ଜଲାଲ ଆଦେନୀ
ଦେଖଣା
ଜଲାଲ ଆଦେନୀ | |
---|---|
ଜନ୍ମ | ଭଞ୍ଜନଗର, ଗଞ୍ଜାମ | ୨୩ ଜୁନ ୧୯୩୬
ମୃତ୍ୟୁ | ୨୯ ମାର୍ଚ୍ଚ ୨୦୨୧ କଟକ | (ବୟସ ୮୪)
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ଖଲିକୋଟ ମହାବିଦ୍ୟାଳୟ ଯାଦବପୁର ବିଶ୍ୱବିଦ୍ୟାଳୟ |
ବୃତ୍ତି(ସମୂହ) | ଯନ୍ତ୍ରୀ, ସଂଗୀତ ନିର୍ଦ୍ଦେଶକ |
ସନ୍ତାନ | ପରବେଜ (ପୁଅ) ଗୁଲାଲ, ଜୈବିନ (ଝିଅ) |
ଜଲାଲ ଆଦେନୀ (୨୩ ଜୁନ ୧୯୩୬ - ୨୯ ମାର୍ଚ୍ଚ ୨୦୨୧) ଜଣେ ଭାରତୀୟ ଯନ୍ତ୍ରୀ, ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର, ଗାୟକ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ଥିଲେ । ସେ ୧୯୩୬ ମସିହା ଜୁନ ୨୩ତାରିଖ ଦିନ ଓଡ଼ିଶାର ଗଞ୍ଜାମ ଜିଲ୍ଲାସ୍ଥିତ ଭଞ୍ଜନଗରଠାରେ ଜନ୍ମଗ୍ରହଣ କରିଥିଲେ ।[୧] ୨୦୨୧ ମସିହା ମାର୍ଚ୍ଚ ମାସ ୨୯ ତାରିଖରେ ତାଙ୍କର ହୃଦଘାତରେ ପରଲୋକ ଘଟିଥିଲା ।[୨]
କଥାଚିତ୍ରରେ ଭୂମିକା
[ସମ୍ପାଦନା]- ଅନୁତାପ (୧୯୭୭): ନିର୍ଦ୍ଦେଶକ, ସଂଗୀତ ନିର୍ଦ୍ଦେଶକ, ଗାୟକ[୩]
- ହୀରା ମୋତି ମାଣିକ (୧୯୮୦): ପ୍ରଯୋଜକ, ନିର୍ଦ୍ଦେଶକ
- ସବୁ ସ୍ୱପ୍ନ : ନିର୍ଦ୍ଦେଶକ[୪]
- ପୂଜାରିଣୀ (ଓଡ଼ିଆ, ୧୯୮୧): ନିର୍ଦ୍ଦେଶକ
- ଜମାନା କ୍ୟା କହେଗା (ହିନ୍ଦୀ, ୧୯୮୨): ନିର୍ଦ୍ଦେଶକ
- ହମନେ ପ୍ୟାର କିୟା (ହିନ୍ଦୀ, ୧୯୯୨): ନିର୍ଦ୍ଦେଶକ
- ପ୍ରେମ ଉପହାର (ହିନ୍ଦୀ, ୧୯୯୪): ନିର୍ଦ୍ଦେଶକ
ଆଧାର
[ସମ୍ପାଦନା]- ↑ "ସଙ୍ଗୀତ ନିର୍ଦ୍ଦେଶକ ଇଂ. ଜଲାଲ୍ ଆଦେନୀଙ୍କ ସହିତ ସାକ୍ଷାତ୍କାର | oDiA Music News". odiamusic.com. 2013. Archived from the original on 15 May 2013. Retrieved 17 March 2013.
୧୯୩୬ ମସିହା ଜୁନ୍ ୨୩ ତାରିଖରେ ଭଞ୍ଜନଗର ଗଞ୍ଜାମ ଜିଲ୍ଲାରେ ଜନ୍ମିତ
- ↑ "Composer Of Popular Odia Song 'Nida Bhara Rati' No More". www.sambadenglish.com. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 29 March 2021. Retrieved 29 March 2021.
- ↑ Ashish Rajadhyaksha; Paul Willemen (1994). Encyclopaedia of Indian Cinema. British Film Institute. ISBN 978-0-85170-455-5.
- ↑ "ଚଳଚ୍ଚିତ୍ର ନିର୍ଦ୍ଦେଶକ, ଇଞ୍ଜିନିୟର ଜଲାଲ ଆଦେନୀଙ୍କ ପରଲୋକ". No. ସମ୍ବାଦ ୩୦/୦୩/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୫. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 30 March 2021. Retrieved 30 March 2021.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଜଲାଲ ଆଦେନୀ