ଆଲାହାବାଦ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଆଲାହାବାଦ
इलाहाबाद
الہ آباد
Metropolitan
Iconic monument of Allahabad The New Yamuna Bridge
Iconic monument of Allahabad The New Yamuna Bridge
Nickname: 
ପ୍ରଧାନମନ୍ତ୍ରୀର ସହର[୧] ସଙ୍ଗମ ସହର [୨]
ଦେଶ India
ରାଜ୍ୟଉତ୍ତର ପ୍ରଦେଶ
ଜିଲ୍ଲାଆଲାହାବାଦ
ପ୍ରତିଷ୍ଠା1583 AD
Government
 • TypeMayor–Council
 • Bodyଆଲାହାବାଦ ମୁନିସିପାଲ୍ଟି କୋର୍ପୋରେଶନ
 • MayorAbhilasha Gupta[୩]
 • ପୋଲିସ କମିଶନରRam Chandra Yadav
Area
 • ସମୁଦାୟ63.07 km2 (24.35 sq mi)
Elevation
98 m (322 ft)
Population
 (2011)[୪]
 • Total୧୨,୧୬,୭୧୯
 • Rank35th
 • Density1,087/km2 (2,820/sq mi)
 • Agglomeration Rank
୪୦th
DemonymsAllahabadi
Time zoneUTC+5:30 (IST)
PIN
211001-18
Telephone code91-532
ଯାନବାହାନ ପଞ୍ଚୀକରଣUP-70
Sex ratio901 /
ସରକାରୀ ଭାଷାହିନ୍ଦୀ
Websiteallahabad.nic.in

ଆଲାହାବାଦକୁ ଇଲ୍ଲାହାବାଦ, ପ୍ରୟାଗ ଏବଂ ସରକାରୀ ଭାବେ ପ୍ରୟାଗରାଜ ନାମରେ ମଧ୍ୟ ଜଣାଯାଏ । ଏହା ଉତ୍ତର ପ୍ରଦେଶ ରାଜ୍ୟର ଏକ ପ୍ରମୁଖ ସହର ଓ ବାଣିଜ୍ୟ କେନ୍ଦ୍ର ଅଟେ । ଏହା ମଧ୍ୟ ଆଲାହାବାଦ ଜିଲ୍ଲାର ସଦର ମହକୁମା। ଆଲାହାବାଦକୁ ପ୍ରଧାନମନ୍ତ୍ରୀର ସହର ବୋଲି ମଧ୍ୟ କୁହାଯାଏ, କାରଣ ସ୍ୱାଧୀନତା ପରବର୍ତ୍ତୀ ଭାରତର ୧୩ ଜଣ ପ୍ରଧାନ ମନ୍ତ୍ରୀଙ୍କ ମଧ୍ୟରୁ ସାତ ଜଣ ଆଲାହାବାଦଠାରେ ଜନ୍ମ ଗ୍ରହଣ କରିଛନ୍ତି ।

ଇତିହାସ[ସମ୍ପାଦନା]

ଆଲାହାବାଦର ପୌରାଣିକ ନାମ ପ୍ରୟାଗହିନ୍ଦୁମାନଙ୍କ ଏକ ଐତିହାସିକ ତଥା ଧାର୍ମିକ ପର୍ଯ୍ୟଟନ କ୍ଷେତ୍ର ଅଟେ । କୁହାଯାଏ ଆଲାହାବାଦ ହେଉଛି ଭାରତର ଦ୍ୱିତୀୟ ପ୍ରାଚୀନ ସହର। ଏଠାରେ ପବିତ୍ର ଗଙ୍ଗା, ଯମୁନାସରସ୍ୱତୀ ନଦୀର ତ୍ରିବେଣୀ ସଙ୍ଗମ ହୋଇଛି ।

ନାମକରଣ[ସମ୍ପାଦନା]

ମୋଗଲ ସମ୍ରାଟ ଆକବର ଏହାର ନାମ ଇଲ୍ଲାହାବାଦ ରଖିଥିଲେ ଯାହାର ଅର୍ଥ ଭଗବାନଙ୍କର ବାସସ୍ଥଳୀ । ପରେ ତାଙ୍କର ନାତି ଶାହାଜହାନ ଏହାକୁ ଅଲ୍ଲାହବାଦ କରିଦେଇଥିଲେ । ଇଲ୍ଲାହମାନେ ଅନେକ ଭଗବାନ, ଅନ୍ୟପକ୍ଷରେ ଆଲାହାମାନେ ଇସଲାମ ଧର୍ମଲମ୍ବୀଙ୍କର ଭଗବାନ ।[୫] ଅକ୍ଟୋବର ୨୦୧୮ରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ, ଯୋଗୀ ଅଦିତ୍ୟନାଥଙ୍କର ମନ୍ତ୍ରୀମଣ୍ଡଳ ଏହାର ନାମ ପ୍ରୟାଗରାଜ କରିବାକୁ ମଞ୍ଜୁରୀ ଦେଇଥିଲେ । ଏହି ନାମ ପରିବର୍ତ୍ତନ ସରକାରୀ ମାନ୍ୟତା ପାଇବା ପାଇଁ କେନ୍ଦ୍ରର ମଞ୍ଜୁରୀକୁ ବର୍ତ୍ତମାନ ଅପେକ୍ଷାରତ ।[୬]

ଦର୍ଶନୀୟ ସ୍ଥାନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "definition of Prayaga". Free Dictionary. Retrieved 16 August 2012.
  2. http://articles.timesofindia.indiatimes.com/2012-08-17/allahabad/33248361_1_police-vehicles-police-stations-procession[permanent dead link]
  3. "Mayor of the city". The Indian Express. Retrieved 25 September 2012.
  4. "Provisional Population Totals, Census of India 2011; Urban Agglomerations/Cities having population 1 lakh and above" (PDF). Office of the Registrar General & Census Commissioner, India. p. 3. Retrieved 26 March 2012.
  5. https://books.google.co.in/books?id=MALacgnsroMC&pg=PA67&redir_esc=y#v=onepage&q&f=false
  6. https://www.indiatoday.in/india/story/allahabad-renamed-prayagraj-1368913-2018-10-16

ବାହାର ଫଟୋ[ସମ୍ପାଦନା]