ସୁନା ଭାଉଜ
ଦେଖଣା
ସୁନା ଭାଉଜ | |
---|---|
ନିର୍ଦ୍ଦେଶକ | ଶିଶିର ମିଶ୍ର |
ପ୍ରଯୋଜକ | ବିଶ୍ୱଜିତ ବିଶ୍ୱାଳ |
ସଂଳାପ | ଶିଶିର ମିଶ୍ର |
କଳାକାର | ଧୀର ବିଶ୍ୱାଳ, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ମହାଶ୍ୱେତା ରାୟ |
ସଙ୍ଗୀତ | ଅକ୍ଷୟ ମହାନ୍ତି |
ଚିତ୍ରଗ୍ରହଣ | ଶାମ୍ବା |
ମୁକ୍ତିଲାଭ ତାରିଖ | ୧୯୯୪ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୭୭ଲକ୍ଷ ୨୧ହଜାର |
ସୁନା ଭାଉଜ, ୧୯୯୪ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଶିଶିର ମିଶ୍ର ।[୧][୨][୩]
ଅଭିନୟ
[ସମ୍ପାଦନା]- ଧୀର ବିଶ୍ୱାଳ
- ଉତ୍ତମ ମହାନ୍ତି
- ମିହିର ଦାସ
- ଦେବୁ ବୋଷ
- ଦୁଃଖୀରାମ ସ୍ୱାଇଁ
- ଜୟୀରାମ ସାମଲ
- ଗୋବିନ୍ଦ ତେଜ
- ବ୍ରଜ ସିଂ
- ପ୍ରଦୀପ
- ରାଇମୋହନ
- ଶିଶିର ମିଶ୍ର
- ଅରବିନ୍ଦ
- ନରୀ
- ଅପରାଜିତା ମହାନ୍ତି
- ମହାଶ୍ୱେତା ରାୟ
- ଝରଣା ଦାସ
- ପ୍ରିୟଙ୍କା ମହାପାତ୍ର
- ମାମିନା
- ସ୍ନିଗ୍ଧା ମହାନ୍ତି
- ନମ୍ରତା ଦାସ
- ନବନିତା
ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "ସଙ୍ଗୀତକାର ଅକ୍ଷୟ ମହାନ୍ତି ଏବଂ ଓଡ଼ିଆ ସିନେ ନିର୍ଦ୍ଦେଶକ". sambad.in. 12 October 2017. Retrieved 11 July 2018.
- ↑ "Five from Odisha get Padma honours". Odisha Sun Times. 25 January 2018. Retrieved 13 July 2018.
- ↑ "ଏହି ପପୁଲାର ନିର୍ଦ୍ଦେଶକଙ୍କ ସହ କାମ କରିନାହାନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ". OdishaLIVE. 31 May 2018. Archived from the original on 27 March 2020. Retrieved 27 August 2018.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସୁନା ଭାଉଜ