ମାଧବାଚାର୍ଯ୍ୟ(କନ୍ନଡ : ಶ್ರೀ ಮಧ್ವಾಚಾರ್ಯ, ସଂସ୍କୃତ : श्री मध्वाचार्य) (୧୨୩୮-୧୩୧୭) ପ୍ରସିଦ୍ଧ ଭାରତୀୟ ଦାର୍ଶନିକ ଓ ଭକ୍ତି ଆନ୍ଦୋଳନର ଜଣେ ମୂଖ୍ୟ ପୁରୋଧା ଥିଲେ ।