ମଧ୍ୟ ପ୍ରଦେଶ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ମଧ୍ୟ ପ୍ରଦେଶ
ରାଜ୍ୟ
ଭାରତରେ ମଧ୍ୟ ପ୍ରଦେଶର ଅବସ୍ଥାନ
ଭାରତରେ ମଧ୍ୟ ପ୍ରଦେଶର ଅବସ୍ଥାନ
ଦିଗବାରେଣୀ (ଭୋପାଳ): 23°50′N 91°17′E / 23.84°N 91.28°E / 23.84; 91.28Coordinates: 23°50′N 91°17′E / 23.84°N 91.28°E / 23.84; 91.28
ଦେଶ  ଭାରତ
ସ୍ଥାପନ ୧ ନଭେମ୍ବର ୧୯୫୬
ରାଜଧାନୀ ଭୋପାଲ
ବୃହତ୍ତମ ନଗର ଇନ୍ଦୋର
ଜିଲ୍ଲା ସଂଖ୍ୟା ୫୦
ସରକାର
 • ରାଜ୍ୟପାଳ ରାମ ନରେଶ ଯାଦବ
 • ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ
 • ନ୍ୟାୟପାଳିକା ଏକ ନ୍ୟାୟପାଳିକା (୨୩୦ ଆସନ)
 • ସାଂସଦ ୨୯ (ଲୋକ ସଭା)
କ୍ଷେତ୍ରଫଳ
 • ମୋଟ ୩,୦୮,୨୫୨ km ( sq mi)
କ୍ଷେତ୍ରଫଳ କ୍ରମାଙ୍କ ୨ୟ
ଜନସଂଖ୍ୟା (୨୦୧୧)
 • ମୋଟ ୭,୫୬,୯୭,୫୬୫
 • କ୍ରମାଙ୍କ ୬ଷ୍ଟ
 • ଘନତା /km (୬୪୦/sq mi)
ସମୟ ମଣ୍ଡଳ IST (UTC+୦୫:୩୦)
ISO 3166 code IN-MP
HDI increase ୦.୪୮୮ (କମ)
HDI କ୍ରମାଙ୍କ ୨୬ ତମ(୨୦୦୫)
ସାକ୍ଷରତା ୭୬.୫%
ସରକାରୀ ଭାଷା ହିନ୍ଦୀ
ୱେବସାଇଟ mp.gov.in


ମଧ୍ୟ ପ୍ରଦେଶ ଭାରତର ମଧ୍ୟଭାଗରେ ଥିବା ଏକ ରାଜ୍ୟ ଅଟେ ।ଏହାର ରାଜଧାନୀ ଭୋପାଳ ଅଟେ । ଏହାର ବଡ଼ ସହର ଇନ୍ଦୋର ଅଟେ । ଏହାର ଭୌଗୋଳିକ ଅବସ୍ଥିତି ଯୋଗୁଁ ଏହାକୁ "ଭାରତର ହୃଦୟ" କୁହାଯାଏ । କ୍ଷେତ୍ରଫଳ ଦୃଷ୍ଟିରୁ ଏହା ଦେଶର ଦ୍ଵିତୀୟ ବୃହତମ ରାଜ୍ୟ ଏଟେ । ଜନସଂଖ୍ୟା ଦୃଶ୍ଟିରୁ ଏହା ଦେଶର ପଞ୍ଚମ ବୃହତମ ରାଜ୍ୟ । ଏହାର ଉତ୍ତର-ପଶ୍ଚିମରେ ରାଜସ୍ଥାନ , ପଶ୍ଚମରେ ଗୁଜୁରାଟ , ଦକ୍ଷିଣରେ ମହାରାଷ୍ଟ୍ର , ଦକ୍ଷିଣ-ପୂର୍ବରେ ଛତିଶଗଡ଼ , ଉତ୍ତର-ପୂର୍ବରେ ଉତ୍ତରପ୍ରଦେଶ ଅଛି ।

ଭୂଗୋଳ[ସମ୍ପାଦନା]

ଇତିହାସ[ସମ୍ପାଦନା]

ଭାଷା ଓ ସାହିତ୍ୟ[ସମ୍ପାଦନା]

== ଆଧାର ==ବୋଲ୍‌ଡ (Bold) ଲେଖା

ଅଧିକ ତଥ୍ୟ[ସମ୍ପାଦନା]