ଏଇଠି ସ୍ୱର୍ଗ ଏଇଠି ନର୍କ

ଉଇକିପିଡ଼ିଆ‌ରୁ
ଏଇଠି ସ୍ୱର୍ଗ ଏଇଠି ନର୍କ
ନିର୍ଦ୍ଦେଶକଶିଶିର ମୋହନ ପତି
ପ୍ରଯୋଜକଫେଲୁ ପଟ୍ଟନାୟକ,
କନ୍‌ୱଲ୍ ସିଂହ
ସଂଳାପଫେଲୁ ପଟ୍ଟନାୟକ
ଚିତ୍ରନାଟ୍ୟଶିଶିର ମୋହନ ପତି
କାହାଣୀଫେଲୁ ପଟ୍ଟନାୟକ
କଳାକାରସିଦ୍ଧାନ୍ତ ମହାପାତ୍ର,
ମିହିର ଦାସ,
ମାମା ମିଶ୍ର,
ଜ୍ୟୋତି ମିଶ୍ର
ସଙ୍ଗୀତଫେଲୁ ପଟ୍ଟନାୟକ
ଚିତ୍ରଗ୍ରହଣଶାମ୍ବା ଶିବା ରାଓ
ସମ୍ପାଦକଏ. ଶେଖର ପ୍ରସାଦ
ମୁକ୍ତିଲାଭ ତାରିଖ
୨୦୦୩
ଦେଶ ଭାରତ
ଭାଷାଓଡ଼ିଆ

ଏଇଠି ସ୍ୱର୍ଗ ଏଇଠି ନର୍କ, ୨୦୦୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । କନ୍‌ୱଲ୍ ସିଂହ ଓଫେଲୁ ପଟ୍ଟନାୟକ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ । ଫେଲୁ ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ ଓ ସଂଳାପ ରଚନା କରିଥିଲେ । ଶିଶିର ମୋହନ ପତି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ସିଦ୍ଧାନ୍ତ ମହାପାତ୍ର, ମିହିର ଦାସ, ମାମା ମିଶ୍ର, ଜ୍ୟୋତି ମିଶ୍ର, ଉଷସୀ ମିଶ୍ର, ହର ପଟ୍ଟନାୟକ, ସୁରେଶ ବଳ, ନମ୍ରତା ଦାସ, ସରୋଜ ଦାସ, ସାତ୍ୟକି ମିଶ୍ର, ପିଣ୍ଟୁ ନନ୍ଦ, ପିତବାସ, ବ୍ରଜ ସିଂହ, ଜୟୀରାମ ସାମଲ, ପ୍ରିୟମ୍ବଦା ରାୟ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଫେଲୁ ପଟ୍ଟନାୟକ । ଦେବଦାସ ଛୋଟରାୟ, ଶ୍ରୀହର୍ଷ କର, ନିଜାମ, ଫେଲୁ ପଟ୍ଟନାୟକ, ପ୍ରଦିପ୍ତ ରାୟ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ମହମଦ ଅଜିଜ, ପଙ୍କଜ ଜାଲ୍, ଇରା ମହାନ୍ତି, ଅରବିନ୍ଦ ମୁଦୁଲି, ଶୈଳଭାମା ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍‌". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.
  2. "ଭଲ ଅଫର ମିଳିଲେ ପୁଣି ଯାତ୍ରାକୁ ଫେରିବି: ଉଷସୀ ମିଶ୍ର". Sankalpa Odisha. 3 April 2017. Retrieved 22 April 2018.
  3. "ଆରପାରିରେ ଅଭିନେତା ମୀନକେତନ". Odisha News Agency. 1 July 2017. Archived from the original on 17 December 2017. Retrieved 22 April 2018.

ବାହାର ଆଧାର[ସମ୍ପାଦନା]