ଓନ୍ଲି ପ୍ୟାର
ଓନ୍ଲି ପ୍ୟାର | |
---|---|
ନିର୍ଦ୍ଦେଶକ | ତାପସ ସରଘରିଆ |
ପ୍ରଯୋଜକ | ସୁନୀଲ କୁମାର ଦାସ |
ସଂଳାପ | ଭରଦ୍ୱାଜ ପଣ୍ଡା |
କାହାଣୀ | ଭରଦ୍ୱାଜ ପଣ୍ଡା |
କଳାକାର | ବାବୁଶାନ୍ ସୁପ୍ରିୟା ଆନିଷା ଶର୍ମା ମିହିର ଦାସ ଅପରାଜିତା ମହାନ୍ତି ପ୍ରଜ୍ଞା ଖଟୁଆ |
ସଙ୍ଗୀତ | ଅଭିଜିତ ମଜୁମଦାର |
ଚିତ୍ରଗ୍ରହଣ | ରବିନ୍ଦ୍ର ବେହେରା |
ସମ୍ପାଦକ | ବିରେନ ଜ୍ୟୋତି ମହାନ୍ତି |
ମୁକ୍ତିଲାଭ ତାରିଖ | ୧୨ ଜାନୁଆରୀ ୨୦୧୮[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଓନ୍ଲି ପ୍ୟାର, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨][୩][୪][୫][୬][୧] ଏହି କଥାଚିତ୍ରଟିର ପ୍ରଯୋଜନ କରିଛନ୍ତି ସୁନୀଲ କୁମାର ଦାସ ।[୭] ଭରଦ୍ୱାଜ ପଣ୍ଡା ଏହି କଥାଚିତ୍ରଟିର କାହାଣୀ ଏବଂ ସଂଳାପ ରଚନା କରିଥିଲେ ।[୫] ତାପସ ସରଘରିଆ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୮][୯] ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୧୦]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍, ସୁପ୍ରିୟା ନାୟକ ଏବଂ ଆନିଷା ଶର୍ମା ।[୧୧] ମିହିର ଦାସ, ଅପରାଜିତା ମହାନ୍ତି, ପ୍ରଜ୍ଞା ଖଟୁଆ, ଚୌଧୁରୀ ବିକାଶ ଦାସ, ଚୌଧୁରୀ ଜୟପ୍ରକାଶ ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୧୦]
ଅଭିନୟ
[ସମ୍ପାଦନା]- ବାବୁଶାନ୍[୧୨][୧୩]
- ସୁପ୍ରିୟା ନାୟକ[୧୪]
- ଆନିଷା ଶର୍ମା[୧୫]
- ମିହିର ଦାସ[୧୬]
- ଅପରାଜିତା ମହାନ୍ତି
- ପ୍ରଜ୍ଞା ଖଟୁଆ
- ଚୌଧୁରୀ ବିକାଶ ଦାସ
- ଚୌଧୁରୀ ଜୟପ୍ରକାଶ ଦାସ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ନିର୍ମଳ ନାୟକ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୧୦] ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ, ବାବୁଶାନ୍, ତାରିକ୍ ଅଜିଜ୍, ସତ୍ୟଜିତ, ଇରା ମହାନ୍ତି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ସୁନ୍ ବେଲିଆ" | ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ | |
2. | "ଇଟ୍ସ୍ ଓନ୍ଲି ପ୍ୟାର୍" | ବାବୁଶାନ୍ | |
3. | "ଯେବେ ଲୀଳା କଲେ କହ୍ନେୟା" | ତାରିକ୍ ଅଜିଜ୍ | |
4. | "ଭଲ ତତେ ପାଉ ପାଉ" | ହ୍ୟୁମାନ ସାଗର | |
5. | "ଭୁଲାଇ ମୋ ମନ" | ସତ୍ୟଜିତ, ଇରା ମହାନ୍ତି | |
6. | "ହାଏରେ ସମ୍ପର୍କ" | ||
7. | "ଲାଗିଯା ଛାତିରେ" | ସତ୍ୟଜିତ |
ବ୍ୟବସାୟ
[ସମ୍ପାଦନା]ଏହି ଚଳଚ୍ଚିତ୍ରଟି ୨୦୧୮ ମସିହାରେ ପ୍ରଥମ ଚଳଚ୍ଚିତ୍ର ଭାବରେ ମୁକ୍ତିଲାଭ କରିଥିଲେ ମଧ୍ୟ ସେତେଟା ଭଲ ବ୍ୟବସାୟ କରିପାରିନଥିଲା । ଏହାର ମୁକ୍ତିଲାଭର ପରବର୍ତ୍ତୀ ସପ୍ତାହରେ ହାପି ଲକି ମୁକ୍ତିଲାଭ କରିଥିଲା, କିନ୍ତୁ ଚଳଚ୍ଚିତ୍ରଟିକୁ ଦର୍ଶକ ସେତେ ପସନ୍ଦ କରିନଥିଲେ ।[୧୭]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "ଆଜି ରିଲିଜ୍ ହେଉଛି 'ଓନ୍ଲି ପ୍ୟାର୍'". sambad.in. 12 January 2018. Retrieved 14 January 2018.
- ↑ "ଜାଣନ୍ତୁ , ୨୦୧୮ରେ ଏଯାଏଁ କେତୋଟି ଓଡ଼ିଆ ସିନେମା ରିଲିଜ୍ ହେଲା". Sambad.in. ଓଡ଼ିଶା. 29 December 2018. Archived from the original on 22 October 2020. Retrieved 29 December 2018.
- ↑ "ବଢ଼ୁଛି ଆକର୍ଷଣ , ନଅ ମାସରେ ୨୧ଟି ନୂଆ ଓଡ଼ିଆ ସିନେମା ଦେଖିଲେଣି ଦର୍ଶକ | Sambad". Sambad (in Odia). Odisha. 1 October 2018. Archived from the original on 4 November 2019. Retrieved 2 October 2018.
{{cite news}}
: CS1 maint: unrecognized language (link) - ↑ "ବର୍ଷର ପ୍ରଥମ ଆଠ ମାସରେ ଓଲିଉଡର ହାଲଚାଲ୍ ସଂପର୍କରେ ଜାଣିବାକୁ ଚାହାଁନ୍ତି କି ? | Sambad". Sambad. 4 September 2018. Archived from the original on 7 September 2018. Retrieved 4 September 2018.
- ↑ ୫.୦ ୫.୧ "ପ୍ରଥମ ତିନି ମାସରେ ଏହି ସବୁ ଓଡ଼ିଆ ସିନେମା ରିଲିଜ୍ ହୋଇଛି". sambad.in. 1 April 2018. Retrieved 2 April 2018.
- ↑ "ଓଲିଉଡ ପାଇଁ ଶୁଭ ସଂକେତ !". sambad.in. 14 January 2018. Retrieved 14 January 2018.
- ↑ "Odia Movies List 2018". OdiaLive. Archived from the original on 25 January 2019. Retrieved 30 December 2018.
- ↑ "ପ୍ରଥମ ଦୁଇମାସରେ ମାତ୍ର ତିନିଟି ଓଡ଼ିଆ ଛବି!". sambad.in. 28 February 2018. Retrieved 5 March 2018.
- ↑ "ଏମାନଙ୍କର ଏବର୍ଷ ଦୁଇଟି ଓଡ଼ିଆ ସିନେମା". Sambad. ଭୁବନେଶ୍ୱର. 31 December 2018. Archived from the original on 2 January 2019. Retrieved 4 January 2019.
- ↑ ୧୦.୦ ୧୦.୧ ୧୦.୨ "ବାବୁଙ୍କ ଖୁସି". ସମାଜ. 26 November 2017. Retrieved 26 November 2017.[permanent dead link]
- ↑ "ପ୍ରେମ-ତ୍ୟାଗର କାହାଣୀ". ସମାଜ. 14 January 2018. Retrieved 14 January 2018.[permanent dead link]
- ↑ "ଏହି ସିନେମାରେ ବାବୁସାନ କରିଥିଲେ ଗେଷ୍ଟ୍ ରୋଲ୍". sambad.in. 24 April 2018. Retrieved 6 June 2018.
- ↑ "ଏ ବର୍ଷ ଏହି ଓଲିଉଡ ନାୟକ ମାରିଲେ ବାଜି". Sambad. 30 December 2018. Archived from the original on 24 September 2020. Retrieved 4 January 2019.
- ↑ "ସୁପ୍ରିୟାଙ୍କୁ ସୁଯୋଗ ପରେ ସୁଯୋଗ". ପ୍ରମେୟ. 6 July 2022. Archived from the original on 27 October 2022. Retrieved 27 October 2022.
- ↑ "ରିଆଲିଟି ସୋ' ଜରିଆରେ ଛୋଟ ପରଦାକୁ ଫେରିଲେ ଏହି ନାୟିକା". sambad.in. 17 April 2018. Retrieved 6 June 2018.
- ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
- ↑ "ଓଲିଉଡ଼୍ ପାଇଁ ନୈରାଶ୍ୟଜନକ ପ୍ରଥମ ମାସ!". sambad.in. 2 February 2018. Retrieved 6 February 2018.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଓନ୍ଲି ପ୍ୟାର