ସାରଦା ଦେବୀ
ଉଇକିପିଡ଼ିଆ ରୁ
| ସାରଦା ଦେବୀ | |
|---|---|
ସାରଦା ଦେବୀ |
|
| ଜନ୍ମ ତାରିଖ | ଡିସେମ୍ବର ୨୨, ୧୮୫୩ |
| ଜନ୍ମସ୍ଥାନ | ଜୟରାମବାଟୀ |
| ଜନ୍ମ ନାମ | ସାରଦାମଣୀ |
| ତିରୋଧାନ |
୨୦ ଜୁଲାଇ, ୧୯୨୦ (୬୬ ବର୍ଷ) |
| ତିରୋଧାନ ସ୍ଥାନ | କଲିକତା |
ସାରଦା ଦେବୀ(୨୨ଡିସେମ୍ବର,୧୮୫୩ – ୨୦ ଜୁଲାଇ,୧୯୨୦) ବିଶିଷ୍ଟ ହିନ୍ଦୁ ଧର୍ମଗୁରୁରାମକୃଷ୍ଣ ପରମହଂସଙ୍କ ଧର୍ମପତ୍ନୀ ଓ ସାଧନ ସଙ୍ଗିନୀ ଥିଲେ ଏବଂ ରାମକୃଷ୍ଣ ମଠ ଓ ରାମକୃଷ୍ଣ ମିଶନର ସଙ୍ଘଜନନୀ ରୂପେ ପରିଚିତ । ଭକ୍ତଗଣ ତାଙ୍କୁ ଦିବ୍ୟ ଜନନୀ ଓ ଶ୍ରୀଶ୍ରୀ ମା ନାମରେ ଅଭିହିତ କରିଥିଲେ ।ରାମକୃଷ୍ଣ ଆନ୍ଦୋଳନର ବିକାଶ ଓ ପ୍ରସାରରେ ତାଙ୍କ ଭୂମିକା ଗୁରୁତ୍ତପୂର୍ଣ ।
ସଂକ୍ଷିପ୍ତ ଜୀବନୀ [ସମ୍ପାଦନା]
ସାରଦା ଦେବୀ ପଶ୍ଚିମବଙ୍ଗର ବାଙ୍କୁଡ଼୍ଆ ଜିଲ୍ଲାର ଜୟରାମବାଟୀ ଗ୍ରାମରେ ୧୮୫୩ ଖ୍ରୀଷ୍ଟାବ୍ଦର ୨୨ ଡିସେମ୍ବର ଗୁରୁବାର ଦିନ ଜନ୍ମ ଗ୍ରହଣ କରିଥିଲେ ପିତା ରାମଚନ୍ଦ୍ର ମୁଖୋପାଧ୍ୟାୟ ଓ ମାତା ଶ୍ୟାମସୁନ୍ଦରୀ ଦେବୀଙ୍କର ସେ ପ୍ରଥମ ସନ୍ତାନ ଥିଲେ
ଆଧାର [ସମ୍ପାଦନା]
|
|||||||||||||||||||||||||||||||||||||
|
|||||||||||||||||||