ମହୁଆ (ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ‌ରୁ
ମହୁଆ
ନିର୍ଦ୍ଦେଶକହରିଶ ମହାନ୍ତି
ପ୍ରଯୋଜକଅରୁନ୍ଧତୀ ଦାସ
ସତ୍ୟବ୍ରତ ଦାସ
ସଂଳାପ(ସଂଳାପ): ସୁବୋଧ ପଟ୍ଟନାୟକ
ଚିତ୍ରନାଟ୍ୟହରିଶ ମହାନ୍ତି
କାହାଣୀପ୍ରିୟବ୍ରତ ଦାସ
କଳାକାରଶ୍ରୀରାମ ପଣ୍ଡା
ସ୍ନିଗ୍ଧା ମହାନ୍ତି
ମିହିର ଦାସ
ଦେବୁ ବୋଷ
ଗ୍ଲୋରିଆ ମହାନ୍ତି
ନିହାରିକା ସାହୁ
ସୁଜାତା ଆନନ୍ଦ
ସଙ୍ଗୀତପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ
ଚିତ୍ରଗ୍ରହଣଶାମ୍ବା ଶିବା ରାଓ
ସମ୍ପାଦକଏ. ମଦନ ମୋହନ ପ୍ରସାଦ
ମୁକ୍ତିଲାଭ ତାରିଖ
୮ ସେପ୍ଟେମ୍ବର ୧୯୯୪
ଦେଶ ଭାରତ
ଭାଷାଓଡ଼ିଆ

ମହୁଆ, ୧୯୯୪ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅରୁନ୍ଧତୀ ଦାସ ଏବଂ ସତ୍ୟବ୍ରତ ଦାସ । ପ୍ରିୟବ୍ରତ ଦାସ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ହରିଶ ମହାନ୍ତି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]

ଶ୍ରୀରାମ ପଣ୍ଡା, ସ୍ନିଗ୍ଧା ମହାନ୍ତି, ମିହିର ଦାସ, ଦେବୁ ବୋଷ, ଗ୍ଲୋରିଆ ମହାନ୍ତି, ନିହାରିକା ସାହୁ, ସୁଜାତା ଆନନ୍ଦ, ଦୁଃଖିରାମ ସ୍ୱାଇଁ, କାନ୍ତ ସିଂହ, ପ୍ରତିଭା ସାହୁ, ସରୋଜ ଦାସ, ଇଲୁ ବାନାର୍ଜୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଗୀତା ଦାଶ, ଶ୍ରୀକାନ୍ତ ଦାସ, ସୁବାସ ଦାସ, ତୃପ୍ତି ଦାସ, ଚିତ୍ତ ଜେନା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. "ଉତ୍ତମଙ୍କ ବଦଳରେ ଶ୍ରୀରାମ ସ୍ଥାନ ପାଇଥିଲେ ଏହି ସିନେମାରେ! | Sambad". Sambad. 25 March 2018. Retrieved 22 July 2018.
  2. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.

ବାହାର ଆଧାର[ସମ୍ପାଦନା]

  • ଇଣ୍ଟରନେଟ ମୁଭି ଡାଟାବେସରେ ମହୁଆ