ବିରେନ ଜ୍ୟୋତି ମହାନ୍ତି
ଦେଖଣା
ବିରେନ ଜ୍ୟୋତି ମହାନ୍ତି | |
|---|---|
| ଜନ୍ମ | |
| ଜାତୀୟତା | ଭାରତୀୟ |
| ବୃତ୍ତି | କଥାଚିତ୍ର ସମ୍ପାଦକ |
| ସକ୍ରିୟ ବର୍ଷ | ୨୦୦୫–ଏବେଯାଏଁ |
| ପ୍ରସିଦ୍ଧି | ଲକ୍, ଯୋଡ଼ି ବ୍ରେକର୍ସ୍, ଚକ୍ଲେଟ୍, ଲୁଚକାଳି |
ବିରେନ ଜ୍ୟୋତି ମହାନ୍ତି ଜଣେ ଭାରତୀୟ କଥାଚିତ୍ର ସମ୍ପାଦକ । ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଜଗତରେ ସମ୍ପାଦନା ପାଇଁ ଜଣାଶୁଣା; ଲକ୍ ଓ ଜୋଡ଼ି ବ୍ରେକର୍ସ ଭଳି ହିନ୍ଦୀ କଥାଚିତ୍ର ସହିତ ଓଡ଼ିଆ କଥାଚିତ୍ର ଜଗତରେ ମଧ୍ୟ କିଛି କଥାଚିତ୍ର ସମ୍ପାଦନା କରିଛନ୍ତି ।[୧]
ସମ୍ପାଦନା
[ସମ୍ପାଦନା]| ବର୍ଷ | କଥାଚିତ୍ର | ଭାଷା | ମନ୍ତବ୍ୟ |
|---|---|---|---|
| ୨୦୦୯ | ଲକ୍ | ହିନ୍ଦୀ | |
| ୨୦୧୧ | ଚକ୍ଲେଟ୍ | ଓଡ଼ିଆ | |
| ୨୦୧୨ | ଯୋଡ଼ି ବ୍ରେକର୍ସ୍ | ହିନ୍ଦୀ | |
| ଲୁଚକାଳି | ଓଡ଼ିଆ | ||
| ୨୦୧୩ | ସୋନା ସ୍ପା | ହିନ୍ଦୀ | |
| ୨୦୧୪ | ବବ୍ଲୁ ହାପି ହୈ | ହିନ୍ଦୀ | |
| ଫେତଃ | ପଞ୍ଜାବୀ | ||
| ୨୦୧୫ | କୌନ୍ କିତ୍ନେ ପାନି ମେଁ | ହିନ୍ଦୀ | |
| ୨୦୧୬ | ଭାବିପେଡ଼ିଆ | ହିନ୍ଦୀ | |
| ୨୦୧୭ | ଜଷ୍ଟ ମୋହବତ୍ | ଓଡ଼ିଆ | |
| ୨୦୨୩ | ଆନ୍ଥୋନୀ | ଓଡ଼ିଆ |
ଆଧାର
[ସମ୍ପାଦନା]- ↑ "The Telegraph - Calcutta (Kolkata) | Orissa | City boy snips his way to success". www.telegraphindia.com. Archived from the original on 2016-03-04.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ବିରେନ ଜ୍ୟୋତି ମହାନ୍ତି