ଛାଞ୍ଚ:ପ୍ରସଙ୍ଗ ପଞ୍ଜିକା/ଜୁନ
ଦେଖଣା
ଜନ୍ମ
- ୧ – ଫତୁରାନନ୍ଦ, 'ସାରଳା ସମ୍ମାନ' ପ୍ରାପ୍ତ ବ୍ୟଙ୍ଗ ସାହିତ୍ୟିକ (ଜନ୍ମ: ୧୯୧୫)
- ୨ – ସରୋଜ ପଟ୍ଟନାୟକ, ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସମ୍ମାନିତ ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର (ଜନ୍ମ: ୧୯୪୦)
- ୪ – ପ୍ରକାଶ ମହାପାତ୍ର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ସାହିତ୍ୟିକ (ଜନ୍ମ: ୧୯୫୬)
- ୫ – ସୁଭଦ୍ରା ପ୍ରଧାନ, ଏକଲବ୍ୟ ପୁରସ୍କାର ସମ୍ମାନିତ ହକି ଖେଳାଳି (ଜନ୍ମ: ୧୯୮୬)
- ୬ – ପଦ୍ମଶ୍ରୀ ବିନୋଦ କାନୁନଗୋ, ସ୍ଵାଧୀନତା ସଂଗ୍ରାମୀ, ଲେଖକ (ଜନ୍ମ: ୧୯୧୨)
- ୭ – ବିଭୁ ମହାପାତ୍ର, ଫ୍ୟାସନ ଡିଜାଇନର (ଜନ୍ମ: ୧୯୭୨)
- ୯ – ନନ୍ଦିନୀ ଶତପଥୀ, ଓଡ଼ିଶାର ପ୍ରଥମ ନାରୀ ମୁଖ୍ୟମନ୍ତ୍ରୀ (ଜନ୍ମ: ୧୯୩୧)
- ୧୦ – ମଧୁସୂଦନ ପତି, ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନପ୍ରାପ୍ତ ସାହିତ୍ୟିକ (ଜନ୍ମ: ୧୯୪୧)
- ୧୨ – ଅନନ୍ତ ପଟ୍ଟନାୟକ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ (ଜନ୍ମ: ୧୯୧୪)
- ୧୩ – ଅମରେଶ ବିଶ୍ଵାଳ, ଓଡ଼ିଆ ସାହିତ୍ୟିକ ଓ ସାମ୍ବାଦିକ (ଜନ୍ମ: ୧୯୭୨)
- ୧୯ – ମଣିମାଳା ଦେବୀ, ଜୟଦେବ ପୁରସ୍କାର ସମ୍ମାନିତ ଅଭିନେତ୍ରୀ (ଜନ୍ମ: ୧୯୩୧)
- ୨୦ – ଦ୍ରୌପଦୀ ମୁର୍ମୁ, ଝାଡ଼ଖଣ୍ଡର ରାଜ୍ୟପାଳ (ଜନ୍ମ: ୧୯୫୮)
- ୨୧ – ଜନ ବୀମସ, ବ୍ରିଟିଶ ଭାରତର ସରକାରୀ କର୍ମଚାରୀ ଓ ଲେଖକ (ଜନ୍ମ: ୧୮୩୭)
- ୨୩ – ଜଲାଲ ଆଦେନୀ, କଥାଚିତ୍ର ନିର୍ଦ୍ଦେଶକ ଓ ସଙ୍ଗୀତ ନିର୍ଦ୍ଦେଶକ (ଜନ୍ମ: ୧୯୩୬)
- ୨୪ – ରାଜେନ୍ଦ୍ର କିଶୋର ପଣ୍ଡା, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ (ଜନ୍ମ: ୧୯୪୪)
- ୨୬ – ବିପିନ ବିହାରୀ ମିଶ୍ର, କେନ୍ଦ୍ର ସାହିତ୍ୟ ଏକାଡେମୀ (ଅନୁବାଦ) ପୁରସ୍କାର ସମ୍ମାନିତ ସାହିତ୍ୟିକ (ଜନ୍ମ: ୧୯୨୯)
- ୨୭ – କୃପାସିନ୍ଧୁ ମିଶ୍ର, ଓଡ଼ିଆ ସାହିତ୍ୟିକ, ଐତିହାସିକ ଓ ଶିକ୍ଷକ (ଜନ୍ମ:୧୮୮୭)
- ୨୭ – ଗ୍ଲୋରିଆ ମହାନ୍ତି, ଜୟଦେବ ପୁରସ୍କାର ସମ୍ମାନିତ ଅଭିନେତ୍ରୀ (ଜନ୍ମ:୧୯୩୨)
- ୨୯ – ଅର୍ଚ୍ଚିତା ସାହୁ, ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସମ୍ମାନିତ ଅଭିନେତ୍ରୀ (ଜନ୍ମ: ୧୯୯୦)
- ୩୦ – ବାରିଷ୍ଟର ଗୋବିନ୍ଦ ଚନ୍ଦ୍ର ଦାସ, ଔପନ୍ୟାସିକ, ଭାରତର ସର୍ବୋଚ୍ଚ ନ୍ୟାୟାଳୟର ପ୍ରଥମ ଓଡ଼ିଆ ଓକିଲ(ଜନ୍ମ:୧୯୩୦)
ମୃତ୍ୟୁ
- ୧ – ପଦ୍ମଶ୍ରୀ ଘନଶ୍ୟାମ ମିଶ୍ର, ଆୟୁର୍ବେଦିକ ଚିକିତ୍ସକ ଓ ଗବେଷକ (ମୃତ୍ୟୁ: ୨୦୧୪)
- ୨ – ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜା, ଉଦ୍ଭିଦ ବିଜ୍ଞାନି ଓ ଅଧ୍ୟାପକ (ମୃତ୍ୟୁ: ୧୯୭୮)
- ୨ – ବିଶ୍ଵନାଥ ଦାସ, ଓଡ଼ିଶାର ଭୂତପୂର୍ବ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ (ମୃତ୍ୟୁ: ୧୯୮୪)
- ୨ – ମନମୋହନ ଚୌଧୁରୀ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ (ମୃତ୍ୟୁ: ୨୦୦୩)
- ୯ – ସୁରେନ୍ଦ୍ର ବିଦ୍ୟାଧର, ଓଡ଼ିଆ କଥାଚିତ୍ର ଗୀତିକାର (ମୃତ୍ୟୁ: ୨୦୧୩)
- ୧୧ – ପଠାଣି ସାମନ୍ତ, ଜ୍ୟୋତିର୍ବିଦ ଓ ପଣ୍ଡିତ (ମୃତ୍ୟୁ: ୧୯୦୪)
- ୧୧ – ପଦ୍ମଶ୍ରୀ ସତ୍ୟନାରାୟଣ ରାଜଗୁରୁ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ, ଐତିହାସିକ (ମୃତ୍ୟୁ: ୧୯୯୭)
- ୧୧ – ଆଦିଗୁରୁ ପଙ୍କଜ ଚରଣ ଦାସ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପୁରସ୍କାର ସମ୍ମାନିତ ଓଡ଼ିଶୀ ନୃତ୍ୟଶିଳ୍ପୀ (ମୃତ୍ୟୁ: ୨୦୦୩)
- ୧୪ – ବ୍ୟାସକବି ଫକୀର ମୋହନ ସେନାପତି, ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ (ମୃତ୍ୟୁ: ୧୯୧୮)
- ୧୪ – ବ୍ୟୋମକେଶ ମହାନ୍ତି, ଓଡ଼ିଶା ଲଳିତ କଳା ଏକାଡେମୀ ପୁରସ୍କାର ସମ୍ମାନିତ ଚିତ୍ରଶିଳ୍ପୀ (ମୃତ୍ୟୁ: ୨୦୧୦)
- ୧୪ – ଅନ୍ନଦା ପ୍ରସାଦ ରାୟ, ସାହିତ୍ୟିକ, ରାଜନେତା (ମୃତ୍ୟୁ: ୨୦୧୬)
- ୧୫ – ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର, କବି (ମୃତ୍ୟୁ: ୧୮୦୬)
- ୧୫ – ସାହିତ୍ୟ ବିଶାରଦ କୁଞ୍ଜବିହାରୀ ତ୍ରିପାଠୀ, ଓଡ଼ିଆ ଶିକ୍ଷାବିତ ଓ ଭାଷା ଗବେଷକ (ମୃତ୍ୟୁ: ୨୦୦୧)
- ୧୬ – ମଣିମାଳା ଦେବୀ, ଜୟଦେବ ପୁରସ୍କାର ସମ୍ମାନିତ ଅଭିନେତ୍ରୀ (ମୃତ୍ୟୁ: ୨୦୧୬)
- ୧୭ – ଉତ୍କଳମଣି ଗୋପବନ୍ଧୁ ଦାସ, ସ୍ଵାଧୀନତା ସଂଗ୍ରାମୀ (ମୃତ୍ୟୁ: ୧୯୨୮)
- ୧୭ – ଜ୍ଞାନୀନ୍ଦ୍ର ବର୍ମା, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ (ମୃତ୍ୟୁ: ୧୯୯୦)
- ୨୨ – ପଦ୍ମଶ୍ରୀ ବିନୋଦ କାନୁନଗୋ, ସ୍ଵାଧୀନତା ସଂଗ୍ରାମୀ, ଲେଖକ (ମୃତ୍ୟୁ: ୧୯୯୦)
- ୨୪ – ନବକୃଷ୍ଣ ଚୌଧୁରୀ, ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ (ମୃତ୍ୟୁ: ୧୯୮୪)
- ୨୪ – ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀ, ଓଡ଼ିଶୀ ନୃତ୍ୟୁଶିଳ୍ପୀ (ମୃତ୍ୟୁ: ୧୯୯୭)
- ୨୪ – ହରେକୃଷ୍ଣ ବେହେରା, ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ପ୍ରାପ୍ତ ଓଡ଼ିଶୀ ନୃତ୍ୟ ଗୁରୁ (ମୃତ୍ୟୁ: ୨୦୧୨)
- ୨୫ – ମହାପାତ୍ର ନୀଳମଣି ସାହୁ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ (ମୃତ୍ୟୁ: ୨୦୧୬)
- ୨୬ – ରାମଚନ୍ଦ୍ର ମିଶ୍ର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ପ୍ରାପ୍ତ ନାଟ୍ୟକାର (ମୃତ୍ୟୁ: ୧୯୯୨)
- ୨୭ – ବସନ୍ତ ନାୟକ ଜୟଦେବ ପୁରସ୍କାର ସମ୍ମାନିତ ନିର୍ଦ୍ଦେଶକ, ବିତରକ ଓ ପ୍ରଯୋଜକ (ମୃତ୍ୟୁ: ୨୦୧୧)
- ୩୦ – ବ୍ରହ୍ମୋତ୍ରୀ ମହାନ୍ତି, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ (ମୃତ୍ୟୁ: ୨୦୧୦)
ପର୍ବପର୍ବାଣୀ
- ୦୪: ଗଙ୍ଗା ଦଶହରା
- ୦୫: ନିର୍ଜଳା ଏକାଦଶୀ
- ୦୯: ଦେବ ସ୍ନାନ ପୂର୍ଣ୍ଣିମା
- ୧୦: ଅଣସର ଆରମ୍ଭ
- ୧୫: ରଜ ପର୍ବ
- ୨୪: ନେତ୍ରୋତ୍ସବ, ନବଯୌବନ ବେଶ
- ୨୫: ରଥଯାତ୍ରା
- ୨୬: ଇଦ ଉଲ-ଫିତର
- ୨୯: ହେରାପଞ୍ଚମୀ