ସୁରେନ୍ଦ୍ର ବିଦ୍ୟାଧର
ଦେଖଣା
ସୁରେନ୍ଦ୍ର ବିଦ୍ୟାଧର | |
---|---|
ଜନ୍ମ | ସୁରେନ୍ଦ୍ରନାଥ ବିଦ୍ୟାଧର ୧୯୩୭ ନରଣଗଡ଼, ଖୋର୍ଦ୍ଧା |
ମୃତ୍ୟୁ | ୯ ଜୁନ ୨୦୧୩ ବକ୍ସିବଜାର କଟକ |
ବୃତ୍ତି | ଓକିଲାତି |
ପ୍ରସିଦ୍ଧି | ଗୀତିକାର |
ସୁରେନ୍ଦ୍ରନାଥ ବିଦ୍ୟାଧର (୧୯୩୭ - ୯ ଜୁନ ୨୦୧୩) ଜଣେ ଆଇନଜୀବୀ ଓ ଗୀତିକାର ଥିଲେ ।[୧]
ଖୋର୍ଦ୍ଧା ଜିଲ୍ଲା ନରଣଗଡ଼ ଦଳବେହେରା ପରିବାରରେ ସୁରେନ୍ଦ୍ର ଜନ୍ମଗ୍ରହଣ କରିଥିଲେ । ପିତା ନରସିଂହ ଚରଣ ବିଦ୍ୟାଧର ଓ ମା ଶ୍ରୀରାଧା । ତାଙ୍କ ବଡ଼ବାପା ପୁଅ ଭାଇ ଶରତଚନ୍ଦ୍ର ନରେନ୍ଦ୍ର ସିଂହ ୧୯୪୧ ମସିହାରେ ସଚ୍ଚିଦାନନ୍ଦ ରାଉତରାୟଙ୍କ କବିତାଗ୍ରନ୍ଥ 'ପଲ୍ଲୀଶ୍ରୀ'ର ପ୍ରଥମ ପ୍ରକାଶକ ଥିଲେ । ମାଉସୀ ପୁଅ ଭାଇ ସତ୍ୟାନନ୍ଦ ଚମ୍ପତ୍ତିରାୟ ସାହିତ୍ୟ ପତ୍ରିକା 'ଝଙ୍କାର'ର ସମ୍ପାଦନା କରୁଥିଲେ ।[୨]
ରଚନାବଳୀ
[ସମ୍ପାଦନା]- ସଞ୍ଜୁ ଓ ପୃଥ୍ୱୀ (କବିତା ଗ୍ରନ୍ଥ)
- ମାନସୀ ଓ କୋଣାର୍କ (କବିତା ଗ୍ରନ୍ଥ)
- ଯେଉଁ ଗାଁରେ ଜହ୍ନ ଉଏଁ (ପଲ୍ଲୀଗୀତି ସଂକଳନ)
- ତଳ ପାହାଚ (ଗଳ୍ପ ସଂକଳନ)
ଗୀତ ଲେଖିଥିବା କଥାଚିତ୍ର
[ସମ୍ପାଦନା]- ଦେଖ ଖବର ରଖ ନଜର, ୧୯୮୨ (କାଗଜ ଫୁଲ ମୁଁ ସୁରଭିବିହୀନ)
- କାଚଘର, ୧୯୮୧ (ଜୟ ରଘୁନନ୍ଦନ)
- ଆରତୀ, ୧୯୮୧ (ମା' ତୁମେ ଜଗତର ସାହା ଭରସା)
- ସଉତୁଣୀ, ୧୯୭୯ (ରୂପସୀ ରାଣୀଗୋ ମୋର/ ନୀଳଜହ୍ନ ନୀଳିମାରେ ଦିଶ ସୁନ୍ଦର)
- କାବେରୀ, ୧୯୮୩ (ଆସୁନ ଆସ, କୁହନା କୁହ)
- ଜୟମା ମଙ୍ଗଳା (ଜୟମା ମଙ୍ଗଳା)
- ଚିହ୍ନା ଅଚିହ୍ନା, ୧୯୭୯ (ଚାନ୍ଦ ନା ତୁମେ ତାରା/ ମୋତି ନା ତୁମେ ହୀରା)
- ସାକ୍ଷୀ ଗୋପୀନାଥ, ୧୯୭୮
- ଅନୁରାଧା, ୧୯୮୦
ଆଧାର
[ସମ୍ପାଦନା]- ↑ "ଗୀତିକବି ସୁରେନ୍ଦ୍ରନାଥ ବିଦ୍ୟାଧରଙ୍କ ପରଲୋକ". ଧରିତ୍ରୀ. Retrieved 16 June 2016.
- ↑ ଚାନ୍ଦ, ଡ. ଗୋବିନ୍ଦ ଚନ୍ଦ୍ର (୧୬ ଜୁନ ୨୦୧୩). "ମୋତି ନା ତୁମେ ହୀରା!". ପତ୍ରିକା (ଖବର).
{{cite news}}
: Check date values in:|date=
(help)
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସୁରେନ୍ଦ୍ର ବିଦ୍ୟାଧର