14 January 2019.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ କୃଷ୍ଣ ସୁଦାମା