ଶ୍ରେଣୀ:ଜ୍ୟୋତିର୍ଲିଙ୍ଗ

ଉଇକିପିଡ଼ିଆ‌ରୁ

ପୌରାଣିକ ବର୍ଣ୍ଣନା ଅନୁସାରେ ଦେବଦେବ ମହାଦେବ ଜ୍ୟୋତିସ୍ଵରୂପ ଜ୍ୟୋତିସ୍ତମ୍ଭ ବା ଜ୍ୟୋତିର୍ଲିଙ୍ଗ ରୂପେ ଭାରତର ବାର ଗୋଟି ପବିତ୍ର ସ୍ଥଳରେ ଆବିର୍ଭୂତ ହୋଇ ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ରୂପେ ପୁଜା ପାଉଛନ୍ତି ।