ଓନ୍‌ଲି ପ୍ୟାର

ଉଇକିପିଡ଼ିଆ‌ରୁ
ଓନ୍‌ଲି ପ୍ୟାର
ନିର୍ଦ୍ଦେଶକତାପସ ସରଘରିଆ
ପ୍ରଯୋଜକସୁନୀଲ କୁମାର ଦାସ
ସଂଳାପଭରଦ୍ୱାଜ ପଣ୍ଡା
କାହାଣୀଭରଦ୍ୱାଜ ପଣ୍ଡା
କଳାକାରବାବୁଶାନ୍
ସୁପ୍ରିୟା
ଆନିଷା ଶର୍ମା
ମିହିର ଦାସ
ଅପରାଜିତା ମହାନ୍ତି
ପ୍ରଜ୍ଞା ଖଟୁଆ
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣରବିନ୍ଦ୍ର ବେହେରା
ସମ୍ପାଦକବିରେନ ଜ୍ୟୋତି ମହାନ୍ତି
ମୁକ୍ତିଲାଭ ତାରିଖ
୧୨ ଜାନୁଆରୀ ୨୦୧୮[୧]
ଦେଶ ଭାରତ
ଭାଷାଓଡ଼ିଆ

ଓନ୍‌ଲି ପ୍ୟାର, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨][୩][୪][୫][୬][୧] ଏହି କଥାଚିତ୍ରଟିର ପ୍ରଯୋଜନ କରିଛନ୍ତି ସୁନୀଲ କୁମାର ଦାସ[୭] ଭରଦ୍ୱାଜ ପଣ୍ଡା ଏହି କଥାଚିତ୍ରଟିର କାହାଣୀ ଏବଂ ସଂଳାପ ରଚନା କରିଥିଲେ ।[୫] ତାପସ ସରଘରିଆ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୮][୯] ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୧୦]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍, ସୁପ୍ରିୟା ନାୟକ ଏବଂ ଆନିଷା ଶର୍ମା[୧୧] ମିହିର ଦାସ, ଅପରାଜିତା ମହାନ୍ତି, ପ୍ରଜ୍ଞା ଖଟୁଆ, ଚୌଧୁରୀ ବିକାଶ ଦାସ, ଚୌଧୁରୀ ଜୟପ୍ରକାଶ ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୧୦]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ନିର୍ମଳ ନାୟକ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୧୦] ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ, ବାବୁଶାନ୍, ତାରିକ୍ ଅଜିଜ୍, ସତ୍ୟଜିତ, ଇରା ମହାନ୍ତି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
1."ସୁନ୍ ବେଲିଆ"ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ 
2."ଇଟ୍‌ସ୍ ଓନ୍‌ଲି ପ୍ୟାର୍"ବାବୁଶାନ୍ 
3."ଯେବେ ଲୀଳା କଲେ କ‌ହ୍ନେୟା"ତାରିକ୍ ଅଜିଜ୍ 
4."ଭଲ ତ‌ତେ ପାଉ ପାଉ"ହ୍ୟୁମାନ ସାଗର 
5."ଭୁଲାଇ ମୋ ମନ"ସତ୍ୟଜିତ, ଇରା ମହାନ୍ତି 
6."ହାଏରେ ସମ୍ପର୍କ"  
7."ଲାଗିଯା ଛାତିରେ"ସତ୍ୟଜିତ 

ବ୍ୟବସାୟ[ସମ୍ପାଦନା]

ଏହି ଚଳଚ୍ଚିତ୍ରଟି ୨୦୧୮ ମସିହାରେ ପ୍ରଥମ ଚଳଚ୍ଚିତ୍ର ଭାବରେ ମୁକ୍ତିଲାଭ କରିଥିଲେ ମଧ୍ୟ ସେତେଟା ଭଲ ବ୍ୟବସାୟ କରିପାରିନଥିଲା । ଏହାର ମୁକ୍ତିଲାଭର ପରବର୍ତ୍ତୀ ସପ୍ତାହରେ ହାପି ଲକି ମୁକ୍ତିଲାଭ କରିଥିଲା, କିନ୍ତୁ ଚଳଚ୍ଚିତ୍ରଟିକୁ ଦର୍ଶକ ସେତେ ପସନ୍ଦ କରିନଥିଲେ ।[୧୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ "ଆଜି ରିଲିଜ୍‌ ହେଉଛି 'ଓନ୍‌ଲି ପ୍ୟାର୍‌'". sambad.in. 12 January 2018. Retrieved 14 January 2018.
  2. "ଜାଣନ୍ତୁ , ୨୦୧୮ରେ ଏଯାଏଁ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା". Sambad.in. ଓଡ଼ିଶା. 29 December 2018. Archived from the original on 22 October 2020. Retrieved 29 December 2018.
  3. "ବଢ଼ୁଛି ଆକର୍ଷଣ , ନଅ ମାସରେ ୨୧ଟି ନୂଆ ଓଡ଼ିଆ ସିନେମା ଦେଖିଲେଣି ଦର୍ଶକ | Sambad". Sambad (in Odia). Odisha. 1 October 2018. Archived from the original on 4 November 2019. Retrieved 2 October 2018.{{cite news}}: CS1 maint: unrecognized language (link)
  4. "ବର୍ଷର ପ୍ରଥମ ଆଠ ମାସରେ ଓଲିଉଡର ହାଲଚାଲ୍‌ ସଂପର୍କରେ ଜାଣିବାକୁ ଚାହାଁନ୍ତି କି ? | Sambad". Sambad. 4 September 2018. Archived from the original on 7 September 2018. Retrieved 4 September 2018.
  5. ୫.୦ ୫.୧ "ପ୍ରଥମ ତିନି ମାସରେ ଏହି ସବୁ ଓଡ଼ିଆ ସିନେମା ରିଲିଜ୍‌ ହୋଇଛି". sambad.in. 1 April 2018. Retrieved 2 April 2018.
  6. "ଓଲିଉଡ ପାଇଁ ଶୁଭ ସଂକେତ !". sambad.in. 14 January 2018. Retrieved 14 January 2018.
  7. "Odia Movies List 2018". OdiaLive. Archived from the original on 25 January 2019. Retrieved 30 December 2018.
  8. "ପ୍ରଥମ ଦୁଇମାସରେ ମାତ୍ର ତିନିଟି ଓଡ଼ିଆ ଛବି!". sambad.in. 28 February 2018. Retrieved 5 March 2018.
  9. "ଏମାନଙ୍କର ଏବର୍ଷ ଦୁଇଟି ଓଡ଼ିଆ ସିନେମା". Sambad. ଭୁବନେଶ୍ୱର. 31 December 2018. Archived from the original on 2 January 2019. Retrieved 4 January 2019.
  10. ୧୦.୦ ୧୦.୧ ୧୦.୨ "ବାବୁଙ୍କ ଖୁସି". ସମାଜ. 26 November 2017. Retrieved 26 November 2017.[permanent dead link]
  11. "ପ୍ରେମ-ତ୍ୟାଗର କାହାଣୀ". ସମାଜ. 14 January 2018. Retrieved 14 January 2018.[permanent dead link]
  12. "ଏହି ସିନେମାରେ ବାବୁସାନ କରିଥିଲେ ଗେଷ୍ଟ୍‍ ରୋଲ୍‌". sambad.in. 24 April 2018. Retrieved 6 June 2018.
  13. "ଏ ବର୍ଷ ଏହି ଓଲିଉଡ ନାୟକ ମାରିଲେ ବାଜି". Sambad. 30 December 2018. Archived from the original on 24 September 2020. Retrieved 4 January 2019.
  14. "ସୁପ୍ରିୟାଙ୍କୁ ସୁଯୋଗ ପରେ ସୁଯୋଗ". ପ୍ରମେୟ. 6 July 2022. Archived from the original on 27 October 2022. Retrieved 27 October 2022.
  15. "ରିଆଲିଟି ସୋ' ଜରିଆରେ ଛୋଟ ପରଦାକୁ ଫେରିଲେ ଏହି ନାୟିକା". sambad.in. 17 April 2018. Retrieved 6 June 2018.
  16. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
  17. "ଓଲିଉଡ଼୍‍ ପାଇଁ ନୈରାଶ୍ୟଜନକ ପ୍ରଥମ ମାସ!". sambad.in. 2 February 2018. Retrieved 6 February 2018.

ବାହାର ଆଧାର[ସମ୍ପାଦନା]